୬ ମାସ ରେ ୪୫୭ଟଙ୍କା ମହଙ୍ଗା ହେଲା ଗ୍ୟାସ ସିଲେଣ୍ଡର- ପଢନ୍ତୁ ସମ୍ପୁର୍ଣ୍ଣ ଖବର

ଏଲପିଜି ଦାମ ଲଗାତାର ବଢିବାକୁ ଲାଗିଲେଣି, ଏହି ଥର ବୃଦ୍ଧି ବିଧାନସଭା ନିର୍ବାଚନ ପାଇଁ ୧୧ ଦିନ ପାଇଁ ସ୍ଥଗିତ କରା ଯାଇଥିଲା । ନିର୍ବାଚନ ପରେ ତେଲ କମ୍ପାନୀ ଏହି ବର୍ଷ ର ସବୁଠାରୁ ଅଧିକ ଦାମ ବଢେଇଛନ୍ତି ଏକାଥର ୧୪୪.୫୦ ଟଙ୍କା ବଢିଛି । ବୁଧବାର ଠାରୁ ୧୪.୨କେଜି ଗ୍ୟାସ ସିଲେଣ୍ଡର ଦାମ ଏଥର ୮୬୯ ହୋଇ ଯାଇଛି, ବ୍ୟବସାୟ କରୁଥିବା ଶ୍ରେଣୀ ଲୋକମାନେ ଯିଏ ୧୯ଲିଟର ଗ୍ୟାସ ଆଣୁଥିଲେ ରିଫିଲ ପାଇଁ ତାଙ୍କ ପାଇଁ ମଧ୍ୟ ମହଙ୍ଗା ହୋଇ ଯାଇଛି ଓ ତାଙ୍କ ପାଇଁ ୧୯କେଜି ଟାଙ୍କି ୧୪୯୮ ଟଙ୍କା ହୋଇ ଯାଇଛି ।

ଘରୋଇ ଗ୍ୟାସ ପାଇଁ ଲୋକଙ୍କୁ ଏଥର ୫୬୬.୧୪ ଟଙ୍କା ଖର୍ଚ କରିବାକୁ ପଡିବ, ଗତ ମାସ ରେ ଏହା ୨୮୨.୫୦ ଟଙ୍କା ଅଧିକ ମହଙ୍ଗା ହୋଇ ଯାଇଛି ।

ବ୍ୟବସାଇକ ଲୋକଙ୍କ ପାଇଁ ଗତ ୬ ମାସରେ ରିଫିଲ ପାଇଁ ୪୫୭ ଟଙ୍କା ବଢି ଯାଇଛି, ଏହି ସମୟ ରେ ସରକାର ଗ୍ୟାସ ପ୍ରାପ୍ତ କରୁଥିବା ଉପଭୋକ୍ତାଙ୍କ ଟଙ୍କା ଉପରେ ଡାକା ଦେଇଛନ୍ତି ।

୧୨ଟା ସିଲେଣ୍ଡର ଉପରେ ସବସିଡି ଦିଏ ସରକାର :

ବର୍ତମାନ ରେ ସରକାର ଦ୍ଵାରା ୧୨ଟି ମାସ ପାଇଁ ପ୍ରତି ଘରକୁ ୧୪.୨କିଲୋ ଗ୍ୟାସ ଦବାର ସବସିଡି ଦେଇଛନ୍ତି । ଯଦି ଗୋଟେ ବର୍ଷ ରେ ଆପଣଙ୍କୁ ୧୨ରୁ ଅଧିକ ଗ୍ୟାସ ଦରକାର ତେବେ ଆପଣଙ୍କୁ ମାରକେଟ ଅନୁଯାଇ ଆଣିବାକୁ ପଡିଥାଏ ଯାହା ସରକାର ଆପଣଙ୍କୁ ଦେଇ ନଥାଏ । ସରକାର ପ୍ରତି ବର୍ଷ ଯେଉଁ ଗ୍ୟାସ ଉପଭୋକ୍ତାଙ୍କୁ ନିଜ ରେଟ ଅନୁଯାଇ ଦିଅନ୍ତି ତାହା ମଧ୍ୟ ମାସକୁ ମାସ ବଦଳି ଥାଏ, ଔସତ ଅଂତରରାଷ୍ଟ୍ରୀଯ ବେଂଚମାର୍କ ଓ ବିଦେଶୀ ୱିନିମଯ ଦର ଅନୁଯାଇ କାରକ ସବସିଡି ରାଶି ନିର୍ଧାରିତ ହୋଇଥାଏ ।

ଅସୁବିଧା ରେ ପିଏନଜି :

ଏଲପିଜି ଛାଡି ପିଏନଜି ଯିବା ଉପଭୋକ୍ତାମାନଙ୍କ ପାଇଁ ସହଜ ନଥିଲା, ଗ୍ରୀନ ଗେଲ ଲିମିଟେଡ ରେ ବୁକିଙ୍ଗ କରିବାର ଗୋଟେ ବର୍ଷ ବି ସପ୍ଲାଇ ଆରମ୍ଭ ହୋଇ ନାହିଁ, କମ୍ପାନୀ ଅଫିସ ରେ ଅଭିଯୋଗ କଲେ ଉପଭୋକ୍ତାଙ୍କୁ କୁହା ଯାଏ ଯେ ଟିମ ଅଲଗା ଜାଗା ରେ କାମ କରୁଛନ୍ତି । ଟିମ ଆସିଲେ ଅପେକ୍ଷିତ ସ୍ଥାନ ରେ ଟିମ ଯାଇ କନେକ୍ସନ ଲଗେଇ ଦେବେ ।

ଏହି ସମ୍ବନ୍ଧ ରେ ଗ୍ରୀନ ଗେଲ ଅଧିକାରୀ ମାନଙ୍କ କହିବା ଅନୁଯାଇ ତାଙ୍କ ଟିମ କାମ କରିବା ରେ ଡେରି କରୁନାହାନ୍ତି ତେବେ ତାଙ୍କ ଅନୁଯାଇ ନଗର ନିଗମ ପାଳିକା ଠାରୁ ଅନୁମତି ନେଲା ପରେ ମଧ୍ୟ ସେ ତାଙ୍କ କାମରେ ଅସୁବିଧା କରୁଛନ୍ତି ଯାହା ଫଳରେ କାମ ସମୟ ରେ ହୋଇ ପାରୁ ନାହିଁ ଓ ଉପଭୋକ୍ତା ହଇରାଣ ହଉଛନ୍ତି । ଏହି କାରଣ ପାଇଁ କେତେକ ସୁପରବାଇଜର କାମ ଛାଡି ପଳେଇଲେଣି ଓ ଗ୍ରେନ ଗ୍ୟାସ ଆଗରା ଶହର ରେ ନିଜ ପ୍ରୋଜେକ୍ଟ ସମୟ ଅନୁଯାଇ ପୂର୍ଣ କରି ପାରି ନାହିଁ ।

Leave a Reply

Your email address will not be published. Required fields are marked *