ଯଦି ବାଇକ , ସ୍କୁଟି ଚଲାଉଛନ୍ତି ଆପଣଙ୍କ ପାଇଁ ଏହି କଥା ନିହାତି ପଢିବା ଆବଶ୍ୟକ । ନୂଆ ନିଅମ ।

ବାଇକ , ସ୍କୁଟି ଚଳୁଛନ୍ତି ଆପଣଙ୍କ ପାଇଁ ଏହି କଥା ନିହାତି ପଢିବା ଆବଶ୍ୟକ

ଏବେ ସାମ୍ନାକୁ ଆସିଛି ମୋଦି ସରକାର ନେଇଥିବା ଆଉ ଏକ ବଡ ପରିବର୍ତନ, ଏହି ନିୟମ ଲାଗୁହେବାକୁ ଯାଉଛି ଏହି ଅକ୍ଟୋବର 13 ତାରିଖରୁ, ଏହାର ପ୍ରଭାବ ଓଡିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଦେଖାଯିବ, ଯଦି ଆପଣ ବାଇକ କିମ୍ବା ସ୍କୁଟି ବ୍ୟବହାର କରନ୍ତି ତେବେ ଏବେହିଁ ସମ୍ପର୍ଣ୍ଣ ପଢନ୍ତୁ ଏଇ ଖବର.

ଆଗାମୀ ଦିନ ରେ ଗାଡ଼ିରେ ଲାଗିଥିବା ନଂ ପ୍ଲେଟ୍ ଚଳିବନି କାରଣ ତା ବଦଳରେ ଲାଗିବ ଏକ ହାଇ ସିକୁରୀଟି ନଂ ପ୍ଲେଟ୍ । ତେବେ ପରିବହନ ବିଭାଗ ହାଇ ସିକୁରିଟି ନ ଥିବା ବାଇକ୍ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ଅକ୍ଟୋବର୧୩ ସୁଧା ଗାଡ଼ିରେ ହାଇ ସିକୁରିଟି ନଂ ଲାଗିବାର ଶେଷ ତାରିଖ ବୋଲି ଧାର୍ଯ୍ୟ କରାଯାଇଛି ।  ପରିବହନ ବିଭାଗ ସୂଚନା ଅନୁସାରେ ଆଗାମୀ ଦିନ ରେ ଏହା ସୁରକ୍ଷା ଭାବରେ କାର୍ଯ୍ୟ କାରୀ ହେବ ।

ଏହି ରେଜିସ୍ଟର୍ ନଂ ପାଇବା କୁ ହେଲେ ଆପ୍ଲିକେସନ୍ ଆପ୍ଲାଏ କରିବା ର ସମୟ ଏବଂ ତାରିଖ ନିର୍ଧାରିତ ହେବ ବୋଲି ସୂଚନା ମିଳିଛି । ଯାହା ଦ୍ୱାରା ଅନୁମୋଦନ କାରୀ ତାଙ୍କ ବାଇକ୍ ର ନୂଆ ନଂ ପାଇ ପାରିବେ। ତେବେ ଆପଣ ଅନ୍ଲାଇନ୍ ରେ ମଧ୍ୟ ନୂଆ ନଂ ପ୍ଲେଟ୍ ପାଇ ପାରିବେ । ଏବଂ ଆପଣ ଙ୍କୁ ଏହା ପାଇଁ କିଛି ଦେୟ ଦେବା କୁ ପଡ଼ିବ । ସୂଚନା ମୁତାବକ ଏହି ନୂଆ ନଂ ନ କରାଇଲେ ୫୦୦ ଟଙ୍କା ଜୋରିମାନା ଦେବା କୁ ପଡ଼ିବ ଏଥି ସହିତ ୩ ବର୍ଷ ଜେଲ୍ ଦଣ୍ଡ ରେ ଦଣ୍ଡିତ ହେବେ ।

ଏହି ନୂଆ ରୁଲ୍ ଟି କୁ ଜଲଦି ଫଲୋ କରିବା ଉଚିତ । ମୋଦି ସରକାର ଆସିବା ପରଠାରୁ ଦେଶର ବିଭନ୍ନ ଦିଗରେ ପରିବର୍ତ୍ତନ ଆସିବାରେ ଲାଗିଛି ନୂଆ ନୂଆ ଜିନିଷ ସବୁବେଳେ ଦେଶର ଜନତା ଆଗରେ ଆସି ପହଂଚୁଛି ସେ ମୁଦ୍ରା ନିଅନ୍ତ୍ରଣ ପାଇଁ ବିମୁଦ୍ରିକାରଣ ଭଳି ବଡ ବଡ ଫଇସଲା ଏମିତି କିଛିଦିନ ହେବ ଏହି ନୂଆ ନମ୍ବର ପ୍ଲେଟର ଖବର ଆସିଥିଲା ଯାହାର ବ୍ୟବହାର କରିବା ବାଧ୍ୟତାମୂଳକ ବୋଲି ସରକାର କହିଛନ୍ତି ଆଗକୁ ନୂଆ ନମ୍ବର ପ୍ଲେଟ ସବୁ ଆର ଟି ଓ ପାଖରୁ ଜାରି କରାଯିବ ।

ଲେଖାଟି ଯଦି ଭଲ ଲାଗିଲା ଦୟାକରି ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ। – ଧନ୍ୟବାଦ, ଓଡିଆ ଦୁନିଆ

Leave a Reply

Your email address will not be published. Required fields are marked *