ACFଙ୍କ ଡେଥ କେସରେ ମୁହଁ ଖୋଲିଲେ Bidyashree କହିଲେ କିଛି ଏମିତି… ଦେଖନ୍ତୁ Video

ବିଦ୍ୟାଶ୍ରୀ ନିଜ ମତ ଦେଇଛନ୍ତି ଓ କହିଛନ୍ତି କି । ଆପଣ ମାନେ ମୋ କଥାକୁ କାହା ସହ ଯୋଡିବା ଉଚ୍ଚିତ ନୁହେଁ କାରଣ ହେଉଛି କି ମୁ ଯେବେ ବାହା ହେଲି ମୁ ମୋ ଦୁନିଆରେ ଥିଲି । ଯଦି ବିଦ୍ୟାଭାରତି ବିବାହ କରିଛନ୍ତି ତାଙ୍କ ଦୁନିଆ ଲଗା ଥିଲା ।

ଆମେ ଅନ୍ୟକୁ କହିବା ଖୁବ ସହଜ କିନ୍ତୁ ଯେତେବେଳେ ଏହା ଆମ ଉପରେ ଆସେ ସେତେବେଳେ ଆମେ ଜାଣି ପାରିବା କି ଆମେ କିଭଳି କ-ଷ୍ଟ ରେ ଅଛୁ । ଯେମିତି ଆପଣ ମାନେ ଚାହୁ ଥିଲେ ସେହି ଭଳି ମୋ ଉପରେ ଆଜି ଭି କେ-ସ ଚାଲିଛି । ଯିଏ ସବୁ ସାହି ଜୀବ ତାକୁ ଏହି ଦୁନିଆ ଆହୁରି ସହିବା ପାଇଁ ବାଧ୍ୟ କରିବ ।

ମୋ କଥାକୁ ଆପଣ କାହା ସହ ଯୋଡିବା ଉଚ୍ଛିତ ନୁହେଁ । ଏମିତି କେହି ସ୍ତ୍ରୀ ନାହାନ୍ତି ଯେ କି ସବୁ ବେଳେ ସ୍ଵାମୀ କୁ ମା-ରି-ବା ଚିନ୍ତା କରିବ । ସେମାନେ ସବୁ ବେଳେ ସଜେଇ ହେଇକି ରହିବା ପାଇଁ ଭଲ ପାନ୍ତି । ସେମାନେ ସବୁ ବେଳେ ନିଜ ସ୍ବାମୀର ମଙ୍ଗଲ କାମନା କରନ୍ତି । ଯେଉଁ ମାନେ ମତେ କହୁଛନ୍ତି ମୁ ରାଯୀ ଅଛି ମୋ କେ-ସ କୁ ପୋ-ଲି-ଶ ନିଜ ହାତକୁ ନେଇଛି ଯାହା ଭି ତଥ୍ୟ ସେ ପାଇଛି ସେ ତାକୁ କୋ-ର୍ଟ ରେ ଅପିଲ କରିଛି ।

ମୁ ମଧ୍ୟ ମାନ୍ୟବର ବିଚାର ପତିଙ୍କୁ ଅନୁରୋଧ କରୁଛି ଯଦି କିଛି ଭୁଲ ଅଛି ତାକୁ ନିଶ୍ଚିତ ଭାବେ ଆପଣ ଦେଖନ୍ତୁ ଓ ଦ-ଣ୍ଡ ଦିଅନ୍ତୁ । ଆହୁରି ମଧ୍ୟ କୁହା ଯାଇଛି କି ବିଦ୍ୟାଶ୍ରୀ ଙ୍କ ଉପରେ ଆଉ ଏକ ବିଦ୍ୟା ଭାରତୀ ଆସିଛନ୍ତି । ଯଦି ଘ-ଟ-ଣା କୁ ଆପଣ ବୁଝିବା ପାଇ ଚାହୁଛନ୍ତି ତେବେ ପ୍ରେସ କନଫେରେନ୍ସ କରନ୍ତୁ ଆହୁରି ସତ୍ୟ ଆଗକୁ ଆଣନ୍ତୁ । କାରଣ ଜଣେ ନାରୀ କେବେଭି ନିଜକୁ ଓ ନିଜ ସ୍ଵାମୀ ପାଇଁ ଅସୁବିଧା ହେବାକୁ ଦିଏନି ।

ଯଦି ଆପଣଙ୍କୁ ଲାଗୁଛି କି ତାଙ୍କୁ ମା-ରି ଦିଆ ଯାଇଛି ତେବେ ଆପଣ ଏହାକୁ ଅପେକ୍ଷା କରି ରୁହନ୍ତୁ କି ସତ୍ୟ ସାମନା କୁ ଆଶିବ ଯେମିତି ମୋ ପଛରେ ସବୁ ଲାଗିଥିଲେ ସେମିତି ସବୁ ଅଭି ତାଙ୍କ ପଛରେ ଲାଗିବେ ।

ସେ ଖାଲି କହିଛନ୍ତି କୀ ସେ ଏତିକି କଥା କୁ ନିଜ ମୁଣ୍ଡରେ ରଖନ୍ତୁ କି ପୋ-ଲି-ଶ କୁ ଆପଣ ଷ-ପୋ-ର୍ଟ କରନ୍ତୁ ଓ ନିଜକୁ ଖୁବ ଦୃଢ କରିବା ପାଇଁ ଚେଷ୍ଟା କରନ୍ତୁ ଦେଖନ୍ତୁ କଣ ହେଉଛି । ଏହା ସହ ସେ କହିଛନ୍ତି କି ସାରା ଓଡିଶାର ଲୋକମାନେ ମିଛ ଖ-ବ-ର ଜାଣିବା ଅପେକ୍ଷା ସତ ଖ-ବ-ର ଜାଣନ୍ତୁ ଓ ଅନ୍ୟକୁ ଖ-ରା-ପ କହିବା ବନ୍ଦ କରନ୍ତୁ ଯାହା ଦ୍ଵାରା ତାଙ୍କୁ ଓ ନିଜ ଲୋକମାନଙ୍କୁ ସବୁ ଲୋକ ଚିହ୍ନି ପାରିବେ ।

Leave a Reply

Your email address will not be published. Required fields are marked *