ବ୍ରେନର କ୍ଷତି କରିଥାନ୍ତି ଏହି ଦୁଇଟି ଭୁଲ, ସବୁ ଦିନ କରିବାରୁ ବଞ୍ଚନ୍ତୁ

ସ୍ଵସ୍ଥ ରହିବା ଅର୍ଥ ଏହା ନୁହ ଯେ ଆପଣଙ୍କୁ କୌଣସି ପ୍ରକାର ରୋଗ ନାହିଁ, ତେବେ ଶରୀର ସର୍ବାଙ୍ଗ ବିଷୟରେ ଜାଣିବା ବହୁତ ଆବଶ୍ୟକ ଅଟେ । ସ୍ୱାସ୍ଥ୍ୟ ଅର୍ଥ ଅଲଗା ଅଲଗା ଲୋକଙ୍କ ପାଇଁ ଅଲଗା ଅଲଗା ଅର୍ଥ ହୋଇଥାଏ, ଗୋଟେ ଅର୍ଥ ଦ୍ଵାରା ନିଜକୁ ଆସନ୍ତା ଅସୁବିଧା ପାଇଁ ତିଆରି ରଖୀ ଥିବା ମଣିଷ ସ୍ଵସ୍ଥ ହୋଇଥାଏ । ଯେଉଁ ଲୋକ ସାମାଜିକ, ଶାରୀରିକ ଓ ଭାବନାତ୍ମକ ଅସୁବିଧା ରେ ସଫଳତାପୂର୍ବକ ସକ୍ଷମ ହୁଏ ତାଙ୍କୁ ସ୍ଵସ୍ଥ କୁହା ଯାଏ ।

ଆଜିକା ସମୟ ରେ ସ୍ଵସ୍ଥ ରହିବା ପାଇଁ ବହୁତ ପ୍ରକାର ଆଧୁନିକ ଉପାୟ ଅଟେ କିନ୍ତୁ ସବୁ ଉପାୟ କାରଗର ହୋଇବ ବୋଲି କହି ହବ ନାହିଁ ।

ଆଜିକା ସମୟରେ ସମସ୍ତେ ନିଜ ବ୍ରେନକୁ ସ୍ୱାସ୍ଥ୍ୟ ଓ ସ୍ଵସ୍ଥ ରଖିବା ଉଚିତ ଅଟେ କିନ୍ତୁ କେତେ ଥର ଏମିତି କିଛି ଭୁଲ କରିଥାଉ ଯାହା ଆମ ବ୍ରେନ ଉପରେ ବହୁତ ହାନି କରିଥାଏ ତେବେ ଆଜି ଆମେ ଆପଣଙ୍କୁ କହିବୁ ଯେ କେଉଁ ଜିନିଷ କରିବା ଉଚିତ ନୁହ ।

ଜଙ୍କ ଫୁଡ ସେବନ :

ପ୍ରତି ଦିନ ଜଙ୍କ ଫୁଡ ବା ବାହାର ଖାଦ୍ୟ ଖାଇଲେ ବ୍ରେନକୁ ହାନି ହୋଇଥାଏ, ଏହା ଦ୍ଵାରା ବ୍ରେନ ସେଲ୍ସ ଦୁର୍ବଳ ହୋଇଥାଏ ଏବଂ ଏହା ଦ୍ଵାରା ମସ୍ତିସ୍କ କାର୍ଯ୍ୟ ପ୍ରନାଳୀ ମଧ୍ୟ ପ୍ରଭାବିତ ହୋଇଥାଏ । ବାହାର ଖାଦ୍ୟ ବ୍ରେନ ପାଇଁ ବହୁତ ଖତରନାକ ଅଟେ, ସେଥିପାଇଁ ଭୁଲରେ ବି ଏହି ଭୁଲ କରନ୍ତୁ ନାହିଁ ଓ ଏହା ଦ୍ଵାରା ବ୍ରେନ ଦୁର୍ବଳ ହୋଇଥାଏ ।

ସିଗ୍ରେଟ ସେବନ :

ବ୍ରେନକୁ ସବୁଠାରୁ ଅଧିକ ହାନି ସିଗ୍ରେଟ ଦ୍ଵାରା ହୋଇଥାଏ, ସିଗ୍ରେଟ ସେବନ କଲେ ଆପଣଙ୍କ ବ୍ରେନ ରେ ଆକ୍ସିଜନ ଓ ରକ୍ତ ସଠିକ ଭାବରେ ଫ୍ଲୋ କରନ୍ତି ନାହିଁ ଓ ଏହା ଦ୍ଵାରା ବ୍ରେନକୁ ବହୁତ ହାନି ହୋଇଥାଏ । ଏହା ଦ୍ଵାରା ବ୍ରେନ ଦୁର୍ବଳ ହୋଇଥାଏ ଓ ଭାବିବା ଚିନ୍ତିବା ଶକ୍ତି ଦୁର୍ବଳ ହୋଇଥାଏ, ସେଥିପାଇଁ ସିଗ୍ରେଟ ସେବନ ଭୁଲରେ ବି କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *