କେବେ ଦେଖିଛନ୍ତି କି ସନ୍ନୀ ଦେଓଲଙ୍କ ପତ୍ନୀ ଦେଖିବାକୁ କେତେ ସୁନ୍ଦର? ଦେଖନ୍ତୁ ତାଙ୍କର ଫଟୋ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ବଲୀଉଡ ର ନମିଦାମି ଅଭିନେତା ସନ୍ନି ଦେଓଲ ଙ୍କୁ କିଏ ବା ନ ଜାଣେ । କିନ୍ତୁ ସେ ନିଜ ପରିବାରକୁ ଏହି ଲାଇମଲାଇଟରୁ ଦୂରେଇ ରଖନ୍ତି ।  ଏମିତି କି କେବେବି ନ୍ଯୁଜ ରେ ଆପଣ ତାଙ୍କ ବିଷୟରେ  କିଛି ଖବର ଶୁଣିବାକୁ ପାଉ ନଥିବେ । ସେ ଏତେ କନ୍ଟ୍ରୋଭର୍ସି ରେ ଫସନ୍ତି ନାହିଁ । ସେ ଏହି ସବୁ ଠୁ ବହୁତ ଦୂରେଇ ରୁହନ୍ତି । ତେବେ ଏହି କିଛି ଦିନ ତଳେ ନ୍ଯୁଜ ଆସିଥିଲା କି ତାଙ୍କର ପୁଅ କରଣ ଦେଓଲ ଏବେ ବଲୀଉଡ ରେ ଡେବ୍ୟୁ କରିଛନ୍ତି ।

ତାଙ୍କ ଫିଲ୍ମର ନାଁ ହେଲା “ପଲ ପଲ ଦିଲ କେ ପାସ”, ଯାହାର ଟ୍ରେଲର ରିଲିଜ ହୋଇସାରିଲାଣି । ତେବେ ଆଜି ଆମେ ସନ୍ନି ଦେଓଲ କି କରଣ ଦେଓଲ ଙ୍କ ବିଷୟରେ ନୁହେଁ ବରଂ ସନ୍ନି ଦେଓଲଙ୍କ ପତ୍ନୀ ପୂଜା ଦେଓଲ ଙ୍କ ବିଷୟରେ କଥା ହେବା । ଆପଣମାନେ ତ ଜାଣିଛନ୍ତି ଯିଏ ବଲୀଉଡ ସହ ଜଡିତ ତାର ପୁରା ପରିବାର ଫୋଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥାଏ ।

କିନ୍ତୁ ସନ୍ନି  ଦେଓଲଙ୍କ ପରିବାର ଫୋଟୋ ଇନ୍ଟରନେଟ  ବହୁତ କମ ଦେଖିବାକୁ ମିଳେ । ବହୁତ ଦିନ ତଳେ ସନ୍ନି ତାଙ୍କ ପୁଅର ଫୋଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ ଏବଂ ଏବେ ପୁଣି ସେ ସମସ୍ତଙ୍କ ନଜର କୁ ଆସିଛନ୍ତି ନିଜର ନୂଆ ଫିଲ୍ମ ନେଇ ।

ହେଲେ ତାଙ୍କ ପତ୍ନୀ ଙ୍କର କୌଣସି ଫୋଟୋ ଆଗରୁ ଖୋଜିଲେ ମିଳୁ ନଥିଲା । କିନ୍ତୁ ଏବେ ପୁଅ କରଣଙ୍କ ଫିଲ୍ମ ରୃଲିଜ ହେବାକୁ ଯାଉଥିବାରୁ ମା ପୂଜା ଙ୍କର କିଛି ଫୋଟୋ ସୋସିଆଲ ମିଦାରେ ଦେଖିବାକୁ ମିଳୁଛି । ପୂଜା ମଧ୍ୟ ଦେଖିବାକୁ ଖୁବ ସୁନାଦର ଶେଠୀ ପାଇଁ ବୋଧେ ସନ୍ନି ତାଙ୍କୁ ସମସ୍ତଙ୍କ ନଜର ରୁ ଦୂରେଇ ରଖୁଥିଲେ । ଦେଖନ୍ତୁ ପୂଜା ଙ୍କର କିଛି ଫୋଟୋ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *