କରଣ ଜୋହର ବିଷୟରେ ସବୁଠାରୁ ବଡ ରହସ୍ୟର ପର୍ଦାଫାସ- ଏବେ ହିଁ ଦେଖନ୍ତୁ

ଆପଣ ମାନେ ବଲୀଉଡ ଜଗତ ନାମୀ ଦାମୀ ନିର୍ମାତା, ପ୍ରଡ୍ୟୁସର, କଳାକାର ଓ ଡାଇରେକ୍ଟର କରଣ ଜୋହରକୁ ବହୁତ ଭଲ ଭାବରେ ଜାଣିଥିବେ ତେବେ କରଣ ଜୋହର ନିଜ ସେକ୍ସୁଆଲିଟି ପାଇଁ ପ୍ରାୟତଃ କଣ୍ଟ୍ରୋଭର୍ସିରେ ପଡିଛନ୍ତି କିନ୍ତୁ ନିଜ ପାୱାର ବ୍ୟବହାର କରି ସେ ଏହି କଥାକୁ ଆରମ୍ଭରୁ ଚାପି ଆସିଛନ୍ତି କିନ୍ତୁ ବର୍ତମାନ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଦ୍ଵାରା ବହୁତ କଥା ଉଠିଛି ଯାହାକୁ ଚାପିବା ଅସମ୍ଭବ ହୋଇଯାଇଛି ।

ତେବେ କରଣ ଜୋହର ଏହି ବିବାଦରେ ଏଥିପାଇଁ ଫସିଛନ୍ତି କାହିଁକିନା ସେ ସୁଶାନ୍ତ ସିଂହ ରାଜପୁତକୁ ନିଜ ପ୍ରଡକ୍ସ୍ନରୁ ବୟକଟ କରିଥିଲେ ଓ ଏହାର କାରଣ କହିଥିଲେ ଯେ ସୁଶାନ୍ତ କୌଣସି ଷ୍ଟାର କିଡ ନୁହନ୍ତି ଓ କରଣ ଜୋହର କେବଳ ଷ୍ଟାର କିଡକୁ ଚାନ୍ସ ଦିଅନ୍ତି ।

Image Courtesy: Google

ତେବେ ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ପରେ ଏହି କଥା ବହୁତ ଜୋର ସୋରେ ଚାଲିଛି ଯେ ବଲୀଉଡରେ ନେପୋଟିଜିମ ବହୁତ ବଢିଯାଇଛି ଓ ଏହାକୁ ବନ୍ଦ କରିବା ବହୁତ ଆବଶ୍ୟକ ଅଟେ ଜନତାକୁ ସୁଶାନ୍ତ ଆତ୍ମହତ୍ୟା ଦ୍ଵାରା ବଲୀଉଡ ଭିତର ଦୁନିଆ ବିଷୟରେ କିଛି ସତ ଜାଣିବାକୁ ମିଳିଛି ଯେଉଁ ବଲୀଉଡ ଦୁନିଆ ଆପଣଙ୍କୁ ବାହାରୁ ଏତେ ସୁନ୍ଦର ଦେଖା ଯାଏ ତାହା ଭିତରୁ କେମିତି ତାହା ଦେଖି ଆପଣଙ୍କ ମନ ଥଋ ଯିବ ।

Image Courtesy: Google

ତେବେ କଣ ଆପଣ ଏହା ଜାଣିଛନ୍ତି ଯେ କରଣ ଜୋହର ଜଣେ କିନ୍ନର ଅଟନ୍ତି, ତେବେ ସେ ପ୍ରାୟତଃ ନିଜ କଥା ଲୁଚେଇବା ପାଇଁ ବହୁତ କିଛି କରିଛନ୍ତି କିନ୍ତୁ ଏବେ ଏହି କଥା ପୁରା ଜଗତ ଆଗରେ ଆସିଯାଇଛି । ବହୁତ ଇଣ୍ଟରଭ୍ୟୁରେ ବହୁତ ଲୋକ କରଣକୁ ଏହି ପ୍ରଶ୍ନ ପଚାରି ଥାନ୍ତି କିନ୍ତୁ କରଣ ବହୁତ ବୁଦ୍ଧିମାନ ହୋଇ ଏମିତି କିଛି ଉତ୍ତର ଦେଇଥାନ୍ତି ଯାହା ପରେ ସମସ୍ତଙ୍କ ଧ୍ୟାନ ଏହି ପ୍ରଶ୍ନରୁ ଡାଇଭଟ ହୋଇଥାଏ ।

Image Courtesy: Google

ତେବେ ଗୋଟେ ଇଣ୍ଟରଭ୍ୟୁରେ କରଣ କହିଥିଲେ ଯେ ସେ ଗେ ଅଟନ୍ତି । ତେବେ ସେ ଏହା ମଧ୍ୟ ସ୍ଵୀକାର କରିଥିଲେ ଯେ ତାଙ୍କୁ ଯାହା ପସନ୍ଦ ସେ କରି ପାରିବେ ନାହିଁ କାହିଁକିନା ସେ ଭାରତ ଭଳି ସମାଜରେ ବାସ କରୁଛନ୍ତି, ତେବେ ଏହି କଥାରୁ ସ୍ପଷ୍ଟ ହେଉଛି ଯେ କରଣ ଜୋହରକୁ ଝିଅ ନୁହ ପୁଅ ମାନେ ପସନ୍ଦ ଅଟନ୍ତି ।

Image Courtesy: Google

ତେବେ କରଣ ଜୋହର ବିବାହ କରି ନାହାନ୍ତି ତଥାପି ସେ ଦୁଇ ଛୁଆଙ୍କ ବାପା ଅଟନ୍ତି ସେ ସରୋଗେଟ ମଦର ଦ୍ଵାରା ଦୁଇ ଛୁଆ ଜନ୍ମ କରିଛନ୍ତି ଓ ତାଙ୍କ ସହ ବର୍ତମାନ ରହୁଛନ୍ତି । ତେବେ ଆପଣ ଜାଣି ପାରିଲେ ଯେ ପରିଶ୍ରମ କରୁଥିବା ଲୋକଙ୍କୁ ବଲୀଉଡ ରେ କାମ ମିଳି ନଥାଏ କିନ୍ତୁ କରଣ ଭଳି ଲୋକଙ୍କୁ ଖୁସି କଲେ ବଲୀଉଡରେ କାମ ମିଳି ପାରିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *