ଏହି ୫ଟି ବଲିଉଡ ଫିଲ୍ମ ପରିବାର ସହ ଦେଖି ହେବ ନାହିଁ … ନିଶ୍ଚୟ ଦେଖନ୍ତୁ କିନ୍ତୁ ଏକା ଥିବାବେଳେ

ନମସ୍କାର ବନ୍ଧୁଗଣ, ଅପନାମାଙ୍କଉ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ ବଲୀଉଡର କିଛି ଏଭଳି ଫିଲ୍ମ ବିଷୟରେ କହିବୁ ଯାହା ଆପଣ କେବେବି ନିଜ ପରିବାର ସହ ଦେଖି ପାରିବେ ନାହିଁ । ଏହି ସବୁ ଫିଲ୍ମ ରେ ଏତେ ବୋଲ୍ଡ ସିନ୍ ଅଛି ଯେ ଏଠି ମଧ୍ୟରୁ କିଛି ଫିଲ୍ମ ତ ରେଲିଜ ହିଁ ହୋଇପାରିଲା ନାହିଁ । କିନ୍ତୁ ଅନଲାଇନ ରେ ଆଣ ଏହାକୁ ଦେଖି ପାରିବେ । ତେବେ ବଲୀଉଡ ଦୁନିଆ ଅନେକ ଫିଲ୍ମ ଦେଇଥାଏ ଏହାର ଦର୍ଶକଙ୍କୁ ମନୋରଞ୍ଜନ କରିବା ପାଇଁ । କିଛି ପ୍ରେମ କାହାଣୀ ତ କିଛି ପରିବାର ଉପରେ । ଏମିତି କିଛି ଫିଲ୍ମ ଅଛି ଯାହା ଦେଶଭକ୍ତି ଉପରେ ମଧ୍ୟ ଅଛି । କିନ୍ତୁ ଏହା ବ୍ଯତୀତ ଏହି ସବୁ ଫିଲ୍ମ ମଧ୍ୟ ଅଛି ଯାହା କେବଳ ଯୁବ ପିଢୀଙ୍କ ପାଇଁ, ଯେଉଁ ସବୁ ଫିଲ୍ମ କେବେବି ପରିବାର ସହ ଦେଖି ହେବ ନାହିଁ ।

ଏହି ୫ ଟି ଫିଲ୍ମ ଯାହା ପରିବାର ସହ ଦେଖି ହେବ ନାହିଁ ଯାହା ସେନ୍‌ସର ବୋର୍ଡ ମଧ୍ୟ ପାସ କରିନଥିଲା । ଆସନ୍ତୁ ଜାଣିବା ସେହି ସବୁ ଫିଲ୍ମ ଗୁଡିକ କଣ ।

ବ୍ୟାଣ୍ଡିଟ କୁଇନ୍‌-

ଏହି ଫିଲ୍ମରେ ବହୁତ ବୋଲ୍ଡ ସିନ୍‌ ଅଛି । ଏମିତିକି ଏଥିରେ ଫିଲ୍ମ ହେରୋଇନଙ୍କର ସମ୍ପୁର୍ଣ୍ଣ ନଗ୍ନ ଦୃଶ୍ୟ ମଧ୍ୟ ରହିଛି ଯାହା ଆପଣ କେବେବି ଆପଣଙ୍କ ପରିବାର ସହ ଏକାଠି ବସି ଦେଖି ପାରିବେ ନାହିଁ ।

ଅନ୍‌ଫ୍ରିଡମ୍‌-

ଏହା ଏକ ସମଲିଙ୍ଗି ଙ୍କ ଭିତରେ ଥିବା ସଂପର୍କକୁ ନେଇ ବନାଯାଇଛି । ଯେଉଁଥିରେ ୨ ଜଣ ମହିଳାଙ୍କ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଦେଖାଯାଇଛି । ଏଥିରେ ମଧ୍ୟ ଅନେକ ବୋଲ୍ଡ ସିନ୍‌ ଅଛି ଯାହା ପାଇଁ ସେନ୍‌ସର ବୋର୍ଡ ଏହି ଫିଲ୍ମକୁ ରିଲିଜ କରିବାକୁ ମନା କରିଥିଲା ଓ ପରେ ଏହା ଅନଲାଇନ ରେ ଦେଖିବାକୁ ମିଳୁଛି ।

 

କାମସୂତ୍ର-

ଏହା ସମ୍ପୁର୍ଣ୍ଣ ଏକ ସେକ୍ସ ରିଲେଟେଡ ଫିଲ୍ମ । ଯାହା କେବଳ କପଲ ମାନଙ୍କ ପାଇଁ ହିଁ ଠିକ୍ । ଏହାକୁ ଆପଣ କେବେବି ପରିବାର ସହ ଦେଖି ପାରିବେ ନାହିଁ । ଏଥିରେ କେବଳ ନଗ୍ନତା ଏବଂ ଉତ୍ତେଜକ ଦୃଶ୍ୟ ଭର୍ତ୍ତି ହୋଇ ରହିଛି । ତେବେ ବଲୀଉଡରେ ଏଭଳି ଫିଲ୍ମ କେବେବି ବନା ହୋଇନଥିଲା । ଏହାର ଇଂଲିସ ଭର୍ସନକୁ ଭାରତରେ ପ୍ରଦର୍ଶନ ପାଇଁ ସେନ୍‌ସର କ୍ଲି୍ରାନ୍ସ ମିଳିନଥିଲା । କିନ୍ତୁ କିଛି ସିନ ଏଡିଟ କରିବାପରେ ହିନ୍ଦି ଭର୍ସନକୁ ସେନସର ଅନୁମୋଦନ ମିଲିଥିଲା ।

ସିଂସ-

ଏହି ଫିଲ୍ମରେ ବୋଲ୍ଡ ସିନ୍‌ର ସବୁ ସୀମା ପାର କରାଯାଇଥିଲା । ଏଥିପାଇଁ ଫିଲ୍ମ ରିଲିଜ କରାଯାଇନଥିଲା । ପରେ ଫିଲ୍ମକୁ ଅନ୍‌ଲାଇନ୍‌ ରିଲିଜ କରାଯାଇଥିଲା । ଏହି ଫିଲ୍ମ ୟୁଟ୍ୟୁବରେ ଅଛି ।

ଗାଣ୍ଡୁ-

ବେଙ୍ଗଲୀ ଫିଲ୍ମ ଗାଣ୍ଡୁରେ ସବୁଠୁ ଅଧିକ ଅଶ୍ଳୀଳତା ଦେଖାଯାଇଛି । ଫିଲ୍ମରେ ବହୁତ ଅଧିକ ବୋଲ୍ଡ ସିନ୍‌ ଅଛି। ଏଭଳି ଫିଲ୍ମ ପରିବାର ସହ ବସି ଦେଖିହେବ ନାହିଁ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *