କେବେ କରନ୍ତୁ ନାହିଁ ଗଣେଶଙ୍କର ଏହି ଅଙ୍ଗର ଦର୍ଶନ, ହୋଇଯିବେ କାଙ୍ଗାଳ

ଗଣେଶ ଉସ୍ଚବ ଚାଲୁଅଛି । ଗଣେଶଙ୍କ ଭକ୍ତ ତାଙ୍କ ଦର୍ଶନ ପାଇଁ ବହୁତ ଆତୁର ଅଟନ୍ତି । ବହୁତ ଲୋକ ନିଜ ଘରେ ଗଣେଶଙ୍କର ପ୍ରତିମାକୁ ଘରେ ସ୍ଥାପିତ କରିଛନ୍ତି । କିନ୍ତୁ ଗଣେଶଙ୍କ ଦର୍ଶନ କରିବା ସମୟରେ ଗୋଟିଏ କଥାର ବହୁତ ଧ୍ୟାନ ରଖିବା ଦରକାର । ଗଣେଶଙ୍କର ଦର୍ଶନ ସବୁବେଳେ ସାମ୍ନାରୁ କରିବା ଆବଶ୍ୟକ । ତାଙ୍କର ପିଠିର ଦର୍ଶନ କେବେ କରିବା କଥା ନୁହେଁ । ଉଜ୍ଜେନର ଜ୍ୟୋତିଷ ପଣ୍ଡିତ ମନିସ ଶର୍ମାଙ୍କ ଅନୁସାରେ

ଗଣେଶଙ୍କ ଶରୀରରେ ଜୀବନ ଓ ବ୍ରାଂହ୍ମାଣ୍ଡର ବାସ ମନାଯାଇଥାଏ । ଆସନ୍ତୁ ଜାଣିବା ଗଣେଶଙ୍କର କେଉଁ ଭାଗରେ କଣ ବାସ କରିଥାଏ ।

Image Courtesy: Google

ଗଣେଶଙ୍କର ମଥାରେ ବ୍ରହ୍ମଲୋକ, ଶୁଣ୍ଢରେ ଧର୍ମ, କାନରେ ବେଦର ଜ୍ଞାନ, ଡାହାଣ ହାତରେ ବର ମାନେ ଆଶୀର୍ବାଦ, ଆଉଗୋଟେ ହାତରେ ଅଙ୍କୁଶ ଯାହା ଖରାପ ଜିନିଷକୁ ରୋକିପାରିବ, ବାଁ ହାତରେ ଅର୍ନ, ଆଉଗୋଟେ ବାଁ ହାତରେ କମଳ ମାନେ ପବିତ୍ରତା, ପେଟରେ ସୁଖ ସମୃଦ୍ଧି, ନାଭିରେ ବ୍ରହ୍ମାଣ୍ଡ, ଆଖିରେ ଭକ୍ତଙ୍କ ପାଇଁ ପ୍ରେମ, ପାଦରେ ସାତ ଲୋକର ବାସ ମାନନ୍ତି ।

Image Courtesy: Google

ଏହି ସବୁର ଦର୍ଶନ କରିବା ଦ୍ଵାରା ଗଣେଶ ଭକ୍ତଙ୍କୁ ସୁଖର ପ୍ରାପ୍ତି ହୋଇଥାଏ । କିନ୍ତୁ ଗଣେଶଙ୍କର ପିଠିର ଦର୍ଶନ କରିବା ଉଚିତ  ନୁହେଁ । କାରଣ ଏହାକି ତାଙ୍କର ପିଠିରେ ଅଲକ୍ଷଣି ମାନେ ଦରିଦ୍ରତା ବାସ କରିଥାଏ । କୁହାଯାଏକି ଯଦି କେହି ତାଙ୍କର ପିଠିର ଦର୍ଶନ କରିଥାଏ ତ ତାକୁ ଦରିଦ୍ରତାର ସାମ୍ନା କରିବାକୁ ପଡିଥାଏ । ଯଦି କେବେ ଦର୍ଶନ କରିନେଇଛ ଗଣେଶଙ୍କର ପିଠିର ତ ତାଙ୍କୁ କ୍ଷମା ମାଗିବେ ଏହା ସହିତ ଶ୍ରୀ ଗଣେଶାୟ ମନ୍ତ୍ର ନମଃ ମନ୍ତ୍ରର ଜପ କରିବା ଉଚିତ ।

ସ୍ଵସ୍ତିକର ଅଛି ବିଶେଷ ମହତ୍ଵ:

Image Courtesy: Google

ଗଣେଶଙ୍କର ପୂଜାରେ ସ୍ଵସ୍ତିକ ନିଶ୍ଚିତ ରୂପରେ ବନାନ୍ତୁ । ଧ୍ୟାନ ରଖିବେକୀ ସ୍ଵସ୍ତିକ ଠିକସେ ବନେଇବା ଉଚିତ । ତାକୁ ବଙ୍କା ଟଙ୍କା କରି ବନେଇବେ ନହିଁ । କେବେବି ଓଲଟା ସ୍ଵସ୍ତିକ ବନେଇବା ଉଚିତ ନୁହେଁ । ଓଲଟା ସ୍ଵସ୍ତିକ କିଛି ଖାସ ଇଛା ପାଇଁ କେବଳ ମନ୍ଦିରରେ ବନାଯାଏ । ଘରର ପବିତ୍ର ଜାଗାରେ ସ୍ଵସ୍ତିକ ବନାନ୍ତୁ ।

Image Courtesy: Google

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ । ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *