ACF ସୋମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା: ବିଦ୍ୟାଙ୍କ ରୁମରେ ଝୁଲିଲା ଡବଲ ତାଲା, ହସ୍ଟେଲ ନିର୍ଦେଶକ ବିଦ୍ୟାଙ୍କ ବିଷୟରେ କହିଲେ କିଛି ଏମିତି…ଦେଖନ୍ତୁ Video

ଏସିଏଫ ସୋମ୍ୟରଞ୍ଜନଙ୍କ ମୃ-ତ୍ୟୁ ମା-ମ-ଲା-କୁ ନେଇ ଦିନ ଯେତିକି ଗଡୁଛି ସେତିକି ନୂଆ ନୂଆ ତଥ୍ୟ ସାମନାକୁ ଆସିବାରେ ଲାଗିଛି । ଏହାରି ମଧ୍ୟରେ ପାରଳାଖେମୁଣ୍ଡି ପୋ-ଲି-ସ ବଲାଙ୍ଗୀରରେ ଯାଇ ତଦନ୍ତ କରିଛି । ସୋମ୍ୟଙ୍କ ସ୍ତ୍ରୀ ବିଦ୍ୟା ଭାରତୀଙ୍କ କଲେଜରେ ପୋ-ଲି-ସ ପହଞ୍ଚି ସେଠାରେ ଛାନବିନ କରିଛି । ପୋ-ଲି-ସ ବଲାଙ୍ଗୀର ଟାଉନ ଥା-ନା ସହ ଖୋଳତାଳ କରିଥିଲା ।

ବିଦ୍ୟାଙ୍କ ହଷ୍ଟେଲ ରୁମ ନମ୍ବର-୧ରେ ଡବଲ ତାଲା ଝୁଲିଲା ବୋଲି ସୂଚନା ମିଳିଛି । ବ୍ୟାଚଲର ପାର୍ଟିର ଠିକ ତଥ୍ୟ ପୋଲିକୁ ଦେଲେ ପ୍ରାଣିଧନ ନିରିକ୍ଷକ ପ୍ରଶିକ୍ଷଣ କେନ୍ଦ୍ରର କର୍ତ୍ତୁପକ୍ଷ । ଥା-ନା ଅଧିକାରୀ ବିବେକାନନ୍ଦ ସ୍ଵାଇଁଙ୍କ ନେତୃତ୍ଵରେ ୫ ଜଣିଆ ଟିମ ମହିଳା ହଷ୍ଟେଲରେ ପୋହଞ୍ଚି ଯାଞ୍ଚ କରିଛନ୍ତି । ପ୍ରାଣିଧନ ନିରିକ୍ଷକ ପ୍ରଶିକ୍ଷଣ କେନ୍ଦ୍ରର କର୍ତ୍ତୁପକ୍ଷ ଏମ ଅଫ କୁମାର ପ୍ରଧାନଙ୍କ ସମେତ ଜଣେ କିରାଣୀ ଓ ଦୁଇ ଜଣ ପିଅନକୁ ଦୀର୍ଘ ୫ ଘଣ୍ଟା ଧରି ପଚରାଉଚରା କରିଥିଲା ପୋ-ଲି-ସ ।

ବିଦ୍ୟା ଭାରତୀୟଙ୍କ ହଷ୍ଟେଲର କର୍ତ୍ତୁପକ୍ଷଙ୍କ ଠାରୁ ମିଳିଥିବା କାଗଜପତ୍ରର କୌଣସି ସୂଚନା ପୋ-ଲି-ସ ଦେଇ ନାହାନ୍ତି । ବ୍ୟାଚଲର ପାର୍ଟି ପରେ କଲେଜରୁ ବିଦ୍ୟା ଭାରତୀ ବିଦାୟ ନେଇଥିଲେ । କେବଳ ପରୀକ୍ଷା ସମୟରେ କଲେଜକୁ ଆସିବେ ବୋଲି ବିଦ୍ୟା ନିଜ ବନ୍ଧୁ ମାନଙ୍କୁ ଜଣାଇଥିଲେ ।

କର୍ତ୍ତୁପକ୍ଷଙ୍କ ଠାରୁ ମିଳିଥିବା ସୂଚନା ମୁତାବକ ଆନାଲିଶିସ କରାଯିବ ବୋଲି ଥା-ନା ଅଧିକାରୀ ବିବେକାନନ୍ଦ ସ୍ଵାଇଁ ନିଜ ରାଏ ରେ କହିଛନ୍ତି । ପୋ-ଲି-ସ କଲେଜର ସମସ୍ତଙ୍କୁ ପଚରାଉଚରା କରିବା ସହ ସେମାନଙ୍କର ଷ୍ଟେଟମେଣ୍ଟ ମଧ୍ୟ ରେ-କ-ର୍ଡ କରିଛି ବୋଲି ସୂଚନା ମିଳିଛି ।

ଏହା ଛଡା କଲେଜର କର୍ତ୍ତୁପକ୍ଷ କରିଛନ୍ତି ଯେ ଏହା କୌଣସି ବ୍ୟାଚଲର ପାର୍ଟି ନ ଥିଲା ବରଂ ନୀତିଦିନ ଭଳି ଯେପରି ବିଦ୍ୟାର୍ଥୀ ମାନେ ଖାଇବାକୁ ଆସନ୍ତି ଠିକ ସେହି ପରି ହୋଇଥିଲା । ଏହା ଛଡା ବିଦ୍ୟା ଭାରତୀ କେବଳ ୧୨,୦୦୦ ଟଙ୍କା କଲେଜରେ ଡିପୋଜିତ କରିଛନ୍ତି ବୋଲି କର୍ତ୍ତୁପକ୍ଷ କହିଛନ୍ତି । ତେବେ ଏତେ ଟଙ୍କା ବିଦ୍ୟା କେଉଁଠୁ ଆଣିଲେ ତାହା ଏ ଯାଏଁ ଜଣା ପଡି ନାହି ।

ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛୁ ଏଫେଫ ସୋମ୍ୟରଞ୍ଜନଙ୍କ ମୃ-ତ୍ୟୁ ମା-ମ-ଲା-କୁ ନେଇ କଣ ବଲାଙ୍ଗୀର କଲେଜ ସହ କୌଣସି ଲିଙ୍କ ରହିଛି । ଯଦି ରହିଛି ତେବେ କାହା ମାଧ୍ୟମରେ ରହିଛି ତାହା ନେଇ ପ୍ରଶ୍ନ ଉଠୁଛି । ଏହା ଛଡା କଣ ପୋ-ଲି-ସ ବିଦ୍ୟାଙ୍କ ସାଙ୍ଗ ମାନଙ୍କୁ ଏବେ ପଚରାଉଚରା କରିବ କି ତାହା ଆଗକୁ ତଦନ୍ତ ହେବା ପରେ ଜଣା ପଡିବ ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *