ACF ଡେଥ ମିଷ୍ଟ୍ରି: ଆଉ ଥରେ ପୋଲିସ କରିବ Interrogation….କଣ ଏଥର ସତ କହିବେ ବିଦ୍ୟାଭାରତୀ? ଦେଖନ୍ତୁ Video

ସୋମ୍ୟ ରଞ୍ଜନ ଙ୍କ ଘଟଣା ଏବେ ନିଆ ଲାଗିଲା ଭଳି ସାରା ରାଜ୍ୟରେ ବ୍ୟା-ପି-ଛି । ତେବେ ଏହି ଘଟଣା କୁ ନେଇକି ପୋ-ଲି-ଶ କହିଛନ୍ତି କି ପୁଣି ଥରେ ଜୀବ ବିଦ୍ୟା ଭାରତୀୟ ଙ୍କ ଘରକୁ । କାରଣ ସେଠାରୁ ଆଉ କିଛି ସୁ-ରା-ଗ ମିଳି ପାରିବ । ଏହା ସହ ପୋ-ଲି-ଶ ମଧ୍ୟ ସୋମ୍ୟ ଙ୍କର ଆଖ ପାଖ ପଡୋଶୀ ଙ୍କୁ ଜେ-ରା କରି ସାରିଛି ।

ସୋମ୍ୟ ଙ୍କ ମୃ-ତ୍ୟୁ ହୋଇ ସାରିଲାଣି ଏହାକୁ ଅନେକ ଦିନ ଗଲା ପରେ ମଧ୍ୟ ଏହା ସ୍ପଷ୍ଟ ହୋଇ ନି କି ସେ କିଭଳି ଜାଲିଲେ କି ସେ କିଭଳି ଓ କଣ ପାଇଁ ନିଜ ଦେହରେ ନିଆଁ ଲଗାଇ ଥିଲେ । କହିବା ପାଇଁ ଗଲେ ବିଦ୍ୟା ହି କେବଳ ସେଠାରେ ଥିଲେ । ସେହି ଜାଗାରେ ଆଉ ଜଣେ ରୋଷେୟା ଥିଲା ।

ଆପଣ ଯଦି ଜାଣି ଥିବେ ତ ଏହାକୁ ନେଇ ବିଦ୍ୟା ବେଶୀ କିଛି କହି ପାରି ନଥିଲେ ତାଙ୍କ ମା-ନ-ଶୀ-କ ଭା-ର-ଶ୍ୟା-ମ ମଧ୍ୟ ହରାଇ ଥିବାରୁ ତାଙ୍କୁ କିଛି ଦିନ ପାଇଁ ପଚରା ଉଚାର ବନ୍ଦ ରକ୍ଷା ଯାଇଥିଲା । ତେବେ ଏହି ଘଟଣା କୁ ନେଇକି ସୋମ୍ୟ ଙ୍କ ପଡିଶା ଘର ଲୋକ ଙ୍କୁ ପଚରା ଉଛାର ସହ ତାଙ୍କ ରୋଷେୟା କୁ ମଧ୍ୟ ପଚରା ସରିଛି ଘଟଣା ବିଷୟରେ କେବଳ ସେତିକି ନୁହେଁ ଏହି ପାଇଁ ସୋମ୍ୟ ଙ୍କ ପିତା ମାତା ଙ୍କୁ ମଧ୍ୟ ପଚରା ଉଚାର କରି ସାରିଲାଣି ପୋ-ଲି-ଶ ।

ତାଙ୍କ ଭାଇ ଓ ସାଙ୍ଗ ମାନଙ୍କୁ ସବୁ ଙ୍କୁ ଜେ-ରା କରିବା ଅସହ ବିଦ୍ୟାଙ୍କ ଘର ଲୋକଙ୍କୁ ମଧ୍ୟ ଜେ-ରା କରି ସାରିଲାଣି ପୋଲିଶ ତେବେ କଣ ମିଳିଛି ସୁ-ରା-ଗ ଯାହା ପାଇଁ ଏବେ ପୋ-ଲି-ସ ବିଦ୍ୟାଙ୍କୁ ପଚରା ଉଚରା କରିବ । ଏହା ଏପାଇଁ ପୁଣି ଥରେ ଜୀବ ପୋ-ଲି-ଶ ବିଦ୍ୟାଙ୍କ ଘରକୁ । ତପନ ପଟ୍ଟନାୟକ SP ଅବସର ନେଇ ଯାଇଛନ୍ତି ।

ଏବେ ପୋ-ଲି-ଶ କେବଳ ଏକ ଘଟଣା ଯା-ଞ୍ଚ କରିବା କି ମିଳିଥିବା ତଥ୍ୟ ଅନୁସାରେ ବିଦ୍ୟାଭାରତି ଙ୍କ ବୟାନ ମିଶୁଚି କି ନାଇ । ଏହାକୁ ନେଇ ତ-ଦ-ନ୍ତ ଚାଲୁଛି ଏହାର ସତ୍ୟତା ଖୁବ ଶୀଘ୍ର ସାମନାକୁ ଆସିବା ପାଇଁ ପୋ-ଲି-ଶ ଯଥା ସମ୍ଭବ ଚେଷ୍ଟା କରୁଛି । ତେବେ କଣ ଏବେ ସତ କହିବେ ବିଦ୍ୟା ଭାରତୀ କି ପୁଣି କିଛି ତଥ୍ୟ ଲୁଚାଇ ବା ପାଇଁ ଚେଷ୍ଟା କରିବେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *