ମାତ୍ର 20 ଦିନ ଏହାର ସେବନ କରିଲେ 15 କିଲୋ ପର୍ଯ୍ୟନ୍ତ ହ୍ରାସ ହେବ ଓଜନ, ଦେଖନ୍ତୁ ଓଜନ ହ୍ରାସ କରିବାର ରାମବାଣ ଉପାୟ- Weight Loss Tips

ବନ୍ଧୁଗଣ ଯଦି ଆପଣଙ୍କର ହାତ ବା ଗୋଡରେ ଚର୍ବି ରହିଛି ବା ପେଟରେ ଚର୍ବି ଅଧିକ ରହିଛି ତେବେ ଆଜି ଆମେ ଆପଣଙ୍କ ପାଇଁ ଏକ ଉପାୟ ନେଇ ଆସିଛୁ ଯାହାର ପ୍ରୟୋଗ କରିଲେ ମାତ୍ର ୨୦ ଦିନ ଭିତରେ ବରଫ ଭଳି ଚର୍ବି ତରଳିଯିବ । ଏହି ରେମଡି ତିଆରି କରିବା ପାଇଁ ଆବଶ୍ୟକ ରହିଛି ଜୁଆଣୀ ଯାହା ଚର୍ବି କମ କରିବା ସହ ହଜମ କ୍ରିୟା ଠିକ ଭାବେ କରାଇଥାଏ । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଜୁଆଣୀ ସହାୟକ ହୋଇଥାଏ । ମାତ୍ର ୩ ଚମଚର ଜୁଆଣୀ ଏଥିପାଇଁ ଆବଶ୍ୟକ । ଏହା ପରେ ଆବଶ୍ୟକ ରହିଛି ଜୀରା ଯାହା ଚର୍ବି କମ କରିବା ସହ ପାଚନ ଶକ୍ତି ଠିକ କରିଥାଏ ।

ଜିରା ଶରୀରରୁ ଖରାପ କୋଲେଷ୍ଟର ବାହାର କରିବା ସହ ସୁଗାର ଲେବଲ କମ କରିବାରେ ସାହାଜ୍ଯ କରିଥାଏ । ଏହା ପରେ ଆବଶ୍ୟକ ରହିଛି ପାନମଧୁରି ଯାହା ମେଟାବୋଲିଜିମ ବୃଦ୍ଧି କରିବା ସହ ହଜମ ଶକ୍ତି ବଢାଇଥାଏ । ପେଟକୁ ଥଣ୍ଡା କରିବାରେ ସହାୟକ ହୋଇଥାଏ ପାନମଧୁରୀ । ଏହା ପରେ ଆବଶ୍ୟକ ରହିଛି କଳା ବା ସେନ୍ଧା ଲୁଣ ଯାହା ଗ୍ଯାସ ସମସ୍ଯା ଦୂର କରିବା ସହ ପେଟର ଚର୍ବି କମ କରିବାରେ ସାହାଜ୍ଯ କରିଥାଏ । ଏହି ରେମେଡି ତିଆରି କରିବା ପାଇଁ ୩ ଚାମଚ ଜୁଆଣୀ, ଗୋଟା ଜୀରା ଓ ପାନମଧୁରି କୁ ହାଲକା ଆଞ୍ଚରେ ଭଲ ଭାବେ ଭାଜି ଦିଅନ୍ତୁ ।

ଏହି ୩ଟି ସାମଗ୍ରୀରୁ ସୁନ୍ଦର ବାସନା ଆସିବା ଯାଏଁ ଏହାକୁ ଭାଜିବାକୁ ହେବ । ଶୁଖିଲା ଭଜିବା ଦ୍ଵାରା ଏହା ଗୁଣ୍ଡ ହେବାରେ ସହାୟକ ହୋଇଥାଏ । ଏହି ରେମେଡି ର ସେବନ କରିବା ପୂର୍ବରୁ ଚିନୀ ଠାରୁ ଦୂରେଇ ରହିବା ଉଚିତ । ଏହା ପରେ ଏହି ୩ଟି ସାମଗ୍ରୀର ଫାଇନ ପାଉଡର ତିଆରି କରନ୍ତୁ । ଆପଣ ଚାହିଁଲେ ଏହାକୁ ଚଲେଇକି ରଖିପାରିବେ ।

କାଚ ଜାରରେ ଏହାକୁ ଆପଣ ଅଧିକ ଦିନ ଯାଏଁ ଷ୍ଟୋର କରି ରଖିପାରିବେ । ଏହାର ସେବନ କରିବାକୁ ହେଲେ ଏକ ଗ୍ଳାସ ଉଷୁମ ପାଣିରେ ଏକ ଚାମଚ ପୂର୍ବ ରୁ ତିଆରି ହୋଇଥିବା ପାଉଡର କୁ ମିଶାଇ ସେବନ କରିବାକୁ ହେବ । ସକାଳୁ ଖାଲି ପେଟରେ ଏହାର ସେବନ କରିଲେ ବହୁତ ଭଲ ହୋଇଥାଏ ।

ଏହି ରେମଡି ର ପ୍ରୟୋଗ କରିବା ର ମାତ୍ର ୨୦ ଦିନ ମଧ୍ୟରେ ଆପଣଙ୍କର ପେଟର ଚର୍ବୀ ବରଫ ଭଳି ତରଳିବାରେ ଲାଗିବ । ଏହାର ପ୍ରୟୋଗ କରିବା ଦ୍ଵାରା କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହି । ଏହା ବହୁ ପୁରାତନ କାଳରୁ ପ୍ରୟୋଗ ହୋଇ ଆସିଛି । ଏହି ୩ଟି ସାମଗ୍ରୀ ବହୁତ ସହଜରେ ରୋଷେଇ ଘରୁ ମିଳିଯିବ ।

ଉଷୁମ ପାଣିରେ ଏହି ୩ଟି ସାମଗ୍ରୀ କୁ ମିଶାଇବା ପରେ ଅଧ ଚାମଚ କଳା ବା ସେନ୍ଧା ଲୁଣ ଆଡ କରନ୍ତୁ । ଏହାକୁ ରାତିରେ ଖାଇବାର ଗୋଟେ ଘଣ୍ଟା ପରେ ସେବନ କରିବାକୁ ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *