ବଲିଉଡ୍ ଷ୍ଟାର୍ ଙ୍କ କିଛି ଏଭଳି ଫଟୋ ଯାହା ଦେଖିକରି ଆପଣ ବି ଚିହ୍ନିପାରିବେ ନାହିଁ, ହସି ହସି ଗଡିବେ ଅଜୟ ଦେବଗନଙ୍କ ଫଟୋ ଦେଖି – ନିଶ୍ଚିତ ଦେଖନ୍ତୁ

ବଲୀଉଡ ରେ ସବୁ ହୀରୋ ହେରୋଇନ ବହୁତ ସୁନ୍ଦର ଦେଖିବା ପାଇଁ ହେଲେ ଏହା କଣ ସେମାନଙ୍କ ପ୍ରକୃତ ମୁହଁ । ନାଁ, ସେମାନେ ପ୍ରକୃତରେ ସେତିକି ବି ସୁନ୍ଦର ନୁହନ୍ତି ଯେତିକି ଆମେ ଫିଲ୍ମ ରେ ଦେଖି ଥାଉ । ସେଥିରେ ସେମାନେ ଏତେ ମେକପ ନେଇ ଥାନ୍ତି ଯେ ସେମାନେ ବହୁତ ସୁନ୍ଦର ଦେଖାଯାଆନ୍ତି । ତେବେ ଆଜି ଆମେ ଆପଣଙ୍କୁ ସେମାନଙ୍କର କିଛି ଏଭଳି ଫୋଟୋ ଦେଖାଇବୁ ଯାହା ଦ୍ଵାରା ଆପଣଙ୍କ ମନର ଥିବା ଧାରଣା ବିଲକୁଲ ବଦଳି ଯିବ ।

ଆମେ ବଲିଉଡ୍ ତାରକାଙ୍କ ବହୁତ ନୂଆ ନୂଆ ଫଟୋ ସୋସିଆଲ୍ ମିଡିଆରେ ଦେଖୁଛେ ଓ  ତାଙ୍କ ଫଟୋକୁ ସେୟାର୍ କରୁଛେ । ଆପଣଙ୍କୁ ସବୁବେଳେ ଏହା ଲାଗୁଥିବ କି ଆପଣଙ୍କ ପସନ୍ଦର ତାରକା ସବୁ ସମୟରେ ଭଲ ଦେଖାଯାଆନ୍ତି । କିନ୍ତୁ କହିଦେବୁ କି ଏମିତି ବିଲ୍ କୁଲ୍ ହୁଏ ନାହିଁ । ଏହି ତାରକାଙ୍କ କିଛି ଏପରି ଫଟୋଗୁଡିକ କ୍ଲିକ୍ ହୋଇଯାଏ କି ଯାହା ବିଲକୁଲ୍ ଭଲ ହୋଇନଥାଏ ।

ବଲିଉଡ୍ ର କିଙ୍ଗ୍ ଖାନ୍ ମାନେ ସାହାରୁଖ ଖାଁଙ୍କ ଏହି ଫଟୋ ବହୁତ ପୁରୁଣା ଅଟେ । ଓ ଏହା ବହୁତ୍ ଥର ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଏହି ଫଟୋରେ ସାହାରୁଖ ଖାନ୍ ଙ୍କୁ ଚିହ୍ନିବା ବହୁତ ମୁସକିଲ୍ ଅଟେ ।

ସଲମାନ ଖାଁଙ୍କ ସହ ରେସ୍-୩ ରେ ବହୁତ ସମୟ ବିତାଇବା ପରେ ବବି ଦେଓଲ୍ ଙ୍କୁ ଚିହ୍ନି ପାରିଲେ ନା ନାହିଁ ।

ଏହା ଅଟେ ବଲିଉଡ୍ ର ଦମଦାର ଅଭିନେତା ଧର୍ମେନ୍ଦ୍ର ପାଜୀଙ୍କ ଯାହାଙ୍କୁ ଆପଣ କେବେ ଏମିତି ଦେଖିନଥିବେ । ଆପଣଙ୍କ ସୁଚନା ପାଇଁ କହିଦେବୁ କି ଧର୍ମେନ୍ଦ୍ରଙ୍କ ଏହି ଫଟୋ ପ୍ରାୟ ୫୦ ବର୍ଷ ପୁରୁଣା ଅଟେ ।

ବଲିଉଡ୍ ର ସିଘମ୍ ମାନେ ଅଜୟ ଦେବଗନଙ୍କ ଏହି ଅବତାର ଦେଖିକରି ଆପଣଙ୍କୁ ହସ ଲାଗିବ ।

ନୁଆ ବିବାହିତ ଦୀପିକା ପାଦୁକୋଣଙ୍କ ଏହି ଫଟୋ ଦେଖି କରି ଆପଣ ନିଶ୍ଚିତ ଚକିତ ହୋଇଯାଇଥିବେ ।

Leave a Reply

Your email address will not be published. Required fields are marked *