ଧରା ପଡିଗଲା ଶ୍ଵଶୁର ବୋହୁର ଖେଳ, ବୋହୁକୁ ବାହା ହେଲା ରଷିକିଆ ଶ୍ଵଶୁର! ଆଉ ତା ପରେ…

ବନ୍ଧୁଗଣ ବାପା ବୟସର ଶ୍ବଶୁରକୁ ବିବାହ କଲେ ୨୫ ବର୍ଷୀୟା ବୋହୁ । ଦୁନିଆ ଯାହା କହୁଛି କହୁ ପଛେ ନିଜେ ନିଜର ପାପ କାମ କରିବାକୁ ଭୁଲୁ ନାହାନ୍ତି । ତେବେ ଆଇ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏମିତ ଏକ ଘଟଣା ଯାହାକୁ ଶୁଣିଲେ ଆପଣ ମାନେ ମଧ୍ୟ ତାଯୁବ ହୋଇଯିବେ । ତେବେ ଶ୍ଵଶୁର ବୋହୁ ସମ୍ପର୍କରେ ଲାଗିଲା କଳଙ୍କ । ଲୁଚାଛପା ନୁହେ ପୁରା ଖୁଲମଖୁଲା ବିବାହ କରିଲେ ଶ୍ଵଶୁର ବୋହୁ । ସୁନ୍ଦରିଆ ବୋହୁକୁ ଘରେ ଦେଖି ଶ୍ଵଶୁର ମନ ମାଣିଲା ନାହି ଯାହା ଏହି ଘଟଣାରୁ ସ୍ପଷ୍ଟ ହେଉଛି । ସେଥିପାଇଁ ନିଜ ବୟସକୁ ଗୁଳି ମାରି ବୋହୁକୁ ନିଜ ପ୍ରେମ ଜଳରେ ପକାଇଲା ଶ୍ଵଶୁର ।

ବୋହୁ ମଧ୍ୟ ଶ୍ବଶୁରର ଟଙ୍କା ଦେଖି ଶ୍ବଶୁରକୁ ମନ ଦେଇଦେଲା । ଧୀରେ ଧୀୟରେ ପ୍ରେମ ହେଲା ଆଉ ଘରେ ରୋମାନ୍ସ କରୁଥିଲେ । କିନ୍ତୁ ଏବେ ଖୁଲମଖୁଲା କରିବେ । ଆଉ ଦୁହେଁ କହିଲେ ଆମ ଇଜ୍ଜତ ଆମ ଘରେ ରହୁ । ତେବେ ବୋହୁ ଯାହା କରିଲା ନିଜ ଇଜ୍ଜତକୁ ନିଜେ ମାଟିରେ ମିଶାଇଲା । ତଥାପି ଦୁହିଙ୍କ ମୁହଁକୁ ଲାଜ ନାହି । ଶ୍ବଶୁରକୁ ବାପା ସମାନ ଦେବା ବଦଳରେ ବୋହୂ ହେଲା ସ୍ତ୍ରୀ ।

ବୋହୁ କହିଲା ମୋର ଆଗକୁ ପଛକୁ କେହି ନାହାନ୍ତି ଯାହା ପାଇଁ ସେ ଶ୍ବଶୁରକୁ ବିବାହ କରିଲେ । ବୋହୁ ଚାହିଁଥିଲେ ଆଉ କାହାକୁ ବାହା ହୋଇପାରିଥାନ୍ତା କିନ୍ତୁ ବୁଢା ଶ୍ବଶୁରକୁ ମନ ଦେଇଦେଲା । ତେବେ ଏଥିରୁ ଲାଗୁଛି ବୋହୁ ସମ୍ପତି ପାଇଁ ଶ୍ବଶୁରକୁ ବାହା ହେଲା । ଏତେ ଯଦି ବାହା ହେବାକୁ ମନ ଥିଲା ତେବେ ଶ୍ଵଶୁରକୁ କହି ବୋହୁ ପାଇଁ ବର ଖୋଜିପାରିଥାନ୍ତା ।

ଆଉ କାହାକୁ ବାହା ହୋଇ ସୁଖ ଶାନ୍ତିରେ ରହିପାରିଥାନ୍ତା ବୋହୁ କିନ୍ତୁ ଏମିତି କିଛି ହେଲା ନାହି । କି ଯୁଗରେ ହେଲା ବାପା ବଯସର ଶ୍ବଶୁରକୁ ବାହା ହେଲା ୨୫ ବର୍ଷୀୟା ବୋହୁ । ତେବେ ଏହି ଭିଡିଓରେ ବୟସ୍କ ଓ କମ ବୟସର ଯୁବତୀ ବେଳକରେ ଫୁଲମାଳ ପକାଇ ହାତ ଧରାଧରି ହୋଇ ଚାଲି ଆସୁଛନ୍ତି । ବର ଫରମାଲ ଡ୍ରେସ ପିନ୍ଧିବା ବେଳେ କନ୍ୟା ଲେହେଙ୍ଗା ପିନ୍ଧି ସଜବାଜ ହୋଇଛନ୍ତି ।

ସମ୍ପର୍କରେ ଏ ଦୁହେଁ ହେଉଛନ୍ତି ଶ୍ଵଶୁର ଓ ବୋହୁ । ପୁଅ ଆରପାରିକୁ ଚାଲିଯିବା ପରେ ୪୫ ବର୍ଷିୟା ଶ୍ଵଶୁର ବୋହୁକୁ ଝିଅର ପରିଚୟ ଦେବା ବଦଳରେ ସ୍ତ୍ରୀର ଅଧିକାର ଦେଇଛନ୍ତି । ବୋହୁକୁ ଝିଅ କରି ରଖିବା ବଦଳରେ ନିଜର ଅର୍ଦ୍ଧାଙ୍ଗିନୀ କରିଛି ଶ୍ଵଶୁର । ଦୁହିଙ୍କ କହିବା ଅନୁଯାୟୀ ଦୁହେଁ ପରସ୍ପରର ସହମତି ନେଇ ବିବାହ କରିଛନ୍ତି ଏଥିରେ କୌଣସି ଅସୁବିଧା ନାହି ।

ତେବେ ରସିକିଆ ଶ୍ଵଶୁର କହିଛନ୍ତି ତାଙ୍କ ପୁଅ ଯିବା ପରେ ତାଙ୍କର ଆଉ କେହି ନାହାନ୍ତି । ଅନ୍ୟ ପକ୍ଷରେ ବୋହୁ କହିଛି ସ୍ଵାମୀ ଯିବା ପରେ ତାଙ୍କର ମଧ୍ୟ କେହି ନାହାନ୍ତି । ତେଣୁ ଦୁହେଁ ଦୁହିଙ୍କର ସାହାରା ହେବା ପାଇଁ ନିସ୍ପତି ନେଲେ । ବନ୍ଧୁଗଣ ଆପଣ ମାନଙ୍କର ଏହି ଶ୍ଵଶୁର ବୋହୁଙ୍କର କାର୍ଯ୍ୟକଳାପ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *