ବୁଧବାର ଦିନ ସକାଳୁ କାହା ଘରୁ ଆଣନ୍ତୁ ଏହି ଗୋଟିଏ ଜିନିଷ ହେବ ଅପାର ଧନପ୍ରାପ୍ତି- Ajira Anuchinta

ପ୍ରତେକ ବ୍ୟକ୍ତି ନିଜ ଜୀବନକୁ ସୁଖ ସୁବିଧାରେ ପରିପୂର୍ଣ କରିବାକୁ ଚାହେଁ । କିନ୍ତୁ ମଣିଷ ଜୀବନରେ ଏମିତି ନକରାତ୍ମକ ଜିନିଷ ଆସିଯାଏ ଯେଉଁ କାରଣରୁ ସେମାନଙ୍କ ସବୁ କାର୍ଯ୍ୟ ଓଲଟା ହେବାକୁ ଲାଗିଥାଏ । ଅର୍ଥାତ ସେମାନଙ୍କ ଦ୍ଵାରା କରାଯାଇଥିବା କାର୍ଯ୍ୟ ସେମାନଙ୍କୁ ଫଳ ଦେଇନଥାଏ । ଯାହା ଦ୍ଵାରା ଠିକ ରୂପେ ସେମାନେ ସେମାନଙ୍କ କାର୍ଯ୍ୟ କରିପାରନ୍ତି ନହିଁ । ଏହି ସବୁ ବିପତିକୁ ଦୂର କରିବା ପାଇଁ ଯଦି ଆପଣ ବୁଧବାର ସକାଳୁ ସକାଳୁ କାହା ଘରୁ ଏହି ଜିନିଷ ନେଇ ଆଶନ୍ତି ତେବେ ଆପଣଙ୍କର ସମସ୍ତ ମନ କାମନା ଓ କାରିୟରରେ ସଫଳ ହେବାର ସ୍ଵପ୍ନ ଅବଶ୍ୟ ପୁରା ହୋଇଥାଏ ।

ହିନ୍ଦୁ ଧର୍ମରେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମନି ପ୍ଳାଣ୍ଟ ଆମ ଘରର ସକାରାତ୍ମକ ଊର୍ଜାକୁ ବଢାଇ ଥାଏ । ଯଦି ଆମେ ଆମ ଘରେ ମନି ପ୍ଳାଣ୍ଟ ଗଛ ଲଗାଇବା ତେବେ ଆମ ଘରେ ଅର୍ଥର ଅଭାବ କେବେ ରହିବ ନହିଁ । ମା ଲକ୍ଷ୍ମୀ ଆମ ଘରେ ସବୁବେଳେ ବାସ କରିବାକୁ ଲାଗିବେ । ଏମିତି କୁହାଯାଏକି ମନି ପ୍ଳାଣ୍ଟକୁ କେବେ କିଣିକି ଲଗାଇବା କଥା ନୁହେଁ । ବହୁତ ଲୋକ କୁହନ୍ତିକି ମନି ପ୍ଳାଣ୍ଟ ସବୁବେଳେ ଚୋରୀ କରି ଲଗାଇବେ ।

କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ ମନି ପ୍ଲାନ୍ଟକୁ ଘରେ ଲଗାଇବା ଦ୍ଵାରା ଘ୍ରାଏ ସକରାତ୍ମକ ଊର୍ଜା ବଢିଥାଏ । ଧନ ସମ୍ବନ୍ଧିତ କୌଣସି ସମସ୍ୟା ରୁହେ ନହିଁ । ବସ୍ତୁ ଶାସ୍ତ୍ର ହିସାବରେ ମନି ପ୍ଲାନ୍ଟର ଗୋଟେ ସ୍ଥାନ ରହିଛି । ମନି ପ୍ଳାଣ୍ଟକୁ ଅଗ୍ନି କୋଣରେ ହିଁ ଲଗାଇବା ଆବଶ୍ୟକ ମାନେ ଦକ୍ଷିଣ ପୂର୍ବ ଦିଗ । ଦକ୍ଷିଣ ପୂର୍ବ ଦିଗରେ ଯଦି ଆପଣ ମନି ପ୍ଳାଣ୍ଟ ଲଗାନ୍ତି ଏହା ଦ୍ଵାରା ଆପଣଙ୍କୁ ସକାରାତ୍ମକ ଲାଭ ମିଳିବା ଆରମ୍ଭ ହୋଇଥାଏ । ଏବଂ ଆପଣଙ୍କ ଘରେ ସୁଖ ସମ୍ପତି ବଢିବାକୁ ଲାଗିଥାଏ ।


ଯଦି ଆପଣ ଏହାକୁ ଭୁଲ ଦିଗରେ ଲଗାଇବେ ଏହା ଦ୍ଵାରା ଆପଣଙ୍କୁ କିଚିବି ଲାଭ ମିଳିନଥାଏ । ମନି ପ୍ଲାନ୍ଟର ରଙ୍ଗ ସବୁଜ ହୋଇଥାଏ । ଯାହା ବୁଧ ଗ୍ରହର ସୂଚକ ହୋଇଥାଏ । ଯଦି ବୁଧବାର ଦିନ ମନି ପ୍ଳାଣ୍ଟ ଗଛକୁ ଦକ୍ଷିଣ ଦିଗରେ ରଖନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ଓ ଲାଭକରି ହୋଇଥାଏ । ମନି ପ୍ଲାନ୍ଟକୁ ସକାଳୁ ସକାଳୁ ବୁଧବାର ଦିନ ନିଜ ଘରକୁ ଆଣନ୍ତୁ ଓ ଆପଣଙ୍କ ଘରର ଦକ୍ଷିଣ ପୂର୍ବ ଦିଗରେ ରଖନ୍ତୁ । ଏହା ଦ୍ଵାରା ଆପଣଙ୍କ ଘରେ ସୁଖ ଶାନ୍ତି ଓ ଧନ ସମ୍ପତି ବଢିବାକୁ ଲାଗିବ ।

Leave a Reply

Your email address will not be published. Required fields are marked *