ତେବେ ଆଜିକୁ ସୁଶାନ୍ତ ସିଂହ ଆତ୍ମହତ୍ୟାକୁ ୨ ମାସ ହୋଇଯାଇଛି ତେବେ ଏହି ମାସରେ ଏମିତି କିଛି କଥା ଜଣା ପଡୁଛି ଯାହା ବହୁତ ଆଶ୍ଚର୍ଯ୍ୟ ପୂର୍ଣ ହୋଇଛି ସୁଶାନ୍ତ ପରିବାର ଓ ତାଙ୍କ ଫ୍ୟାନ୍ସ ମାନଙ୍କ ପାଇଁ । ସୁଶାନ୍ତ ସିଂହ କେସ ବିହାର ପୋଲିସ ତଦନ୍ତ କରୁଥିଲେ ଯାହା ପରେ ସିବିଆଇ ମଧ୍ୟ କାମ କରିବାକୁ ଲାଗିଥିଲେ କିନ୍ତୁ ଋଆ ଚକ୍ରବର୍ତୀ ଲୟର କୋର୍ଟରେ ଏହି କେସ ମୁମ୍ବାଇ ପୋଲିସକୁ ଟ୍ରାନ୍ସଫର କରିବା ପାଇଁ ଲିଖିତ ବୟାନ ଦେଇଥିଲେ ଯାହା ପରେ ଏହି କେସ କୋର୍ଟରେ ଅଛି ଓ ଏହାର କିଛି ନିଷ୍ପତ୍ତି ବର୍ତମାନ ହୋଇ ନାହିଁ ।

ତେବେ ଆଜି ଯାହା ଜଣା ପଡିଛି, ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି, ପୋସ୍ଟମଟମ ରିପୋର୍ଟରେ କନଡକ୍ଟିଙ୍ଗ ଡକ୍ଟର ସବୁ କିଛି ଲେଖିଛନ୍ତି କିନ୍ତୁ ସବୁଠାରୁ ବେଶିକ ଓ ବିଶେଷ କଥା ସେ ମିସ କରିଛନ୍ତି ତାହା ହେଉଛି ମୃତ୍ୟୁ ସମୟ । ତେବେ ଏହା ସମସ୍ତେ ଜାଣିଛନ୍ତି ଯେ କୌଣସି କେସ ଇନ୍ଭେଷ୍ଟିକେସନ ପାଇଁ ମୃତ୍ୟୁ ସମୟ ଜାଣିବା ବହୁତ ଆବଶ୍ୟକ ଅଟେ । ତେବେ ଏହି ବାବଦରେ ଦିନେଶ ରାଓ ଫରେନସିକ ଏକ୍ସପର୍ଟ କହିଛନ୍ତି ଯେ ପୋସ୍ଟମଟମ ରିପୋର୍ଟରେ ୩ଟି କଥା ବହୁତ ମହତ୍ଵପୂର୍ଣ ଅଟେ :

୧. ମୃତ୍ୟୁ ସମୟ
୨. ମୃତ୍ୟୁ କାରଣ
୩. ମୃତ୍ୟୁ ପାଇଁ କେଉଁ ଜିନିଷ ବ୍ୟବହାର କରା ଯାଇଥିଲା ।
ତେବେ ଏହି ୩ଟି କଥା ବହୁତ ମହତ୍ଵପ୍ପୁର୍ଣ ହୋଇଥାନ୍ତି ଯାହା ଦ୍ଵାରା ଇନ୍ଭେଷ୍ଟିକେସନ ଆରମ୍ଭ କରା ଯାଇଥାଏ ଓ ଅପରାଧୀ ଧରା ପଡିଥାନ୍ତି । ତେବେ ଦିନେଶ ରାଓ ଏହା ମଧ୍ୟ କହିଛନ୍ତି ଯେ ମୃତ୍ୟୁ ସମୟ ଜାଣିବା ଦ୍ଵାରା ୨ଟି କାମ ଆରମ୍ଭ ହୋଇଥାଏ, ମୃତ୍ୟୁ ସମୟ ଦ୍ଵାରା ପୋଲିସ ସେହି ସମୟ ଅନୁଯାଇ ଇନ୍ଭେଷ୍ଟିକେସନ କରିଥାଏ ଓ ମୃତ୍ୟୁ ସମୟ ଅନୁଯାଇ ସେ ସବୁ ଲୋକଙ୍କ ବୟାନ ମଧ୍ୟ ନୋଟିସ କରିଥାନ୍ତି, ତେବେ ଏହା ବହୁତ ବଡ ମିଷ୍ଟେକ ଅଟେ । ଏମିତିକା କାମ ଦ୍ଵାରା ଇନ୍ଭେଷ୍ଟିକେସନ ସଠିକ ଭାବରେ ହୋଇ ପାରିବ ନାହିଁ । ତେବେ ଲୋକଙ୍କ ମନରେ ସବୁଠାରୁ ବଡ ପ୍ରଶ୍ନ ଏହା ଅଟେ ଯେ ମୁମ୍ବାଇ ପୋଲିସ ବିନା ସମୟ ଜାଣି ଇଣ୍ଟରୋଗେସନ ଆରମ୍ଭ କେମିତି କଲେ ଓ କେମିତି ଏହା ସବୁ କରା ଗଲା ।

ଏହା ଛଡା ବର୍ତମାନ ପର୍ଯ୍ୟନ୍ତ କନଡକ୍ଟିଙ୍ଗ ଡକ୍ଟରକୁ କ୍ଲାରିଫିକେସନ ପାଇଁ କନ ପାଇଁ ଡକା ଯାଇ ନାହିଁ ଏହା ବହୁତ ବଡ ପ୍ରଶ୍ନ ଅଟେ, ଯଦି ଗୋଟେ କନଡକ୍ଟିଙ୍ଗ ଡକ୍ଟର ଏତେ ବଡ ମିଷ୍ଟେକ କଲେ ତେବେ ତାଙ୍କୁ କ୍ଲାରିଫିକେସନ ପାଇଁ ଡାକିବା ଉଚିତ କିନ୍ତୁ ଏମିତି କିଛି ହେଇ ନାହିଁ । ଦିନେଶ ରାଓ ଏହା ମଧ୍ୟ କହିଛନ୍ତି ଯେ ସୁଶାନ୍ତ ସିଂହ ଘର ଲୋକଙ୍କ ପ୍ରଶ୍ନ କରିବା ଉଚିତ କାହିଁକିନା ଭୁଲ ପୋଲିସ ଓ ଡକ୍ଟରମାନଙ୍କର ରହିଛି ଯାହା ଛୋଟ ଭୁଲ ନୁହ ଏହା ଦ୍ଵାରା କେସ ପୁରା ପାଲଟି ପାରେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।