ବୋରୱେଲ ଭିତରେ ଏମିତି ସାପ ସହ ଲଢୁଥିଲା Rahul, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ବର୍ତ୍ତମାନର ବଡ ଖବର ହେଉଛି ଛତିଶଗଡର ନାବାଳକ ରାହୁଲ ସାହୁ ସାପ ସହ ଲଢେଇ କରୁଥିଲେ ବୋରୱେଲ ଭିତରେ । ବୋରୱେଲ ଭିତରକୁ ଏକ ସାପ ପଶି ଯାଇଥିଲା ଯାହା ସୂତ୍ରରୁ ଜଣା ପଡିଛି । ରାହୁଲଙ୍କୁ ଜୀବନ୍ତ ଦେଖିବା ପରେ ସେ ବିପଦ ତାଳି ଯାଇଥିବା ଉଧାରକାରୀ ଟିମ ଅନୁଭବ କରିଥିଲେ । ଏହା ବିଷୟାରେ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ କାର୍ଜ୍ଯାଳୟ ପକ୍ଷରୁ ଟ୍ବିଟ କରି କୁହା ଯାଇଛି । ଏହି ଅପରେସନ ଏକ ଆଶ୍ଚର୍ଯ୍ୟଜଣକ ଘଟଣା ମଧ୍ୟ ଥିଲା ବୋଲି କୁହା ଯାଉଛି । ଉଧାରକାରୀ ଙ୍କୁ ଦେଖିବା ପରେ ରାହୁଲ ଆଖି ଖୋଲିଥିଲେ ଯାହା ସୂତ୍ର ରୁ ଜଣା ପଡିଛି ।

ତେବେ ରାହୁଲଙ୍କୁ ଉଧାର କରାଯିବା ପରେ ଆପୋଲୋ ହସପିଟାଲରେ ଭର୍ତ୍ତି କରା ଯାଇଛି । କିଛି ସମୟ ପରେ ରାହୁଲକୁ ବାହାର ଆସିବ ଯାହାର ଅପେକ୍ଷାରେ ସମସ୍ତେ ରହିଥିଲେ । ରାହୁଲ ଗାତ ଭିତରୁ ବାହାରିବାର ସମୟରେ ସମସ୍ତେ ଆଶ୍ଵସ୍ତି ହୋଇଥିଲେ । ସେହି ସମୟରେ ନାରା ଦିଆଯିବା ସହ ମନୋବଳ ମଧ୍ୟ ବାଧା ଯାଇଥିଲା ।

ଦୀର୍ଘ ୫ ଦିନ ହେବ ରାହୁଲ ବୋରୱେଲ ଭିତରେ ଫଶୀ ରହିଥିଲା ଯାହାକୁ ନେଇ ସାରା ରାଜ୍ୟ ରେ ଚାଞ୍ଚଲ୍ୟ କର ସ୍ଥିତି ଦେଖା ଯାଇଥିଲା । ତେବେ ଅନେକ ଚେଷ୍ଟା କରିବା ପରେ ରାହୁଲଙ୍କୁ ଉଧାର କରିବାର ଅପରେସନ ସଫଳ ହୋଇଛି ଯାହା ଗଣ ମାଧ୍ୟମରେ ପ୍ରକାଶ ପାଇଛି । ଦୀର୍ଘ ୫ ଦିନ ହେବ ରାହୁଲ ଗାତ ଭିତରେ ସଂଘର୍ଷ ଜାରି ରଖିଥିଲା । ସେ ଫେରିବା ବୋଲି ଆଶା କରା ଯାଉଥିଲା ।

ରାହୁଲ ସମସ୍ତଙ୍କୁ ଦେଖି ବହୁତ ଖୁସି ହେବା ସହ ପ୍ରସନ୍ନତା ଅନୁଭବ କରିଛନ୍ତି । ରାହୁଲଙ୍କ ଧର୍ଯ୍ୟ କୁ ଦେଖି ସମସ୍ତେ ତାଙ୍କର ପ୍ରଶଂସା କରିବାରେ ଲାଗିଛନ୍ତି । ସବୁଠାରୁ ବଡ କଥା ହେଉଛି ରାହୁଲ ସାପ ସହ ମଧ୍ୟ ସଂଘର୍ଷ କରିଛନ୍ତି ଯାହା କୌଣସି ଛୋଟ କଥା ଠାରୁ କମ ନୁହେଁ ।

ରାହୁଲ ଉଧାରକାରୀ ଟିମ ମାନଙ୍କୁ ଦେଖିବା ପରେ ମନରେ ମନୋବଳ ରଖିଥିଲା କି ତାକୁ ଉଧାର କରି ନେବେ । କିନ୍ତୁ ଯେତେବେଳେ ସାପ କୁ ରାହୁଲ ଦେଖିଥିଲା ସେହି ସମୟରେ ରାହୁଲର ମାନସିକ ସ୍ଥିତି କଣ ହୋଇଥିବ ତାହା ନିଶ୍ଚିନ୍ତ ଭାବେ ଅନୁମାନ କରି ହେଉଛି ।

ତେବେ ମାଟି ଓ ପାଣି ଭିତରେ ସାପ ସହ ସଂଘର୍ଷ କରି ୧୧ ବର୍ଷର ବାଳକ ରାହୁଲ ଆଜି ସୁରକ୍ଷିତ ଭାବେ ଗାତ ଭିତରୁ ବାହାରି ଆସିଛନ୍ତି । ତେବେ ରାହୁଲଙ୍କୁ ଉଧାର କରିବା ପାଇଁ NDRF SDRF ଓ ଭାରତୀୟ ସେନା ବାହିନି ମାନେ ଅନେକ ଉଦ୍ୟମ କରିଛନ୍ତି ଯାହା ସଫଳ ହୋଇଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *