Bigg Boss ସୋ ରୁ ତଡା ଖାଇଲେ Prakruti Mishra,କାରଣ ଜାଣିଲେ ମୁଣ୍ଡରେ ହାତ ଦେବେ ଆପଣ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଦେଶରେ ସବୁଠାରୁ ଲୋକପ୍ରିୟ ସୋ ହେଉଛି ବିଗବସ । ଏହି ସୋ ରେ ଅନେକ କଳାକାର ମାନେ ଭାଗ ନେଇଥାନ୍ତି ଆଉ ବିଜେତା ମଧ୍ୟ ହୋଇଥାନ୍ତି । ତେବେ ବର୍ତ୍ତମାନ ସମୟରେ ଓଡିଆ ଅଭିନେତ୍ରୀ ପ୍ରକୃତୀ ମିଶ୍ର ବିଗ ବସ ରେ ଭାଗ ନେବାକୁ ନେଇ ଯେଉଁ ଚର୍ଚ୍ଚା ଲାଗି ରହିଥିଲା ତାହାକୁ ନେଇ ବଡ ଖବର ସାମ୍ନା କୁ ଆସିଛି । ବିଗ ବସ ନିର୍ମାତା ଙ୍କ ସହ ଝଗଡା କରିବା କାରଣରୁ ବିଗ ବସ ରୁ ବିଦା ହୋଇଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର ।

ତେବେ ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ଗଣ ମାଧ୍ୟମ ରେ ଏବେ ଖାଲି ଗୋଟିଏ ଚର୍ଚ୍ଚା ପ୍ରକୃତି ମିଶ୍ର କାହିଁକି ବିଦା ହେଲେ ବିଗ ବସ-୧୬ ରୁ । ତେବେ ସୂଚନା ଅନୁଯାୟୀ ବିଗ ବସ-୧୬ ର ପ୍ରତିଯୋଗୀ ମାନଙ୍କର ନାମ ସାମନା କୁ ଆସି ସରାଇଛି । କିନ୍ତୁ ସବୁଠାରୁ ବଡ କଥା ହେଉଛି ଚର୍ଚ୍ଚା ର ଏ ଥିବା ପ୍ରକୃତି ମିଶ୍ର ଙ୍କ ନାମ ତାଲିକାରେ ଦେଖିବାକୁ ମିଳି ନାହି । ତାଙ୍କ ଜାଗାରେ ଅର୍ଚ୍ଚନା ଗୌତମ ଙ୍କ ନାମ ସାମିଲ କରା ଯାଇଛି ।

ତେବେ ଜାତୀୟ ଗଣ ମାଧ୍ୟମ ରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ପ୍ରକୃତି ଅଭିନେତା ବାବୁସାନ ମହାନ୍ତି ଙ୍କ ସହ ଏକାଠି ଗଡାଇ ରେ ଥିବା ବେଳେ ପ୍ରକୃତି ଙ୍କୁ ଧରିଥିଲେ ବାବୁସାନ ଙ୍କ ସ୍ତ୍ରୀ ତୃପ୍ତି ଶତପଥି । ଆଉ ପ୍ରକୃତି ଙ୍କୁ ମାଡ ମଧ୍ୟ ମାରିଥିଲେ ତୃପ୍ତି । ଏହା ପରେ ପ୍ରକୃତି କୁ ନେଇ ଆସିଥିଲା ବିବାଦ । ଏହା ପରେ ସବୁ କିଛି ଠିକ ହେବା ପରେ ପ୍ରକୃତି ବିଗ ବସ-୧୬ ରେ ଆସିବେ ବୋଲି ଚର୍ଚ୍ଚା ଜୋର ହାରିଥିଳୀ । ଏମିତିକି ସେ ଅଭିନେତା ସଲମାନ ଖାନ ଙ୍କ ସହ ତାଙ୍କର ଫୋଟୋ ବି ସମାନା କୁ ଆସିଥିଲା ।

ତେବେ ଗଣ ମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ପ୍ରକୃତି ବିଗ ବସ ରେ ଏଣ୍ଟ୍ରି କରିବା ପୂର୍ବରୁ ବିଗ ବସ ର ନିର୍ମାତା ଙ୍କ ସହ ଯୁକ୍ତି ତର୍କ କରିଥିଲେ । ତାଙ୍କୁ ବିଦା କରି ଦେଇଥିଲେ ଏହି ସୋ ର ନିର୍ମାତା । ତେବେ ଏହି ଘଟଣା ଟି ବର୍ତ୍ତମାନ ଚର୍ଚ୍ଚା ରେ ରହିଛି । ତେବେ ବାବୁସାନ ଙ୍କ ସଂସାର ଭାଙ୍ଗିଥିବା ଅଭିଯୋଗ କରି ତାଙ୍କ ସ୍ତ୍ରୀ ତୃପ୍ତି ପ୍ରକୃତି ଙ୍କୁ ରାସ୍ତା ରେ ଗୋଡାଇ ଗୋଡାଇ ପିଟି ଥିଲେ । ଏ ନେଇ ପ୍ରକୃତି ଥାନା ରେ ଏତାଲା ଦେଇଥିଲେ ।

ଏହି ଘଟଣା କୁ ବିବାଦ ରେ ମଧ୍ୟ ରହିଥିଲେ ପ୍ରକୃତି । ତେବେ ବିଗ ବସ ରେ ଭାଗ ନେବା ପାଇଁ ଯେଉଁ ଚର୍ଚ୍ଚା ଲାଗି ରହିଥିଲା ପ୍ରକୃତି ଙ୍କୁ ନେଇ ତାହା ସଂପୂର୍ଣ୍ଣ ଭୁଲ ପ୍ରମାଣିତ ହୋଇଛି । ସେ ସଂପୂର୍ଣ୍ଣ ରୂପରେ ଏହି ସୋ ରୁ ବାଦ ପଡିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *