ଯେବେ କ୍ୟାନ୍ସର ପୀଡିତା ଖାଇଲେ “ହଳଦୀର ବଟିକା”, ତା ପରେ ଯାହା ହେଲା ଜାଣି ବିଶ୍ଵାସ କରିପାରିବେନି ଆପଣ

ଦୁନିଆ ରେ ପ୍ରତି ୧୦ଟା ଲୋକଙ୍କ ମଧ୍ୟରେ ୨ ଜଣ କୌଣସି ରୋଗ ଦ୍ଵାରା ପୀଡିତ ଅଛନ୍ତି ଓ ଆଜିକା ସମୟରେ ଏମିତିକା ରୋଗ ବାହାରୁଛି ଯାହା ଲକ୍ଷଣ ବହୁତ ଡେରି ହେଲା ପରେ ଜଣା ପଡୁଛି ଯାହା ଫଳରେ ଲୋକ ମୃତ୍ୟୁ ବହୁତ ଶୀଘ୍ର ହେଇ ଯାଉଛି ଓ ତାଙ୍କୁ ବଞ୍ଚେଇବା କଷ୍ଟକର । କିଛି ରୋଗ ପାଇଁ ପୀଡିତ ଓ ତା ଘର ଲୋକେ ହସ୍ପିଟଲ ରେ ଜୀବନ କାଟି ଦିଅନ୍ତି କିନ୍ତୁ ମଣିଷକୁ ରୋଗ ଠାରୁ ମୁକ୍ତି ମିଳେ ନାହିଁ ।

ଆମ ଆୟୁର୍ବେଦ ରେ କେତେ ପ୍ରକାର ରୋଗର ଚିକିତ୍ସା ଲୁଚି ରହିଛି କିନ୍ତୁ ଏହା ବିଷୟରେ ଆମେ ଜାଣି ନାହୁଁ, ଆଜିକା ସମୟରେ ଲୋକଙ୍କୁ ବିଦେଶୀ ବଟିକା ଉପରେ ବହୁତ ଭରସା ଅଛି ।

ଏହି କାରଣ ପାଇଁ ଲୋକ ବିଦେଶ ବଟିକା ଅଧିକ ସେବନ କରନ୍ତି, ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ରୋଗୀ ବିଷୟରେ କହିବୁ ଯିଏ ବହୁତ ସମୟ ଧରି ରକ୍ତ କର୍କଟ ରେ ପୀଡିତ ଥିଲେ କିନ୍ତୁ ଏହି ମହିଳା ଆୟୁର୍ବେଦିକ ଉପାୟ ହଳଦୀ ସେବନ ଦ୍ଵାରା ପୂର୍ଣ ଭାବରେ ଠିକ ହୋଇ ଯାଇଛନ୍ତି । ଏହି ମହିଳାଙ୍କୁ ୫ ବର୍ଷ ଧରି ବ୍ଲଡ କ୍ୟାନ୍ସର ଥିଲା, ଆପଣଙ୍କୁ ଆମେ ଏହା କହିଦବାକୁ ଚାହୁଁଛୁ ଯେ ଏହି ମହିଳାଙ୍କ ନା ଡାଈନେକେ ଫର୍ଗ୍ଯୂସନ ଅଟେ ଯାହାକୁ ଏହି ଭୟଙ୍କର ରୋଗ ଠାରୁ ମୁକ୍ତି ମିଳି ଗଲା ।

ଏହି ରୋଗ ଏହି ପ୍ରକାର ରେ ଭଲ ହବାର ଦେଖି ଡକ୍ଟରମାନେ ମଧ୍ୟ କହିଲେ ଯେ ଏହା ପ୍ରଥମ କେସ ଯାହା ପାରମ୍ପରିକ ଚିକିତ୍ସା ଦ୍ଵାରା ଭଲ ହୋଇଛି । ଏହି ରୋଗ ଅଟକେଇବା ପାଇଁ ପୀଡ଼ିତା କେମୋଥେରେପି ଓ ୪ଟି ସ୍ଟେମ କୋଷିକା ପ୍ରତ୍ୟାରୋପଣ ୩ ରାଉଣ୍ଡ ପରେ ଏହି ରୋଗ ବହୁତ ଶୀଘ୍ର ବ୍ୟାପୀବାକୁ ଲାଗିଲା ଯାହା ପରେ ପୀଡ଼ିତା ଡାଈନେକେ ଫର୍ଗ୍ଯୂସନ ଗୋଟେ ଦିନକୁ ୮ଗ୍ରାମ ହଡାଲି ସେବନ କରିବା ଆରମ୍ଭ କଲେ । ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ହଳଦୀ ରେ କ୍ୟାନ୍ସର ସମାପ୍ତ କରିବା ଚମତ୍କାରୀ ଗୁଣ ଥାଏ ।

ହଳଦୀ ସେବନ ଦ୍ଵାରା ୫ ବର୍ଷ ଠାରୁ କ୍ୟାନ୍ସର ପୀଡିତ ମହିଳା ଡାଈନେକେ ଫର୍ଗ୍ଯୂସନ ଆଜି ଆଗ ଭଳି ସ୍ଵସ୍ଥ ଅଛନ୍ତି । ଡକ୍ଟରମାନଙ୍କ କହିବା ଅନୁଯାଇ ଡାଈନେକେ ଫର୍ଗ୍ଯୂସନଙ୍କ ଶରୀରରୁ କ୍ୟାନ୍ସର ସେଲ ସମାପ୍ତ ହୋଇ ଯାଇଛନ୍ତି । ଲଂଡନ ରେ ବୈର୍ଟ୍ସ ହେଲ୍ଥ ଏନଏଚଏସ ଟ୍ରସ୍ଟ ଡକ୍ଟରମାନେ ଏହା କହିଛନ୍ତି ଯେ ଏହା ପ୍ରଥମ କେଶ ଯେଉଁଠି ହଳଦୀ ଗୋଟେ ଭୟଙ୍କର ରୋଗ ମୂଳରୁ ସମାପ୍ତ କରିଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *