ବିନା ମେକ – ଅପ ରେ କେମିତି ଦେଖାଯାନ୍ତି ଆମ ହିରୋଇନ – ଥରେ ଦେଖିନିଅନ୍ତୁ

ପ୍ରଥମ ଥର ପାଇଁ ଦେଖନ୍ତୁ ବିନା ମେକ ଅପ ରେ କେମିତି ଦେଖା ଯାଉ ଛନ୍ତି ଏହି ଓଡ଼ିଆ ଅଭିନେତ୍ରି ମାନେ

ବହୁତ ଓଡ଼ିଆ ସିରିଏଲ ଓ ବହୁତ ବଡ଼ ବଡ଼ ଟିଭି ଶୋ ଆଂକରିଙ୍ଗ କରୁଥିବା ଏହି ନାୟିକା ବହୁତ ଫିଲ୍ମରେ ମଧ୍ୟ ଦେଖୁବାକୁ ମିଳନ୍ତି ତାଙ୍କର ବିନା ମେକପର ଚେହେରା ହୁଏତ ଆପଣ କେବେ ଦେଖିନଥିବେ ।

୧। ଏହି ଅଭିନେତ୍ରୀ ହେଲେ ଅର୍ପିତା କର ।

୨. ଏହି ଓଡ଼ିଆ ଅଭିନେତ୍ରୀଙ୍କୁ କିଏ ବା ନଜାଣେ କିଏ ହେବ ମୋ ହିରୋଇନ ଟିଭି ଶୋରୁ ପ୍ରଥମେ ପାଦ ଦେଇଥିବା ଏହି ସୁନ୍ଦରୀ 10 ରୁ ଅଧିକ ଚଳ ଚିତ୍ରରେ ନିଜର ଅଭିନୟର ଚାତୁରୀ ଦେଖେଇସାରିଲେଣି । ତାଙ୍କର କିଛି make up ନେଇ ନଥିବାର ଫୋଟୋ ।

୩. କିଛିଦିନ ପୂର୍ବେ ବିବାହ କରି ଚର୍ଚ୍ଚାକୁ ଆସିଥିବା ଏହି ସୁନ୍ଦରୀ ଓଡ଼ିଆ ଅଭିନେତ୍ରୀଙ୍କ କିଛି ଫୋଟୋ ଯାହାକି ବିନା କୌଣସି make up ରେ ।

୪. ଏ ହେଉଛନ୍ତି ଅଭିନେତ୍ରୀ ପ୍ରିୟା ବିଗତ ଦିନରେ ସେ ଡ୍ରିମ ଗାର୍ଲ ଭାବରେ ଓଡ଼ିଶାରେ ପ୍ରସିଧ ହୋଇଥିଲେ କିଛି ବର୍ଷ ପୂର୍ବେ ଜଣେ hyderbad ସ୍ଥିତ ସଫ୍ଟୱେର ଇଞ୍ଜିନିୟର ଙ୍କୁ ବିବାହ କରିଥିଲେ ତାଙ୍କର କିଛି make up ୬ଇଥିବାର ସମୟର ଫୋଟୋ ।

୫. ଆଙ୍କୁ ତ ଓଡ଼ିଶାର ପୁରପଲିରେ ସମସ୍ତେ ଜାଣିଛନ୍ତି ଯାହାଙ୍କର ଗୀତର ଦିବାନା ସାରା ଓଡିଶା ସେ ହେଉଛନ୍ତି ଅସୀମା ପଣ୍ଡା । ତାଙ୍କର without make up ରେ କିଛି ଫୋଟ।

Leave a Reply

Your email address will not be published. Required fields are marked *