ଚାକିରି ମିଳୁନାହିଁ, ତ କରନ୍ତୁ ଏହି ସରଳ ଉପାୟ- Ajira Anuchinta

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଭାରତ ରେ ବହୁତ ସଂଖ୍ୟକ ବେକାରୀ ଯୁବକ ଦେଖିବାକୁ ମିଳୁଛନ୍ତି । ଏହାର କାରଣ ହେଉଛି ଭାରତ ରେ ସେମାନଙ୍କ ପାଇଁ ଯଥେଷ୍ଟ ପରିମାଣ ରେ ଚାକିରୀ ନାହିଁ । ଯାହା ଦ୍ୱାରା ଦେଶ ର ଅନେକ ଶିକ୍ଷିତ ଯୁବକ ଯୁବତୀ ବେକାର ହୋଇ ରହିଛନ୍ତି । ଅନ୍ୟ କେତେକ ଯୁବକ ବେପାର କ୍ଷେତ୍ରରେ ଅଛନ୍ତି ଓ ଆଉ କେତେକ ଯୁବକ ବିଦେଶ ରେ ଯାଇ କାମ କରୁଛନ୍ତି । କିନ୍ତୁ ଭାରତ ରେ ମଧ୍ୟ ଚାକିରୀ ର ଅଭାବ ନାହିଁ କିନ୍ତୁ ଯୋଗ୍ୟତା ଦୃଷ୍ଟି ରୁ ପଦ ମିଳୁ ନ ଥିବାରୁ ସେହି ଚାକିରୀ କରିବା ପାଇଁ ଅନେକ ଯୁବକ ଯୁବତୀ ସେଥିପ୍ରତି ଏତେ ଟା ଆକୃଷ୍ଟ ହେଉ ନାହାନ୍ତି ।

ଅନେକ ଯୁବକ ଯୁବତୀ ଙ୍କ ର ଚାକିରୀ ପାଇବା ପାଇଁ ଭାଗ୍ୟ ସାଥ ଦେଇ ନ ଥାଏ ଯାହା ଫଳ ରେ ସେମାନେ ବହୁତ ନିରାଶ ହୋଇଥାନ୍ତି । ଅନେକ ପିତା ମାତା ନିଜ ପିଲାଙ୍କ ଉପରେ ଭରସା କରି ବସିଥାନ୍ତି । କିନ୍ତୁ ଉପଯୁକ୍ତ ଚାକିରୀ ନ ମିଳିବା କାରଣରୁ ସେମାନେ ମଧ୍ୟ ବହୁତ ନିରାଶ ହୋଇଥାନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ଏପରି କିଛି ଉପାୟ ବତାଇବୁ ଯାହା ଦ୍ୱାରା ଆପଣ ବହୁତ ସହଜ ରେ ଚାକିରୀ ପାଇ ପାରିବେ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ।

ବନ୍ଧୁଗଣ ଯଦି ଆପଣଂକୁ ଚାକିରୀ ମିଳୁ ନାହିଁ କିମ୍ବା ଯଦି ଆପଣଂକୁ ଚାକିରୀ ମିକିବାରେ ବାଧା ପ୍ରାପ୍ତ ହେଉଛି ତେବେ ପ୍ରତ୍ୟେକ ଶନିବାର ଦିନ ଶନି ଦେବଙ୍କ ମନ୍ଦିର କୁ ଯାଆନ୍ତୁ ଓ ଭଗବାନ ଶନି ଦେବ ଙ୍କୁ କଳା ରାଶି ର ଦୀପ ଅର୍ପଣ କରନ୍ତୁ । ଏହା କରିବା ଦ୍ୱାରା ଆପଣଂକୁ ନିଶ୍ଚିତ ଚାକିରୀ ମିଳିବ । ବନ୍ଧୁଗଣ ଆମ ପାଖରେ ସାତ ପ୍ରକାର ର ଶସ୍ୟ ଦେଖିବାକୁ ମିଳିଥାଏ । ଏହି ସାତ ପ୍ରକାର ର ଶସ୍ୟ କୁ ଏକତ୍ର କରି ଏକ ଜରି ବା କପଡା ରେ ବାନ୍ଧି ଦିଅନ୍ତୁ ଏହାପରେ ଏହାକୁ ନିଜ ମୁଣ୍ଡ ଉପରେ ସାତ ଥର ବୁଲାଇ ଆଣନ୍ତୁ ।

ସେ ଶସ୍ଯ କୁ ପକ୍ଷୀ ମାନଙ୍କୁ ଖାଇବା ପାଇଁ ଦେଇ ଦିଅନ୍ତୁ । ଏହି ପରି କରିବା ଦ୍ୱାରା ନିଶ୍ଚିତ ଚାକିରୀ ମିଳିଥାଏ । ଆପଣ ଯେଉଁ ସ୍ଥାନରେ ଠାକୁର ପୂଜା କରୁଛନ୍ତି ସେହି ସ୍ଥାନରେ ପବନ ପୁତ୍ର ହନୁମାନ ଙ୍କ ର ବାୟୁ ରେ ଉଡୁଥିବାର ର ଏକ ଫୋଟୋ ଲଗାନ୍ତୁ ଓ ହନୁମାନ ଙ୍କ ର ଆରାଧନା କରନ୍ତୁ । ଏହା ସହିତ ଯେତେବେଳେ ଆପଣ ଚାକିରୀ ନିମନ୍ତେ ବାହାରୁଛନ୍ତି ସେତେବେଳେ ହନୁମାନ ଚାଳିଶା ନିଶ୍ଚୟ ପଢି କରି ଯାଆନ୍ତୁ ଦେଖିବେ ଆପଣଙ୍କ ର ବହୁତ ଶୁଭ ହେବ ଓ ଆପଣଂକୁ ଚାକିରୀ ମଧ୍ୟ ମିଳିଯିବ ।

ବନ୍ଧୁଗଣ ଯଦି ଆପଣଂକୁ ଚାକିରୀ ମିଳୁ ନାହିଁ ତେବେ ଆପଣ ଡିମିରି ଗଛରେ ପ୍ରତ୍ୟେକ ଦିନ ପାଣି ଦିଅନ୍ତୁ । ରହ ଦ୍ଵାରା ଆପଣଙ୍କ ର ପିତୃ ପୁରୁଷ ଶାନ୍ତି ପାଇବେ ଓ ଆପଣଙ୍କ ଉପରେ ସମସ୍ତ ଦେବା ଦେବୀ ପ୍ରସନ୍ନ ହେବେ ଓ ଏହା ସହିତ ଆପଣଂକୁ ବହୁତ ଶୀଘ୍ର ଚାକିରୀ ମଧ୍ୟ ମିଳିଯିବ । ଯଦି ଆପଣଂକୁ ଚାକିରୀ ମିଳୁ ନାହିଁ ତେବେ ଆପଣ ପ୍ରଥମେ ଏକ କୂଅ ନିକଟ କୁ ଯାଅନ୍ତୁ । ସେହି କୂଅ ରେ ପାଣି ଥିବା ନିହାତି ଆବଶ୍ୟକ । ସେହି କୂଅ ରେ କିଛି ଢାଳି ଦିଅନ୍ତୁ । ଏହିପରି ଆପଣ ୪ ରୁ ୫ ଥର କରିବା ଦ୍ୱାରା ଆପଣଂକୁ ନିଶ୍ଚିତ ଚାକିରୀ ମିଳିଯିବ ।

ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଂକୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ ।

Leave a Reply

Your email address will not be published. Required fields are marked *