ଚଳିତ ବରଷ ନଭେମ୍ବର ୪ ରେ ଦୀପାବଳି ପାଳନ କରାଯିବ । ଏହି ଦିନ ଦୀପ ଜାଲି ଧୂମଧାମରେ ଦିପାଳି ପାଳନ କରା ଯାଇଥାଏ । ଏହି ଦିନ ଗ୍ରହ ମାନଙ୍କର ଗତିବିଧିରେ ପରିବର୍ତ୍ତନ ହେବାକୁ ଯାଉଛି । ଯାହାର ସିଧା ପ୍ରଭାବ କିଛି ରାଶି ମାନଙ୍କ ଉପରେ ପଡିବାକୁ ଯାଉଛି । ଦୀର୍ଘ ୧୩୧ ବର୍ଷ ପରେ ଦୀପାବଳି ଦିନ ଏମିତି ଏକ ମହାସଞ୍ଜୋଗ ଘଟିଛି ଯାହା ପାଇଁ କିଛି ରାଶି ମାନଙ୍କ ଉପରେ ଶୁଭ ଓ ଅଶୁଭ ପ୍ରଭାବ ପଡିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡିକ କଣ ରହିଛି ।
ମେଷ ରାଶି : ଏହି ରାଶିର ଲୋକ ମାନଙ୍କର କ୍ଯାରିୟର ରେ ସଫଳତା ମିଳିବା ସହ ନୂଆ ପ୍ଳାନ କରିବେ । କୌଣସି କ୍ଷେତ୍ରରୁ ଧନ ଲାଭ ହେବ । ଜୀବନରେ ହସ ଖୁସିର ମାହୋଲ ରହିବ । ସମାଜରେ ମାନ ସମାନ ପ୍ରତିଷ୍ଠା ହେବ ।
ବୃଷ ରାଶି :ଏହି ରାଶିର ଲୋକ ମାନଙ୍କର କିସ୍ମତ ବଦଳିବାକୁ ଯାଉଛି । ଧନ ପ୍ରାପ୍ତ ହେବ । ମା ଲକ୍ଷ୍ମୀଙ୍କ କୃପା ଲାଭ କରିବେ । ବ୍ୟବସାୟରେ ଭଲ ଲାଭ ହେବ ।
ମିଥୁନ ରାଶି : ଏହି ରାଶିର ଲୋକ ଆମେ ପରିବାର ଲୋକଙ୍କ ସହ ଭଲ ସମୟ ବିତାଇବେ । ଜୀବନରେ ଅନେକ ବଡ ପରିବର୍ତ୍ତନ ଦେଖାଯିବ ।
କର୍କଟ ରାଶି : ଏହି ରାଶିର ଲୋକ ମାନଙ୍କର ଶୁଭ ସମୟ ରହିବ । ଧନ ସମସ୍ଯା ଦୂର ହେବେ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ପାଇବେ ।
ସିଂହ ରାଶି : ଏହି ରାଶିର ଲୋକ ମାନଙ୍କର ଶୁଭ ସମୟ ରହିବା ସହ କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ । ଆପଣ ଅଧିକ ମେହନତ କରି ଖୁବ ଟଙ୍କା ଅର୍ଜନ କରିବେ ।
କନ୍ୟା ରାଶି : ଆପଣଙ୍କ ଜୀବନରେ ସାକାରାତ୍ମକ ଊର୍ଜାର ବୃଦ୍ଧି ହେବ । ଘର ପରିବାରରେ ସୁଖ ସମୃଦ୍ଧିର ଆଗମନ ହେବ ।
ତୁଳା ରାଶି : ଆପଣଙ୍କର ସମୟ ଭଲ ରହିବ । ଧନ ସମ୍ପତି ପ୍ରାପ୍ତ ହେବ । ପୈତୃକ ସମ୍ପତି ହାସଲ କରିବେ ।
ବିଛା ରାଶି : ଆପଣଙ୍କର ପରିବାରରେ ଖୁଶିର ଖବର ଶୁଣିବାକୁ ପାଇବେ । ଧନ ପ୍ରାପ୍ତ ହେବ । ଧନ କାମାଇବାର ନୂଆ ସୁଯୋଗ ଆପଣ ପାଇବେ ।
ଧନୁ ରାଶି : ଆପଙ୍କର ସମୟ ଶୁଭ ରହିବ । ଘର ପରିବାରରେ ଆର୍ଥିକ ସ୍ଥିତି ସୁଦୃଢ ରହିବ । ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କୁ କୌଣସି ବଡ ଲାଭ ମିଳିବ ।
ମକର ରାଶି : ଆପଣଙ୍କର ସମୟ ଅନୁକୂଳ ରହିବ । ଆପଣ ନିଜର ବୁଦ୍ଧି ବିବେକ ଦ୍ଵାରା ବଡ କାମରେ ସଫଳତା ହାସଲ କରିବେ । ଧନ ଆଗମନର ଯୋଗ ରହିଛି ।
କୁମ୍ଭ ରାଶି : ଆପଣଙ୍କର ସମୟ ସାମାନ୍ୟ ରହିବ । ଆପଣଙ୍କର ଇଚ୍ଛା ପୂରଣ ହେବ । ଚାକିରି କ୍ଷେତ୍ର ରେ ନୂଆ ପଦ ପାଇବେ ।
ମୀନ ରାଶି : ଆପଣଙ୍କର ସମୟ ଅନୁକୂଳ ରହିବ । ଆପଣ ନିଜର ବୁଦ୍ଧି ଦ୍ଵାରା ଆର୍ଥିକ ଲାଭ ପାଇ ପାରିବେ । ବ୍ୟବସାୟରେ ଆପଣ ଲାଭବାନ ହେବେ । ସମାଜରେ ମାନ ସମାନ ପ୍ରତିଷ୍ଠା ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।