ବୋତଲ ଭିତରେ କେମିତି ରହିଗଲେ Draupadi Murmu, ଦେଖନ୍ତୁ ଏହି Video…

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ରାଷ୍ଟ୍ରପତି ନିର୍ବାଚନ ଗତ କାଲି ଶେଷ ହୋଇଛି । ଏହାର ଫଳାଫଳ ମଧ୍ୟ ଘୋଷଣା ହୋଇ ସାରିଛି । ତେବେ ଆମ ଓଡିଶାର ଝିଅ ପ୍ରଥମ ଥର ପାଇଁ ଭାରତର ରାଷ୍ଟ୍ରପତି ପଦବୀ ହାସଲ କରିଛନ୍ତି । ଯାହାକୁ ନେଇ ସାରା ଦେଶରେ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ତେବେ ଓଡିଶା ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ଯିଏ ଆମ ଓଡିଶା ଝିଅ ଭାରତର ରାଷ୍ଟ୍ରପତି ପଦବୀ ରେ ବିଜୟ ହାସଲ କରିଛନ୍ତି । ଆସନ୍ତା ୨୫ ତାରିଖରେ ମୁର୍ମୁ ରାଷ୍ଟ୍ରପତି ଦାୟିତ୍ଵ ଗ୍ରହଣ କରିବେ ବୋଲି ସୂଚନା ରହିଛି ।

ତେବେ ତାଙ୍କୁ ସବୁ ଦଳ ତରଫରୁ ସମର୍ଥନ ମିଳିଥିଲା ଯାହା କାରଣରୁ ଆଜି ସେ ରାଷ୍ଟ୍ରପତି ପଦ ରେ ଆସନ ପାଇଛନ୍ତି । ତେବେ ସାରା ରାଜ୍ୟ ରେ ଦ୍ରୌପଦୀ ମୁର୍ମୁ ଙ୍କୁ ନେଇ ସମସ୍ତେ ଗର୍ବ ଅନୁଭବ କରୁଛନ୍ତି । ଅକରଣ ଓଡିଶା ର ଝିଅ ଗର୍ବ ଆଣିଛି । ତେବେ ଏ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ଅନେକ କ୍ଷେତ୍ର ରୁ ଶୁଭକାମନା ଓ ଅଭିନନ୍ଦନ ଆସୁଛି ।

ତେବେ ନୂଆ ଢଙ୍ଗ ରେ ଆଉ ନିଆରା ଢଙ୍ଗ ରେ ଦ୍ରୌପଦୀ ମୁର୍ମୁ ଙ୍କୁ ଜଣେ କଳାକାର ଶୁଭେଚ୍ଛା ଜଣାଇଛନ୍ତି ଯାହା ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ ଚର୍ଚ୍ଚା ର ବିଷୟ ବସ୍ତୁ ପାଲଟିଛି । ତେବେ ସେହି କଳାକାର ଜଣକ କହିଛନ୍ତି କି ମୁଁ ଜଟଣୀ ରେ ହାତ ବଜାର ପାଖରେ ଗୋପନାଥପୁର ରେ ରୁହେ ।

ଓଡିଶାର ପ୍ରଥମ ମହିଳା ଭାବେ ଭାରତର ସର୍ବ ଶ୍ରେଷ୍ଠ ରାଷ୍ଟ୍ରପତି ପଦବୀ ଜିତିବାରୁ ମୁଁ ମୋ କଳା ମାଧ୍ୟମରେ ଶ୍ରୀମତି ଦ୍ରୌପଦୀ ମୁର୍ମୁ ଙ୍କୁ ଶୁଭେଛା ଜଣାଉ ଅଛି । ଏ ଯେଉଁ ବୋତଲ ଯାହା ୭୫୦ ml ରହିଛି ତାହା ଭିତରେ ସାଢେ ତିନି ଇଞ୍ଚ ହାଇଟ ଓ ସାଢେ ଦୁଇ ଇଞ୍ଚ ର ଚଉଡାଇ କରିକି ଏକ ଫୋଟୋ ଫ୍ରେମ ମୁଁ ବୋତଲ ଭିତରେ ରଖିଛି ।

ତେବେ କଳାକାର ଜଣକ ବୋତଲ ଭିତରେ ମୁର୍ମୁ ଙ୍କ ଫୋଟୋ ରଖି ତାଙ୍କୁ ଏକ ନିଆରା ଢଙ୍ଗ ରେ ଅଭିନନ୍ଦନ ଜଣାଇଛନ୍ତି । ଆମ ଓଡିଶାର ଝିଅ ଆଜି ରାଷ୍ଟ୍ରପତି ପଦବୀ ହାସଲ କରିଛନ୍ତି ତାହାକୁ ନେଇ ଗର୍ବ ଅନୁଭବ କରୁଛନ୍ତି ସମସ୍ତେ । ତେବେ ସେ ଯାହା ବି ହେଉ ବିଜୁ ଜନତା ଦଳ ତରଫରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ଅନେକ ମାତ୍ରା ରେ ସମର୍ଥନ ମିଳିଥିଲା ।

ତେବେ କଳାକାର ଜଣଙ୍କର ଏଭଳି ଅଭିନନ୍ଦ ଜଣାଇବାର ଷ୍ଟାଇଲ ଖୁବ ନିଆରା ହୋଇଛି । ସିଧା ସଳଖ କହିବାକୁ ହେଲେ ଏଭଳି ଶୁଭକାମନା ହୁଏ ତ ଆଗରୁ କେହି କେବେ କାହାକୁ ଜଣାଇ ନ ଥିବେ । ବନ୍ଧୁଗଣ ଆପଣ ମାନଙ୍କୁ କଳାକାର ଜଣଙ୍କର ଦ୍ରୌପଦୀ ମୁର୍ମୁ ଙ୍କୁ ଶୁଭକାମନା ଜଣାଇବାର ତରିକା କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *