ବୋହୁକୁ ନେଇ ଶ୍ୱଶୁର ଫେରାର୍ ! ଜୀବନ ହାରିଲା ପୁଅ… ପୁରା ଘଟଣା ଆପଣଙ୍କ ହୋସ ଉଡେଇଦେବ

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ଆଉ ଆପଣ ମାନେ ଭଲ କରି ଦେଖି ନିଅନ୍ତୁ ଏ ଦୃଶ୍ୟକୁ । ଏଠି ଚାଲିଛି ଶେଷ ଯାତ୍ରା ଏ ମୃତ ଦେହକୁ ନେବା ପାଇଁ 6 ଖଣ୍ଡ କାଠ ବି ନାହିଁ ଆଉ ଆଗରେ ଖଇ କଉଡି ପକେଇବା ପାଇଁ ନିଜର ବି କେହି ନାହିଁ । ମାଆଙ୍କର ମୃ-ତ୍ୟୁ ହେବା ପରେ ଏହି ମୃତ ବ୍ୟକ୍ତିଙ୍କ ସ୍ତ୍ରୀଙ୍କୁ ତାଙ୍କ ବାପା ନେଇ ପଳାଇଲେ ଗଲେ ତ ଗଲେ ତାଙ୍କ ଛୁଆ ଟିକୁ ନେଇ ପଳେଇଲେ ।

ବାପା ତାଙ୍କ ସ୍ତ୍ରୀକୁ ନେବା ପରେ ସହି ପାରିଲା ନାହିଁ ପୁଅ ନିଜ ଜୀବନ ଟା ହାରି ଦେଲା । ହଁ ଦର୍ଶକ ବନ୍ଧୁ ଆମ ସମାଜରେ ବାପ ପୁଅ ଆଉ ଶ୍ଵଶୁର ବୋହୁ ସମ୍ପର୍କ ଅତି ପବିତ୍ର ସମ୍ପର୍କ ଯେମିତି ବାପ ଝିଅ ର ସମ୍ପର୍କ ହୋଇଥାଏ । ମାତ୍ର ଏବେ ଶ୍ଵଶୁର ଆଉ ବୋହୁ ସମାଜର ନୈତିକତା ହରାଇ ସମାଜର ବୋହୁ ଆଗକୁ ଯାଇ ଯେଉଁ ସମ୍ପର୍କ ବାନ୍ଧି ଛନ୍ତି ତା ପାଇଁ ଆଜି ଗୋଟେ ପୁଅ ବଳି ପଡି ଯାଇଛି । ହଁ ଦର୍ଶକ ବନ୍ଧୁ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦେବଗଡ ଜିଲ୍ଲା ବାର କୁଆଣ ଥାନା ଅନ୍ତର୍ଗତ ସଇରା ଗ୍ରାମରେ ଯେଉଁଠି ଗୋଟେ ପୁଅ ଟି ନିଜ ଜୀବନ ହାରି ଦେଇଛି ।

ଆଉ ଅଭିଯୋଗ ହେଉଛି ଏହା ଯେ, ତା ବାପା କୁଆଡେ ତା ସ୍ତ୍ରୀ ଆଉ ଛୁଆକୁ ନେଇ ପଳେଇ ଗଲା । ସ୍ତ୍ରୀ ଆଉ ଛୋଟ ଝିଅକୁ ଝୁରି ଝୁରି ଶେଷରେ ପୁଅ ବି ଜୀବନ ହାରି ଦେଲା । ଦର୍ଶକ ବନ୍ଧୁ ଯେଉଁଠି ମାଆ ଧୋକା ଦେଇ ଆର ପାରିକୁ ଚାଲି ଯାଏ ଯେଉଁଠି ବାପା ଧୋକା ଦେଇ ସ୍ତ୍ରୀ କୁ ନେଇ ଚାଲି ଯେଉଁଠି ଛୋଟ ଝିଅ ଟା କିଛି ନ ବୁଝି ନ ସୁଝି ମାଆ ସହ ଚାଲି ଯାଏ ଆଉ ସେଇଠି ଆତ୍ମା ଟା କରିବ କଣ ଆଉ ମାନସିକ ଭାରସାମ୍ୟ ହରାଇ ନିଜ ଜୀବନ କୁ ହାରି ଦିଏ । ଶେଷରେ ନା ମିଳେ ୬ ଖଣ୍ଡ କାଠ ନା ମିଳେ କାହାର ହାତରୁ ନିଆଁ ।

ଜୀବନ ହାରି ଥିବା ଯୁବକ ଜଣକ ହେଉଛନ୍ତି ଦେବଗଡ ଜିଲ୍ଲାର ସହିଦା ଗ୍ରାମର ସଞ୍ଜୟ ମୁଣ୍ଡା ଯାହାଙ୍କର ୨୫ ବର୍ଷ ବୟସ । ସଞ୍ଜୟ ନିଜ ସ୍ତ୍ରୀ ଆଉ ୩ ବର୍ଷର ଝିଅ ସହ ବେସ ଖୁସିରେ ରହୁଥିଲେ । ବର୍ଷ ତଳେ ସଞ୍ଜୟଙ୍କ ମା କାନ୍ଦାରୀ ମୁଣ୍ଡା ଙ୍କ ଆର ପାରିକୁ ଚାଲି ଯାଇଥିଲେ । ଆଉ ମା ଙ୍କ ମୃ-ତ୍ୟୁ ପରେ ବାପା ବନମାଳୀ ମୁଣ୍ଡା ଆଉ ପୁଅ ସଞ୍ଜୟ ଏକାଠି ରହୁଥିଲେ । ଆଉ ଏହାରି ଭିତରେ ବନମାଳୀ ଓ ସଞ୍ଜୟ ଙ୍କ ସ୍ତ୍ରୀ ପେଚ  ଙ୍କ ସହ ଖରାପ ସମ୍ପର୍କ ଗଢି ଉଠିଥିଲା ।

ସଞ୍ଜୟଙ୍କ ମୃ-ତ୍ୟୁ ପରେ ବରକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ବ୍ୟବଛେଦ କରିଛି । ଶେଷରେ ସଞ୍ଜୟ ଜୀବନ ହାରି ଦେଲେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *