ଛାତ୍ରଙ୍କର ଉତ୍ତରଖାତା ସାରଙ୍କୁ କରିଦେଲା ବେହୋସ ! ଏମିତି ଉତ୍ତର ଲେଖିଲେ ଯେ ଓଡ଼ିଶା ସାରା ହେଲା ଭାଇରାଲ…ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ଗତ ୩ ବର୍ଷ ହେବେ ସ୍କୁଲ କଲେଜ ସବୁ ବନ୍ଦ ରହିଥିଲା । ଯାହା ପାଇଁ ଅନ ଲାଇନ ରେ କ୍ଳାସ ହେଉଥିଲା । ଘରେ ବସି ପିଲା ମାନେ ଏମିତି ମୋବାଇଲ ଜରିଆରେ ପାଠ ପଢୁଥିଲେ ଆଉ ପରୀକ୍ଷା ମଧ୍ୟ ଦେଉଥିଲେ । କିନ୍ତୁ ଏବେ କୋରୋନା ପରେ ସ୍କୁଲ ଖୋଲିଲା ପରୀକ୍ଷା ମଧ୍ୟ ହେଲା । ସ୍କୁଲ ଖୋଲିବା ଆରେ ଛାତ୍ର ଛାତ୍ରୀ ସ୍କୁଲ ଆସି ପରୀକ୍ଷା ମଧ୍ୟ ଦେଲେ ହେଲେ ଯେତେବେଳେ ପରୀକ୍ଷା ଉତ୍ତର ଖାତା ସାର ଦେଖିଥିଲେ ସେହି ସମୟରେ ସାର ଅଚାନକ ବେହୋସ ହୋଇଗଲେ ।

ପରୀକ୍ଷା ଖାତାରେ ଏମିତି କିଛି ଲେଖା ଥିଲା ଯାହାକୁ ସାର ସହଜରେ ଗ୍ରହଣ କରି ପାରିଲେ ନାହି ଆଉ ଚେୟାର ରୁ ବେହୋସ ହୋଇଗଲେ । ସାରା ଉତ୍ତର ଖାତା ଦେଖି ହସିବେ ନ ରାଗିବେ କିଛି ବୁଝିପରୁ ନ ଥିଲେ । ଏମିତି କଣ ପାଇଁ ହେଲା ଆସନ୍ତୁ ଜାଣିବା ବିସ୍ତାର ଭାବେ । ତେବେ ସୂଚନା ଅନୁଯାୟୀ ଏହି ପରୀକ୍ଷା ଟି କୌଣସି ଛାତ୍ର ଭୂଗୋଳ ପ୍ରଶ୍ନ ର ଉତ୍ତର ର ଖାତା ।

ପ୍ରଶ୍ନ ରହିଛି ପ୍ରଦ୍ୟୁଷଣ କେମିତି ମୁକ୍ତ ହୋଇ ପାରିବ ? ଆଉ ଏହି ପ୍ରଶ୍ନ ରେ ଚତ୍ର ଜଣକ ଏମିତି ଉତ୍ତର ଦେଇଛନ୍ତି ଯାହାକୁ ଶୁଣିଲେ ଆପଣ ମାନେ ବି ହସି ହସି ତଳେ ଗଡିଯିବେ । ପ୍ରଶ୍ନ ର ଉତ୍ତର ପ୍ରଥମ ଲାଇନ ପରେ ଛାତ୍ର ଏମିତି କିଛି ଲେଖିଛନ୍ତି ଯେ ଗାଡି ରୁ ବାହରୁଥିବା ଧୂଆଁ ଓ କଳକାରଖାନା ରୁ ବାହାରୁଥିବା ପାଣି ଓ ପ୍ରଦ୍ଯୁସିତ ଧୂଆଁ କମ ହେଲେ ପ୍ରଦ୍ୟୁଷଣ ରୁ ରକ୍ଷା ପାଇ ପାରିବା ।

ହଳଦୀ ବସନ୍ତୀ ଚଢେଇ ତୁ ଆଲୋ ହଳଦୀ ମୁହୀଁ ସୋରିଷ ଫୁଲ ଛିଟ ଶାଢୀ ଲୋ ତୋତେ ଭାରି ମାନଇ । ଏତିକି ଲେଖିବା ପରେ ଶେଷରେ ଛାତ୍ର ଜଣକ ଉତ୍ତର ଏମିତି ଶେଷ କରିଛନ୍ତି କି ଆମେ ଏହିପରି ସାବଧାନ ଅବଲମ୍ବନ କରିଲେ ପ୍ରଦ୍ୟୁଷଣ ରୁ ମୁକ୍ତ ପାଇ ପାରିବା । ବାସ ଏତିକି ଲେଖିବା ପରେ ସଋ ଯାଇଥିଲା ପ୍ରଶ୍ନ ର ଉତ୍ତର ।

ଏମିତି ଏକ ଖବର କିଛି ଦିନ ପୂର୍ବରୁ ଭାଇରାଲ ହୋଇଥିଲା । ଯେଉଁଥିରେ ଜେଣ ଛାତ୍ର ଗୁଆ ଘିଅ ଗୀତ ଲେଖି ଚର୍ଚ୍ଚାକୁ ଆସିଥିଲେ । ଯଦି ଆପଣ ମାନେ ଏମିତି ଚାଲାକ ଛାତ୍ର କୁ କେବେ ଦେଖି ନ ଥିବେ ତାହା ହେଲେ ଏହି ଭିଡିଓ ରେ ଦେଖି ନିଅନ୍ତୁ ।

ତେବେ ଏଭଳି ଉତ୍ତର ଦେଖି ଯିଏ କି ବି ହସି ହସି ଗଡିଯିବେ ଆଉ କହିବେ ଏମିତି ଛାତ୍ର ଙ୍କୁ ଦୂର ରୁ ଗୁରୁ ଜୁହାର । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *