ବିଲାତି ଖାଇବା ଦ୍ଵାରା ଯାହା ହୁଏ ଜାଣି ବିଶ୍ଵାସ ହେବନି, ପୁରୁଷ ଓ ନାରୀମାନେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ

ଆମେ ମାନେ ବିଲାତି ଖାଇବାକୁ ବହୁତ ପସନ୍ଦ କରିଥାଉ । ବିଲାତିକୁ ସାଲାଟ, ତରକାରୀରେ ବ୍ୟବହାର କରାଯାଏ । କିନ୍ତୁ ବିଲାତିର ସଠିକ ଭାବରେ ବ୍ୟବହାର ନ କରାଗଲେ ଏଥିରେ ଥିବା ପୋଷାକ ତତ୍ତ୍ଵ ଶରୀରକୁ ମିଳେ ନାହି । ବିଲାତି ଖାଇବା ଦ୍ଵାରା ଶରୀରର ବଡ ବଡ ରୋଗ ଦୂର ହୋଇଥାଏ । ଏହା ଖାଇବାକୁ ଖଟା ଲାଗିଲେ ମଧ୍ୟ ଏଥିରେ ଭିଟାମିନ-ସି ପ୍ରଚୁର ପରିମାଣରେ ରହିଥାଏ । ବିଲାତି ଖାଇବା ଦ୍ଵାରା ସ୍ନାୟୁ ସତେଜ ରହିବା ସହ ରକ୍ତ ସଞ୍ଚଲାନ ଠିକ କରିଥାଏ । ରକ୍ତହୀନତା ଦୂର କରିବା ପାଇଁ ବିଲାତି ଖାଇବା ଦରକାର ।

ବିଲା ଏମିତି ଏକ ପରିବାର ଯାହା ଖାଇବା ଦ୍ଵାରା ଅନେକ ଭିଟାମିନ ଶରୀରକୁ ମିଳିଥାଏ । ପାଚିଲା ବିଲାତିର ରସକୁ ସେବନ କରିଲେ କୋଷ୍ଠ କାଠିନ୍ଯ ଦୂର ହୋଇଥାଏ । କଞ୍ଚା ବିଲଟିକୁ ଲୁଣ ମଡାଇ ଖାଇଲେ ମଳତ୍ଯାଗ ଠିକ ଭାବେ ହୋଇଥାଏ । ଏହା ସହ ଭୋକ ମଧ୍ୟ ବଢିଥାଏ । ଅର୍ଜିନ, ପରିସ୍ରା ଜନିତ ରୋଗ କଞ୍ଚା ବିଲାତି ଖାଇଲେ ଭଲ ହୋଇଥାଏ ।

୨ଟି ବିଲାତି ସିଝାଇ ଚିନୀ ମିଶାଇ ଖାଇଲେ ଅଧିକ ବାନ୍ତି ହେଉଥିଲେ ଭଲ ହୋଇଥାଏ । ମାଲା କଣ୍ଟକ ଅଧିକ ହେଉଥିଲେ ବିଲାତି ରସ ସା ଜୀରା ଗୁଣ୍ଡ ଖାଇଲେ ରକ୍ତସ୍ରାବ ବନ୍ଦ ହୋଇଥାଏ । ଯେଉଁ ମାନଙ୍କର ଅର୍ଶ ବା ପାଇଲ୍ସ ଥାଏ ସେମାନେ ଏହାର ସେବନ କରିଳ ଭଲ ହେବ । ଗୋଟେ ଗ୍ଳାସ ବିଲାତି ରସ ଗରମ କରି ସେବାନ କରିଲେ ଅର୍ଦ୍ଧ କପାଳୀ ଉନ୍ଦା ବିନ୍ଧା ଦୂର ହୋଇଥାଏ ।

ମୁଣ୍ଡ ବୁଲାଇଲେ ବିଲାତି ରସ ଶାଗ ପାଳଙ୍ଗ ସାଗର ରସ ବା ଗାଜର ରସ ଆଡ କରି ଖାଇଲେ ଏହା ଦୂର ହୋଇଥାଏ । ବିଭିନ ଜ୍ଵର ଆକ୍ରାନ୍ତ ହୋଇଥାଏ ତେବେ ବିଲାତି ରସ ସେବନ କରିଲେ ଫାଇଦା ହୋଇଥାଏ । ଦୈନିକ ବିଲାତି ଖାଇଲେ ମଧୁମେହ ରୋଗ ଦୂର ହୋଇଥାଏ । ଯେଉଁ ମାନଙ୍କର ସୁଗାର ଲେବଲ ଅଧିକ ରହିଥାଏ ସେମାନେ ବିଲାତି ସାଲାଟ ବା ଚଟାଣି ଆକାରରେ ଖାଇଲେ ଠିକ ରହିଥାଏ ।

ଏହା ସହ ଯେଉଁ ମାନଙ୍କର ଉଚ୍ଚ ରକ୍ତଚାପ ଭଳି ସମସ୍ଯା ରହକିହି ସେମାନଙ୍କ ପାଇଁ ବିଲାତି ରସ ବେସ ଫାଇଦା ହୋଇଥାଏ । ଯେଉଁ ମାନେ ଯକ୍ଷ୍ମା ରୋଗୀ ସେମାନେ ବିଲାତି ରସ ଏକ ମାସ ଯାଏଁ ସେବନ କରିଲେ ଏହା ଭଲ ହୋଇଥାଏ । ପାଚିଲା ବିଲାତି ରସକୁ ଗରମ କରି ଗୋଲମରୀଚ ଗୁଣ୍ଡ ଗରମ ଗରମ ପାନ କରିଲେ କଫ ତରଳି ବାହାରିଆସିବା ସହ କଫ ଭଲ ହୋଇଥାଏ ।

ବିଶେଷ କରି ଛୋଟ ପିଲା ମାନଙ୍କ ଠାରେ ଏଭଳି ଦେଖାଯାଏ । ୫ ବର୍ଷର ପିଲାଙ୍କୁ ଏହାର ସେବନ କରାଇ ପାରିବେ । ପାଳଙ୍ଗ ଶାଗ ସହ ବିଲାତି ତରକାରୀ ଖାଇଲେ ଦ୍ରୁଷ୍ଟି ଶକ୍ତି ଦୂର ହୋଇଥାଏ । ତେଣୁ ଆପଣ ମାନେ ବିଲାତି କୁ ନିଜର ଦୈନିକ ଖାଦ୍ୟ ଛାତ ରେ ଆଡ କରିଲେ ବହୁତ ରୋଗ ଭଲ ହୋଇଯିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *