ଜୀବନରେ କେବେ ବି ଆସିବ ନାହିଁ ହାର୍ଟ ଆଟାକ୍, କେବଳ ୫ ଦିନ ଖାଇନିଅନ୍ତୁ ଅଶ୍ୱତଥ ଗଛର ପତ୍ର – କେବଳ ଖାଇବାର ସଠିକ୍ ତରିକା ଜାଣିରଖନ୍ତୁ

ଜୀବନ ଠାରୁ ବଢିକରି ଆଉ କିଛି ନାହିଁ । ଆଉ ଆଜିକାଲି ତ ଘରେ ଘରେ ସମସ୍ତେ ଗୋଟେ ଗୋଟେ ରୋଗୀ । ଏବଂ ବିଶେଷ କରି ହାର୍ଟ ସମ୍ବନ୍ଧିତ ରୋଗ ସମସ୍ତଙ୍କୁ ଦେଖାଦେଉଛି । ଏବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଗଛ ବିଷୟରେ କହିବୁ  ଯାହାର ପତ୍ରକୁ ବ୍ୟବହାର କରି ହାର୍ଟ ଆଟାକ୍ ପରି ଗମ୍ଭୀର ରୋଗରୁ ମୁକ୍ତି ମିଳିପାରିବ । ଯାହା ରୋଗକୁ ମୁଳରୁ ନାଶ କରିଥାଏ । ଏହି ପତ୍ରକୁ ୫ ଦିନ ପର୍ଯ୍ୟନ୍ତ ସେବନ କଲେ ଆପଣଙ୍କୁ କେବେ ବି ହାର୍ଟ ଆଟାକ୍ ଆସିବ ନାହିଁ ।  ତେବେ ଆସନ୍ତୁ ଜାଣିବା ସେହି ପତ୍ର ବିଷୟରେ । ଯେଉଁ ପତ୍ର ବିଷୟରେ ଆମେ କଥା ହେଉଛୁ ତାହା ହେଲା ଅଶ୍ୱତଥ ଗଛର ପତ୍ର।

ଯେ କୌଣସି ବ୍ୟକ୍ତିର ହାର୍ଟ ଆଟାକ୍ ସହ ଅସୁବିଧା ହେଲେ ଏହି ପତ୍ରକୁ ସେବନ କରିବେ ଓ ଏହା ଦ୍ୱାରା ସବୁଦିନ ପାଇଁ ଆପଣଙ୍କ ରୋଗ ଭଲ ହୋଇଯିବ ଓ କେବେ ବି ଏହି ରୋଗ ହେବ ନାହିଁ । ଏହି ପତ୍ରକୁ ନିୟମିତ ବ୍ୟବହାର କରିବା ଉଚିତ୍ । ଯାହା ଆମ ଶରୀରକୁ ବହୁତ ଫାଇଦା ପହଞ୍ଚାଇଥାଏ ।

ଅଶ୍ୱତଥ ଗଛ ୧୦-୧୨ଟି ନରମ ପତ୍ରକୁ ନେଇ ଗୋଟେ ଗିଲାସ ପାଣିକୁ ସିଝାଇ ଯେବେ ପାଣି ସିଝିଯିବ ତେବେ ପାଣିକୁ କାଢି ଥଣ୍ତା ହେବାକୁ ଦିଅନ୍ତୁ ଓ ତିନି ଭାଗରେ ବାଣ୍ଟିକରି ରଖିଦିଅନ୍ତୁ ।  ଏବେ ଏହି ଅଶ୍ୱତଥ ଗଛର ପତ୍ରକୁ ସେହି ପାଣିରେ ମିଶାଈ ଆପଣଙ୍କୁ ୩ ତୁ ୪ ଘଣ୍ଟା ଅନ୍ତରରେ ସକାଳୁ ସଂନ୍ଧ୍ୟାରେ ପିଅନ୍ତୁ । ଲଗାତାର ୫ ଦିନ ଯାଏଁ ପିଇବାର ଅଛି । ଏହା ଦ୍ୱାରା ଆଉ ହାର୍ଟ ଆଟାକ୍ ହେବ ନାହିଁ ଓ ଆପଣ ସବୁବେଳେ ନିରୋଗ ରହିପାରିବେ ।

Leave a Reply

Your email address will not be published. Required fields are marked *