ପ୍ରଧାନମନ୍ତ୍ରୀ ମୋଦୀଙ୍କର ଭାଇ ଏକ ପେଟ୍ରୋଲ୍ ପମ୍ପରେ କରୁଛନ୍ତି ଚାକିରୀ – ତାଙ୍କ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ ।  ଆଜି ଆମେ ଆପଣଙ୍କୁ ଏଭଳି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛି ଯାହା ବିଷୟରେ ଜଣାଇଲେ ଆପଣଙ୍କ ଆଖିରେ ଲୁହ ଆସିଯିବ । ଆପଣ କଣ କେବେ ଶୁଣିଛନ୍ତି ଯେ କେଉଁ ପ୍ରଧାନମନ୍ତ୍ରୀଙ୍କ ଭାଇ ପେଟ୍ରୋଲ ପମ୍ପ ରେ କାମ କରିବା ?  ଆପଣ ତ ଜାଣିଥିବେ ଆମ ଦେଶରେ ଯେଉଁମାନେ ନେତା ପଦରେ ଥାନ୍ତି ସେମାନେ ନିଜ ସହ ନିଜର ସଂମ୍ପର୍କୀୟଙ୍କୁ ମଧ୍ୟ ଭଲ ପଦ ପଦବୀରେ ରଖାଇବାର ସବୁ ପ୍ରକାର ଯୋଜନା କରିଥାନ୍ତି । ସେମାନଙ୍କୁ ଯେପରି ଅଧିକା ଫାଇଦା ମିଳିପାରିବ ସେ ବିଷୟରେ ସେମାନେ ଅଧିକ ନଜର ଦେଇଥାନ୍ତି ।

କିନ୍ତୁ ବର୍ତ୍ତମାନ ଆମେ ଏମିତି ଏକ ଲୋକଙ୍କ ବିଷୟରେ କହିବୁ ଯାହାର ଭାଇ ଆଉ କେହି ନୂଆହାନ୍ତି ବରଂ ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଟନ୍ତି । ତାଙ୍କ ବିଷୟରେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଗୁଜୁରାଟର ବାସିନ୍ଦା ହୋଇଥିଲେ ଆପଣ ଜାଣିଥିବେ ଯେ ପାଳନପୁର ହାଇୱେ ରେ ଲାଲବାଡା ପେଟ୍ରୋଲ୍ ପମ୍ପ ଟିଏ ଆଚି ଓ ସେଠାରେ କର୍ମଚାରିଭାବେ କାର ରେ ପେଟ୍ରୋଲ୍ ଭରୁଥିବା ବ୍ୟକ୍ତି ଆଉ କେହି ନୁହେଁ ,  ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଜ ଭାଇ, ବା  ଚାଚା ନରସିଂହଦାସ ମୋଦୀ ଙ୍କ ପୁଅ ଭରତ, ମୋଦୀଙ୍କର ମାନେ ପ୍ରଧାନମନ୍ତ୍ରୀଙ୍କର ଦାଦା ପୁଅ ଅଟନ୍ତି । ତେବେ କଣ ଆପଣ ଏହି କଥା ବିଶ୍ୱାସ କରିବେ ?  କିନ୍ତୁ ଏହା ପ୍ରକୃତ ସତ୍ୟ ଅଟେ ।

ଦେଶର ପ୍ରଧାନମନ୍ତ୍ରୀଙ୍କ ନିଜ ଦାଦାପୁଅ ଓ ଭଉଣୀଙ୍କୁ ଆପଣ ଚିହ୍ନି ପାରିବେ ନାହିଁ  ସେମାନେ ବହୁତ ସାଧାରଣ ଜୀବନ ଶୈଳୀରେ ଚଳୁଛନ୍ତି । କିଛି ଦିନ ହେବ ଭୋପାଳରେ ଏକ ଘଟଣାର ବିଷୟରେ ଖବର ଆସିଥିଲା କି ନରେନ୍ଦ୍ର ମୋଦୀଙ୍କ ଦାଦା ଝିଅ ଯିଏକି ଭୋପାଳରେ ରୁହନ୍ତି ତାଙ୍କ ସ୍ୱାମୀଙ୍କର ଦେହାନ୍ତ ହୋଇଗଲା ତାଙ୍କୁ କ୍ୟାନ୍ସର୍ ହୋଇଥିଲା ଓ ସେ ଏହି ରୋଗରେ ବହୁତ ଦିନ ହେଲା ପୀଡିତ ଥିଲେ , ତାଙ୍କ ଭଉଣୀ ସିଲେଇ କରି ସ୍ୱାମୀଙ୍କ ଔଷଧ ଓ ପରିବାରର ଖର୍ଚ୍ଚ ଚଲାଉଥିଲେ ।

ତାଙ୍କର ନିଜ ଭାଇ ପ୍ରହ୍ଲାଦ ମୋଦୀ ଆଜି ବି ସରକାରୀ ଦୋକାନ ଚଳାଉଛନ୍ତି । ଯାହାଙ୍କୁ ମିଡିଆ ମାଧ୍ୟମରେ ଟିଭିରେ ବହୁତଥର ଦେଖାଯାଇଥିଲା ଓ ଦେଶର ଜନତା ତାଙ୍କୁ ଚିହ୍ନିବି ଛନ୍ତି । ମୋଦୀଙ୍କର ଦାଦାପୁଅ ଗୋଟେ ପେଟ୍ରୋଲ୍ ପମ୍ପରେ ଗାଡିରେ ପେଟ୍ରୋଲ୍ ଭରୁଛନ୍ତି, ତାଙ୍କର ଫଟୋ ଏବେ ଫେସବୁକ୍ ରେ ଭାଇରାଲ୍ ହେଉଛି ।  ମୋଦୀଙ୍କ ମା ହୀରା ପୂର୍ବରୁ ବଡନଗର ସ୍ଥିତ ନିଜ ପୂରୁଣା ଘରେ ଏକେଲା ରହୁଥିଲେ , କିନ୍ତୁ ଗତ କିଛି ଦିନ ହେଲା ତାଙ୍କର ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ଏବେ ମୋଦୀ ଙ୍କ ଛୋଟ ଭାଇ ପଙ୍କଜଭାଇଙ୍କ ଘର ଗାନ୍ଧୀନଗରରେ ରୁହନ୍ତି ।

ତାଙ୍କର ସବୁଠାରୁ ବଡ ଭାଇ ସୋମାଭାଇ ଦାମୋଦରଦାସ ମୋଦୀ ଚିକିତ୍ସା ବିଭାଗରେ ଚାକିରୀ କରୁଛନ୍ତି । କିନ୍ତୁ ଏବେ ସେଥିରୁ ଅବସର ନେଇସାରିଲେଣି ଓ ସମାଜ ସେବା କାର୍ଯ୍ୟରେ ଲାଗିଛନ୍ତି । ବଡନଗରରେ ସେ ଏକ ବୃଦ୍ଧାଶ୍ରମ ବି ଖୋଲିଛନ୍ତି । ଏହାର ମାଧ୍ୟମରେ ବୃଦ୍ଧାଙ୍କ ସେବା କରନ୍ତି ଯାହାଙ୍କୁ ତାଙ୍କ ପରିବାର ଲୋକେ ଘରର ବୋଝ ଭାବି ଘରୁ ବାହାର କରିଦେଇଛନ୍ତି । ତାଙ୍କର ଦାଦାପୁଅ ଭାଇ ଅଟନ୍ତି ଭରତ ଭାଇ ମୋଦୀ ଯିଏକି ପେଟ୍ରୋଲ୍ ପମ୍ପରେ ଚାକିରି କରୁଛନ୍ତି ।

ତେବେ ଭାଇ ଯେତେବେଳେ ସାରା ଦେଶ ଚଳଉଛି ଚାହିଁଥିଲେ ନିଜ ପରିବାର ଲୋକଙ୍କ ପାଇଁ କିଛି ତ କରିପାରି ଥାନ୍ତେ, କିନ୍ତୁ ଶ୍ରୀ ନରେନ୍ଦ୍ର ମୋଦୀ ସେମିତି କିଛିବି କରି ନାହାନ୍ତି, ବରଂ ନିଜ ଦେଶର ଉନ୍ନତି ପାଇଁ ସବୁବେଳେ ଆଗଭର ଅଛନ୍ତି।

Leave a Reply

Your email address will not be published. Required fields are marked *