କ୍ୟାରିୟର ଆରମ୍ଭ ହେଉ ହେଉ କେବଳ ୧୭ ବର୍ଷ ବୟସରେ ଗର୍ଭବତୀ ହୋଇଥିଲେ ଏହି ଅଭିନେତ୍ରୀ- ଦେଖନ୍ତୁ ସେ କିଏ

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ ଏକ ଏଭଳି ଅଭିନେତ୍ରୀ ଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜର ବଲୀଉଡ କ୍ୟାରିୟର ଆରମ୍ଭ କରିବା ପରେ ପରେ ଗର୍ଭବତୀ ହୋଇଥିଲେ । ଏବଂ ପରେ ବିବାହ କରି ଫିଲ୍ମ ଦୁନିଆରୁ କିଛି ଦିନ ଦୂରେଇ ଯାଇଥିଲେ । ବହୁତ ଦିନର ଗ୍ୟାପ ପରେ ସେ ପୁଣି କମ୍‌ ବ୍ୟାକ୍‌ କରିଥିଲେ ଓ ସଫଳତାର ଶୀର୍ଷ ରେ ପହଞ୍ଚି ଥିଲେ । ତେବେ ଆମେ ଯାହା ବିଷୟରେ କଥା ହେଉଛେ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଅକ୍ଷୟ କୁମାରଙ୍କ ଶାଶୂ, ଡିମ୍ପଲଙ୍କ ମା’ ଏବଂ ପୂର୍ବତ୍ତନ ସୁପରଷ୍ଟାର ରାଜେଶ ଖାନ୍ନା ଙ୍କର ପତ୍ନୀ ଡିମ୍ପଲ କପାଡିଆ । ଆସନ୍ତୁ ଜାଣିବା ତାଙ୍କ ବିଆୟରେ କିଛି ତଥ୍ୟ ।

୧୯୭୩ ମସିହାରେ ଯେବେ ମାତ୍ର ୧୬ ବର୍ଷର ହୋଇଥିଲେ ସେବେ ତାଙ୍କୁ ରାଜ କପୁର ଫିଲ୍ମ ଦୁନିଆରେ ଭର୍ତ୍ତି କରିଥିଲେ । ତେବେ କ୍ୟାରିୟରର ମାତ୍ର ଗୋଟେ ବର୍ଷ ମଧ୍ୟରେ ସେ ଗର୍ଭବତୀ ହୋଇଥିଲେ ।

ତାଙ୍କର ଫିଲ୍ମ ବବି ସୁପର ହିଟ ହୋଇଥିଲା । ଏହା ପରେ ସେ ବହୁତ ଫେମସ ହୋଇଯାଇଥିଲେ । ତେବେ ସେ ରାଜେଶ ଖନ୍ନାଙ୍କୁ ୧୭ ବର୍ଷ ବୟସରେ ବିବାହ କରିଥିଲେ ଏବଂ ସେହି ବର୍ଷ ସେ ଗର୍ଭବତୀ ମଧ୍ୟ ହୋଇଥିଲେ । ଡିମ୍ପଲ ଟୁଇଙ୍କିଲ ଖନ୍ନାଙ୍କୁ ଜନ୍ମ ଦେଇଥିଲେ। ଡିମ୍ପଲ ଆସିବା ପରେ ସେ ବଲିଉଡଠୁ କିଛି ବର୍ଷ ଯାଏଁ ବ୍ରେକ୍‌ ନେଇଥିଲେ ।

ଏହା ପରେ ସେ ୧୯୮୫ ରେ ପୁଣି ଫିଲ୍ମ ଦୁନିଆକୁ ଫେରିଥିଲେ ଓ ସାଗର ଫିଲ୍ମରେ ଅଭିନୟ କରିଥିଲେ ଯାହା ବ୍ଲକ୍‌ବଷ୍ଟର ହିଟ୍‌ ହୋଇଥିଲା । ବହୁତ କମ୍ ସମୟରେ ସେ ବହୁତ ପ୍ରସିଦ୍ଧି ଅର୍ଜନ କଇଥିଲେ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *