ବ୍ୟବସାୟ ରେ ଉନ୍ନତି ପାଇଁ ଏହି ବାସ୍ତୁ ଶାସ୍ତ୍ର ବିଶେଷ ଜିନିଷ ଆଣି ନିଜ ଘରେ ଓ ଦୋକାନରେ ରଖନ୍ତୁ- ଜାଣନ୍ତୁ କଣ

ସମସ୍ତଙ୍କ ଜୀବନରେ ତାଙ୍କୁ ଏହା କାମନା ଥାଏ ଯେ ତାଙ୍କୁ ଉନ୍ନତି ଓ ଧନ ଦୁଇଟା ପ୍ରାପ୍ତ ହେଉ, ଏହି ଦୁଇଟି ଜିନିଷ ପ୍ରାପ୍ତ କରିବା ପାଇଁ ସମସ୍ତେ ବହୁତ ପରିଶ୍ରମ କରି ଥାନ୍ତି । ବ୍ୟକ୍ତି ଏହି ଦୁଇଟି ଜିନିଷ ପାଇବା ପାଇଁ ବହୁତ କଷ୍ଟ କରନ୍ତି କିନ୍ତୁ ତାଙ୍କୁ ସେହି ଭଳି ସଫଳତା ପ୍ରାପ୍ତ ହୋଇ ନଥାଏ ଯାହା ସେ ନିଜ ସ୍ଵପ୍ନରେ ନିଜ ପାଇଁ ଦେଖି ଥାନ୍ତି ।

କେତେ ପ୍ରକାର ଉପାୟ ସଫଳତା ପାଇଁ ଜ୍ୟୋତିଷ ଶାସ୍ତ୍ର ରେ ଲେଖା ହୋଇଛି, ଯଦି ଆପଣଙ୍କ ସହ ମଧ୍ୟ ଏମିତି ହଉଛି ଯେ ସଫଳତା ପାଇ ମଧ୍ୟ ଆପଣଙ୍କୁ ସଫଳତା ପ୍ରାପ୍ତ ହଉ ନାହିଁ ତେବେ ଏହି ଉପାୟ କରନ୍ତୁ ।

ବାଛୁରି ମୂର୍ତି :

ଗାଈ ଓ ବାଛୁରି ମୂର୍ତି ସେହି ଲୋକଙ୍କୁ ନିଜ ଦୋକାନ ରେ ରଖିବା ଉଚିତ ଯାହା ବ୍ୟବସାୟ ଖାଇବା ଜିନିଷ ର ଅଟେ । ବାସ୍ତୁ ଶାସ୍ତ୍ର ରେ ଗାଈକୁ ବ୍ୟବସାୟ ଉନତ୍ତି ପାଇଁ ହୋଟେଲ ବା ଅନ୍ୟ ଖାଇବା ସ୍ଥାନ ରେ ଉନତି ପାଇଁ ରଖା ଯାଏ ।

ଚାନ୍ଦି ମୟୂରପଙ୍ଖ :

ଯେଉଁ ଲୋକଙ୍କ ସୁନା ଚାନ୍ଦି ବ୍ୟବସାୟ ହୋଇଥାଏ ତାଙ୍କୁ ନିଜ ବେଡରୁମ ରେ ମୟୂର ପଙ୍ଖ ରଖିବା ଉଚିତ, ଏହା ଦ୍ଵାରା ତାଙ୍କୁ ବିଜନେସ ରେ ଉନ୍ନତି ହୋଇଥାଏ, ଯେଉଁ ଲୋକଙ୍କୁ ବ୍ୟବସାୟ ରେ ଅସୁବିଧା ହୋଇଥାଏ ତାଙ୍କୁ ନିଜ ବେଡରୁମ ରେ ମାୟୁର ପଙ୍ଖ ଲଗେଇବା ଉଚିତ ଅଟେ ।

ଗୋଟେ ପିରାମିଡ ନିଜ ପୂଜା ଘର ପାଖରେ ରଖନ୍ତୁ :

ବାସ୍ତୁ ଶାସ୍ତ୍ର ଅନୁଯାଇ ପୂଜା ଘର ପାଖରେ ପିରାମିଡ ରଖିଲେ ବ୍ୟବସାରେ ଉନ୍ନତି ପ୍ରାପ୍ତ ହୋଇଥାଏ, ତେବେ ଯେଉଁ ଲୋକ ଗାଡି ବ୍ୟବସାୟ କରନ୍ତି ତାଙ୍କ ପାଇଁ ଏହି ଉପାୟ ବହୁତ ଲାଭକାରୀ ଅଟେ, ଏମିତି କଲେ ଆପଣଙ୍କ କାମରେ ବୃଦ୍ଧି ହୋଇଥାଏ ।

କୃଷ୍ଟଲ ୱିନ୍ଡଚାଇମ :

ବାସ୍ତୁ ଶାସ୍ତ୍ର ଅନୁଯାଇ ବିଜୁଳି ବ୍ୟବସାରେ ଉନ୍ନତି ପ୍ରାପ୍ତ କରିବା ପାଇଁ ଲୋକ ନିଜ ବେଡରୁମ ରେ କୃଷ୍ଟଲ ୱିନ୍ଡଚାଇମ ଲଗାନ୍ତି, ଏମିତି କରିବା ବହୁତ ଶୁଭ ଅଟେ, ନାଲି କପଡା ମୁଖ୍ୟ କବାଟ ରେ ସେହି ଲୋକଙ୍କୁ ଲଗେଇବା ଉଚିତ ଯାହାର କପଡା ବ୍ୟବସାୟ ଅଟେ ଏହା ଦ୍ଵାରା ତାଙ୍କ ବ୍ୟବସାୟ ସବୁ ସମସ୍ୟା ଦୂର ହୋଇଥାଏ ଓ ସଫଳତା ପ୍ରାପ୍ତ କରନ୍ତି ।

Leave a Reply

Your email address will not be published. Required fields are marked *