ACF ସୋମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା, ନ୍ୟାୟର ଆଶା ହରାଇ ଏମିତି କହିଲେ Soumyaଙ୍କ ଭାଇ… ଦେଖନ୍ତୁ Video

ଏସିଏଫ ସୋମ୍ୟରଞ୍ଜନଙ୍କ ମୃ-ତ୍ୟୁ ମା-ମ-ଲା ଦିନକୁ ଦିନ ରହସ୍ୟ ଘେରରେ ଗତି କରିବା ଲାଗିଛି । ସୋମ୍ୟଙ୍କ ମୃ-ତ୍ୟୁ ଘ-ଟ-ଣା-କୁ ଗତ ୨୦ ଦିନ ବୀତି ଯାଇଥିଲେ ମଧ୍ୟ ଏ ଯାଏଁ ଦୋ-ଷୀ କିଏ ତାହା ଜଣା ପଡି ନାହି । ଜାଣିଶୁଣି ମାମଲାକୁ ଦବାଇବାକୁ ଚେଷ୍ଟା କରା ଯାଉଛି ବୋଲି ସୋମ୍ୟଙ୍କ ପରିବାର ଲୋକେ ଅ-ଭି-ଯୋ-ଗ ଅଣୁଛନ୍ତି ।

ଧୀରେ ଧୀରେ ସବୁ ପ୍ରମାଣକୁ ନଷ୍ଟ କରି ଘଟଣାକୁ ଚାପି ଦିଆ ଗଲାଣି ଆମର ଆଉ ପୋଲିସ ଉପରେ ଭରସା ନାହି ବୋଲି ସୋମ୍ୟଙ୍କ ଭାଇ କହିଛନ୍ତି । ସୋମ୍ୟଙ୍କ ବଡ ଭାଇ ରଞ୍ଜନା ମହାପାତ୍ର କହିଛନ୍ତି ଯେ ପୋଲିସ ଏହି ମାମଲାରେ ସମ୍ପୃକ୍ତ ଅଛି । ପୋଲିସ ନିଜେ ଦୋଷୀକୁ କଟକରେ ଆଣି ଛାଡି ଦେଇଛନ୍ତି ଏହି ଭଳି ସାଂ-ଘା-ତି-କ ଅ-ଭି-ଯୋ-ଗ ସୋମ୍ୟଙ୍କ ବଡ ଭାଇ କହିଛନ୍ତି ।

ସୋମ୍ୟଙ୍କ ମୃ-ତ୍ୟୁକୁ ଗତ ୨୦ ଦିନ ହୋଇଥିଲେ ମଧ୍ୟ ଦୋ-ଷୀ-କୁ ଆ-ରେ-ଷ୍ଟ କରାଯାଇ ନାହି କି କୌଣସି ସୁରାଗ ସାମନାକୁ ଆସି ନାହି । ଏହା ଛଡା ସୋମ୍ୟଙ୍କ ପରିବାର ସିବିଆଇ ତଦନ୍ତ ପାଇଁ ଆବେଦନ କରିଛନ୍ତି । ଏହା ଛଡା ରଞ୍ଜନ ମହାପାତ୍ର କହିଛନ୍ତି ଯେ ଗତ କିଛି ଦିନ ମଧ୍ୟରେ ହୋଇଥିବା ତଦନ୍ତକୁ ଭଲ ଭାବେ ଅନୁଧ୍ୟାନ କରିଲେ ଲାଗୁଛି ଯେ ସାଧାରଣ ଲୋକଙ୍କୁ ନ୍ୟାୟ ମିଳିବା ସ୍ଵପ୍ନ ହୋଇ ଗଲାଣି ।

ପୋଲିସ ଉପରେ କୌଣସି ବଡ ଅଫିସରଙ୍କ ଚାପ ରହୁଛି ଓ ପୋଲିସ ଏହି ଭଳି ଘଟଣା କୁ ଦବେଇ ଦେବାକୁ ଉଦ୍ୟମ କରୁଛନ୍ତି ବୋଲି ସୋମ୍ୟ ଙ୍କ ଭାଇ କହିଛନ୍ତି । ଗତ କାଲି ଗଜପତି ଏସପିଙ୍କ ଅବସର ହେବା ପରେ ସୋମ୍ୟଙ୍କ ମୃ-ତ୍ୟୁ ମା-ମ-ଲା ଆଗକୁ କେଉଁ ମୋଡ ନେବ ତାହା କିଛି କହି ହେଉ ନାହି ।

ସୋମ୍ୟଙ୍କ ମା-ମ-ଲା-ରେ ପ୍ରକୃତ ଦୋ-ଷୀ ଆଉ ଧରା ପଡିବ କି ନାହି ତାହାକୁ ନେଇ ସ-ନ୍ଦେ-ହ ପ୍ରକାଶ କରିଛନ୍ତି ସୋମ୍ୟଙ୍କ ପରିବାର । ସୋମ୍ୟଙ୍କ ବୟାନ କିପରି ତାଙ୍କ ଘର ଲୋକଙ୍କୁ ନ ଜାଣି ପୋଲିସ ନେଇଛି ତାହାକୁ ନେଇ ମଧ୍ୟ ସୋମ୍ୟଙ୍କ ପରିବାର ଲୋକେ ପ୍ରଶ୍ନ ଉଠାଇଛନ୍ତି । ଆଉ ପୋଲିସ ଉପରେ ଟିକେ ହେଲେ ବି ଭରସା ନାହି ବୋଲି ସୋମ୍ୟଙ୍କ ସାନ ଭାଇ ପ୍ରିୟବ୍ରତ ମହାପାତ୍ର କହିଛନ୍ତି ।

ବନ୍ଧୁଗଣ ଏହି ଘଟଣାକୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *