ମୋଦୀ ସରକାରଙ୍କ ଏକ ବଡ ଘୋଷଣା, ମାତ୍ର ୧୦ ଟଙ୍କାରେ ହେବ କ୍ୟାନସର ରୋଗର ଚିକିତ୍ସା – ଏହି ଜାଗାରେ ଖୋଲା ହୋଇଛି ସେହି ସଂସ୍ଥା, ଜାଣି ନିୟନ୍ତୁ

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଲେ ପୁଣି ଏକ ବଡ ଘୋଷଣା, ଯାହା ଅନୁସାରେ ଏବେ କ୍ୟାନ୍ସର ପୀଡିତ ବ୍ୟାକଟୁ କେବଳ ୧୦ ଟଙ୍କାରେ ଚିକିତ୍ସା କରାଇପାରିବେ ।  ହରିଆଣାର ଇଜ୍ଜରରେ ଆଜି ଦେଶର ସବୁଠାରୁ ବଡ ରାଷ୍ଟ୍ରିୟ କ୍ୟାନସର୍ ସଂସ୍ଥାନ(National Cancer Institute) ଆରମ୍ଭ ହେବାକୁ ଯାଉଛି । ରାଷ୍ଟ୍ରିୟ କ୍ୟାନ୍ସର ସଂସ୍ଥାନର ନିର୍ଦ୍ଧେଶକ ଡାକ୍ତର ଜିକେ ରଥ କହିଲେ କି ଦିଲ୍ଲୀରେ ଏମ୍ ଏସ୍ ରୁ ବି ଏଠାରେ ରୋଗୀ ଆସିପାରିବେ ।

କୁହାଯାଉଛି କି ଏବେ ରାଷ୍ଟ୍ରିୟ ସଂସ୍ଥାନ ୫୦ ଟି ବେଡ୍ ସୁବିଧା ଆରମ୍ଭ କରିସାରିଛି , ଏହି ବର୍ଷ ଅନ୍ତରେ ୪୦୦ ବେଡ୍ ସୁବିଧା କରାଇବାର ଯୋଜନା ଆରମ୍ଭ ହୋଇସାରିଛି ।

ଏବେ ସଂସ୍ଥାନ ଓପିଡି ୮୦ ରୁ ୧୦୦ ରୋଗୀଙ୍କ ଦେଖାରେଖା କରୁଛନ୍ତି । ୨୦୨୦ ମଧ୍ୟରେ ୫୦୦ ବେଡ୍ ସୁବିଧା କରାଯିବ । ମାର୍ଚ୍ଚରେ ଅପରେସନ୍ ଥିଏଟର ଓ ରେଡିଓଥେରାପି ସୁବିଧା ବି ମିଳିବ ।

ପ୍ରୋଟିନ୍ ଥେରାପି ରୁ ନଷ୍ଟ ହେବ ଟ୍ୟୁମର :

ଇଜ୍ଜରରେ ତିଆରି ହୋଇଥିବା ଦେଶର ସବୁଠାରୁ ବଡ କ୍ୟାନ୍ସର ସଂସ୍ଥାନରେ ପ୍ରୋଟିନ୍ ଥେରାପି ବି ବ୍ୟବସ୍ଥା କରାଯାଈଛି କହିଦେବୁ କି ପ୍ରୋଟିନ୍ ଥେରାପି କେବଳ କ୍ୟାନ୍ସରର କୋଷିକାକୁ ଚିହ୍ନଟ କରିବ, ଯେବେ କି ଆଖପାଖ ସୁସ୍ଥ କୋଶିକାକୁ କ୍ଷତି କରାଇବ ନାହିଁ ।  ଏହା ଶରୀରରେ ଅନ୍ୟ ଭାଗକୁ ରେଡିଏସନ୍ ଦୂପ୍ରଭାବ କରିବାକୁ ପଡିବନାହିଁ । ଯାହା ପ୍ରୋଟିନ୍ ବିମ୍ ରୁ ରୋଗୀଙ୍କର କ୍ୟାନ୍ସରର ଟ୍ୟୁମରକୁ ନଷ୍ଟ କରାଯାଇପାରିବ ।

ଏହା ପାଇଁ ଏମ୍ ଏସ୍ ଅତ୍ୟାଧୁନିକ ମେସିନ୍ ଅର୍ଡର ବି କରିସାରିଛନ୍ତି , ନିଜ ମେଡିକାଲରେ ଏହି ମେସିନ୍ ଚିକିତ୍ସା ପାଇଁ ୨୦ ରୁ ୩୫ ଲକ୍ଷ ଟଙ୍କା ଆସିଯାଏ । ଇଜ୍ଜରର ରାଷ୍ଟ୍ରିୟ କ୍ୟାନ୍ସର ସଂସ୍ଥାନ ଫିସ୍ କେବଳ ୧୦ ଟଙ୍କା ହେବ , ଏହା ଓପିଡି ଶୁଳ୍କ ହେବ , ଗତ ମାସ ଏହି ସଂସ୍ଥାନ ସେବା ଆରମ୍ଭ କରିସାରିଛି , ଏବେ ଏଠାରେ ରୋଗୀଙ୍କୁ ରେଫର୍ କରାଯାଉଛି ।

ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *