ସ୍କୁଲ ନେବା ବାଟରେ ମୋତେ ଅପହରଣ କରି ମୋ ସହ… ସମ୍ପୂର୍ଣ୍ଣ ଘଟଣା ଜାଣି ଆପଣଙ୍କ ରକ୍ତ ବି ହୋଇଯିବ ଗରମ

ନମସ୍କାର ବନ୍ଧୁଗଣ, ଯୁବତୀ ଙ୍କୁ ଦୀର୍ଘ ୪ ଦିନ ଅଟକ ରଖି ଦୁଷ୍କର୍ମ ହୋଇଛି । ବଳ ପୂର୍ବକ ଉଠାଇ ନେଇ ଯୁବତୀଙ୍କୁ ଦୁଷ୍କର୍ମ କରିଲା ଏହି ଅଭିଯୁକ୍ତ ଜଣକ । ଆପଣ ମାନେ ଏବି ଯୁବକ ଅଭିଯୁକ୍ତ ଙ୍କୁ ଭିଡିଓ ରେ ଦେଖି ପାରିବେ ଯିଏ କି ଗୋଟେ ନିରୀହ ଝିଅକୁ ୪ ଦିନ ଧରି ବଳାତ୍କାର କରିଥିଲା । ଇଏ ହେଉଛି ସେହି ଯୁବକ ଯିଏ କାମନା, ବାସନା ରେ ଭୁଲି ଯାଇଥିଲା ମାନବିକତା । ଆଉ ଗୋଟେ ନିରୀହ ଝିଅ ସହ ବନ୍ଦ କୋଠରି ଭିତରେ କରି ଚାଲିଥିବା ଦୁଷ୍କର୍ମ । ଯାହାକୁ ବିଶ୍ଵାସ କରୁଥିଲା ସେ ହିଁ ଧୋକା ଦେଇଲା । ସ୍କୁଲ ନେବା ବାହାନାରେ ଅପହରଣ କରି ଦୁଷ୍କର୍ମ କରିଲା ।

ଯେଉଁ ଗାଡିରେ ଯୁବତୀ ସ୍କୁଲ ଯାଇଥିଲେ ସେହି ଗାଡିର ଡ୍ରାଇଭର ସଇତାନ ସାଜିଲା । ଆଉ ସ୍କୁଲ ନେବା ବାଟରେ ହିଁ ଯୁବତୀଙ୍କୁ ଟେକି ନେଇ ୪ ଦିନ କାଳ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ ଯୁବକ ଡ୍ରାଇଭର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଲକ୍ଷ୍ନୌ ଥାନା ଅଞ୍ଚଳ ରେ । ଆଉ ଦୁଷ୍କର୍ମ କରିଥିବା ଯୁବକ ଜଣକ ହେଉଛନ୍ତି ପାରାଦ୍ଵୀପ ବୃନାଦବାନ କଲୋନୀ ର ଅନିଲ ନାୟକ ଓରଫ ଚିନୁ ।

ଜଣେ ଯୁବତୀଙ୍କୁ ଗୋଟେ ଘରେ ଅଟକ ରଖିବା ସହ ୪ ଦିନ କାଳ ଦୁଷ୍କର୍ମ କରା ଯାଇଥିବା ଅଭିଯୋଗ ହୋଇଛି । ଶନିବାର ଦିନ ପୋଲିସ ରାତି ପ୍ରାୟା ୧୧ଟା ବେଳେ ଯୁବତୀ ଙ୍କୁ ଉଧାର କରିଛି । ସୂଚନା ଅନୁଯାୟୀ ଯୁବତୀ ଜଣକ ୧୦ମ ଶ୍ରେଣୀ ର ଛାତ୍ର ।

ଯେଉଁ ଗାଡିରେ ଯୁବତୀ ସ୍କୁଲ ଯିବା ଆସିବା କରନ୍ତି ସେହି ଗାଡିର ଡ୍ରାଇଭର ୪ ଦିନ ତଳେ ବଳ ପୂର୍ବକ ଉଠାଇ ନେଇ ଲକ୍ଷ୍ନୌ ଥାନା ଅଞ୍ଚଳ ର ଏକ ଘରେ ରଖିବା ସହ ଦୁଷ୍କର୍ମ କରୁଥିଲା । ଏପଟେ ପରିବାର ଲୋକେ ଝିଅ କୁ ଅନେକ ଜାଗାରେ ଖୋଜା ଖୋଜି କରିଛନ୍ତି । ଅଭିଯୁକ୍ତ ଡ୍ରାଇଭର କିଛି ନ ଜାଣି ଥିବାର ଅଭିନୟ କରି ଏଡାଇ ଯାଉଥିଲା ।

ଶନିବାର ଦିନ ରାତି ୮ଟା ରେ ବିଶେଷ ସୂତ୍ର ରୁ ଖବର ପାଇ ପରିବାର ଲୋକେ ଗାଡି ଡ୍ରାଇଭର କୁ ପୁଣି ଥରେ ପଚରାଉଚରା କରିବାରୁ ସେ ଉକ୍ତ ଯୁବତୀଙ୍କୁ ଅଟକ ରଖିଥିବା କଥା ସାମନା କୁ ଆସିଥିଲା । ପରିବାର ଲୋକେ ଗାଡି ଚାଳକ ଙ୍କୁ ଧରି ପୋଲିସ ସହ ଘଟଣା ସ୍ଥଳରୁ ଯୁବତୀଙ୍କୁ ଉଧାର କରିଥିବା ଲଖାନୁ ଥାନା ଅଧିକାରୀ ସବ୍ୟସାଚୀ ରାଉତ କହିଛନ୍ତି ।

ତେବେ ଅଭିଯୁକ୍ତ ଗାଡି ଡ୍ରାଇଭର କୁ ପୋଲିସ ଗିରଫ କରିବା ସହ ଏହି ଘଟଣା ର ତଦନ୍ତ ଆରମ୍ଭ କରିଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *