ଚାକିରୀ ବଦଳି ହେଲା, ମନ ବି ବଦଳି ଗଲା, ଧୋକା ଖାଇଥିବା ପ୍ରେମିକ ଆସି ପ୍ରେମିକର ଜୀବନ ନେଲା… ଦେଖନ୍ତୁ କଣ ସମ୍ପୂର୍ଣ୍ଣ ଖବର

ଦର୍ଶକ ବନ୍ଧୁ ଲୋକେ କହୁଛନ୍ତି ସୋନାଲି, ଜିଜ୍ଞାସା ଭଳି ସୁନ୍ଦରୀ ଝିଅ ମାନେ ପ୍ରଥମେ ପ୍ରେମ କରନ୍ତି । ମିଠା ମିଠା କଥା କୁହନ୍ତି ଆଉ ପରେ ଧୋକା ଦେଇ ଚାଲି ଯାଆନ୍ତି । ଆଉ ମନ ଦେଇ ହୃଦୟ ଦେଇ ଭଲ ପାଉଥିବା ସୋମ୍ୟ ଓ ଆଜେକ୍ଶ ଙ୍କ ଭଳି ପୁଅ ମାନେ ଶେଷରେ ଜୀବନ ହାରନ୍ତି । ଆଉ ପୋଲିସ ସୁନ୍ଦରୀଙ୍କ ନାଁ ରେ 306 ଦଫା ଲଗାଏ । ତା ପରେ ଯେଉଁ କଥାକୁ ସେହି କଥା ।

ବନ୍ଧୁଗଣ ଆପଣଙ୍କର ମନେ ଥିବ ଗତ କାଲି ତଣ୍ଟି କାଟି ମୁଣ୍ଡକୁ ଛେ-ଚି ହ-ତ୍ୟା କରିଥିଲେ ରୀତା ଙ୍କୁ । ରାତି 11ଟା ରେ ରୀତାଙ୍କୁ ହ-ତ୍ୟା କରାଯାଇଥିଲା । ଜଣେ ଫାଇନାନ୍ସ କର୍ମଚାରୀଙ୍କୁ କିଛି ଦୁ-ର୍ବୁ-ତ୍ତ ବିଭଶ୍ଚ ଭାବେ ହ-ତ୍ୟା କରିଥିଲା ଯାହାକୁ ନେଇ ଦେବଗଡରେ ଚର୍ଚ୍ଚା ଲାଗି ରହିଛି । ଆଉ ଏବ କଥା ଉଠିଛି ପ୍ରେମ ସମ୍ପର୍କରୁ ହ-ତ୍ୟା କରାଯାଇଛି । ଲୋକେ ବି ସନ୍ଦେହ କରୁଛନ୍ତି ।

ଆଉ ପୋଲିସ କଥା କଥିତ ପ୍ରେମିକକୁ ଖୋଜୁଛି । ମୃତକ ମହିଳା କର୍ମଚାରୀ ଜଣକ ରୀତା ସାହୁ ଯାହାଙ୍କର ବୟସ ମାତ୍ର 26 ବର୍ଷ । ସେ ଭାରତ ଫାଇନାନ୍ସ ନାମକ ଏକ ଘରୋଇ ସଂସ୍ଥା ରେ କାମ କରୁଥିଲେ । ତାଙ୍କ ଘର ସମ୍ବଲପୁର କୋଚିଙ୍ଗା ଥାନା ରେ । ଦେଢ ମାସ ପୂର୍ବରୁ ବୁର୍ଲା ଶାଖା କୁ ବଦଳି ହୋଇ ଆସିଥିଲେ । ଚାକିରି ରେ ସିନା ବଦଳି ହୋଇଥିଲା ହୁଏ ତ କୁଆଡେ ତାଙ୍କ ମନ ବଦଳି ଯାଇଥିଲା ।

ଭଲ ପାଉଥିବା ପୁଅକୁ ଆଉ ଫୋନ କରୁ ନ ଥିଲେ କି କଥା ହେଉ ନ ଥିଲେ ରୀତା । ଶେଷରେ ଭଲ ପାଉଥିବା ପୁଅ ପିଛା କରି ଆସି ପହଞ୍ଚି ଥିଲା ଅଫିସ ପାଖରେ । ଯେବେ ରାତି 11ଟା ରୀତା ଅଫିସରୁ ବାହାରି ଥିଲେ ସେତେବେଳେ ଧୋକା ଖାଇଥିବା ଯୁବକ ଆଣକ କୁଆଡେ ପଛ ପଟୁ ମାଡି ବସିଥିଲେ । ଆଉ ତା ପରେ ହ-ତ୍ୟା କରିଥିଲେ । ଆଉ ହଠାତ ରୀତା ପାଟି କରିବାରୁ ଯୁବକ ଜଣକ ଫେରାର ହୋଇ ଯାଇଥିଲେ ।

ରୀତା ଙ୍କ ଚିତ୍କାର ଶୁଣିବା ପରେ ଅଫିସ କର୍ମଚାରୀ ମାନେ ଧାଇଁ ଆସିଥିଲେ ଆଉ ସ୍ଥାନୀୟ ଲୋକେ ଆସିଥିଲେ । କିନ୍ତୁ ଦୁର୍ବୁତ୍ତ ଅନ୍ଧାରରେ ଫେରାର ହୋଇ ଯାଇଥିଲା । ଆଉ ଏହି ବିଭଶ୍ଚ ଘଟଣା ଦେଖି ଲୋକେ ପୋଲିସ କୁ ଖବର ଦେଇଥିଲେ । ତା ପରେ ରୀତା ଙ୍କୁ ମୁଖ୍ୟ ଡାକ୍ତରଖାନା କୁ ନେଇଥିଲେ । କିନ୍ତୁ ସେଠାରେ ତାଙ୍କର ଜୀବନ ଚାଲି ଯାଇଥିଲା ।

ଆଉ ସବୁଠାରୁ ବଡ କଥା ହେଉଛି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା କଣ୍ଡାଲୋଇ ଅଞ୍ଚଳରେ ଥିବା ତାଙ୍କ ପ୍ରେମିକ ଯାହାକୁ ପ୍ରେମ କରୁଥିଲେ ରୀତା ସାହୁ ତାକୁ ଖୋଜୁଛି ପୋଲିସ । ତେବେ ପ୍ରେମିକ ପ୍ରବର ଧରା ପଡିବା ପରେ ସତ କଣ ସାମନା କୁ ଆସିବ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *