ମନ୍ଦିରରେ ଥିବା ମା ଙ୍କ ମୂର୍ତ୍ତୀ ମଣିଷଙ୍କ ଭଳି କଥା ହେଉଛନ୍ତି ମନ୍ଦିରର ଲୋକଙ୍କ ସହ , ଚମତ୍କାର ଦେଖିକରି ବୈଜ୍ଞାନିକ ମାନେ ବି ଚକିତ

ଆପଣମାନେ ଭଗବାନ ଙ୍କ ବିଷୟରେ ଅନେକ କଥା ଶୁଣିଥିବେ | ଭଗବାନ ଥିବା ନଥିବାକୁ ନେଇ ବହୁତ ଚର୍ଚ୍ଚା ହୋଇଥାଏ , କିନ୍ତୁ କିଛି ଚମତ୍କାର ଏପରି ହୋଇଥାଏ କି ଯାହା ଲାଗେ କି ସତରେ ଭଗବାନଙ୍କ କିଛି ଅସ୍ତିତ୍ୱ ରହିଛି , ଏମିତି ଏକ ମନ୍ଦିର ବିହାରରେ ସ୍ଥିତ ଅଛି ଯେଉଁଠି ଭଗବାନ ଥିବା କଥା ବିଶ୍ୱାସ ହୋଇଯିବ , ଏଠାରେ ମୂର୍ତ୍ତୀ କଥା କହୁଛି , ଓ ବୈଜ୍ଞାନିକ ମାନେ ଏହାର ପୃଷ୍ଟି ବି କରିସାରିଛନ୍ତି ।

ତନ୍ତ୍ର ସାଧନା ପାଇଁ ପ୍ରସିଦ୍ଧ ବିହାରର ଗୋଟିଏ ରାଜ ରାଜେଶ୍ୱରୀ ତ୍ରିପୁର ସୁନ୍ଦରୀ ମନ୍ଦିରରେ ସାଧକଙ୍କ ସବୁ ମନୋକାମନା ପୂର୍ଣ୍ଣ ହୁଏ , ରାତିରେ ସାଧକମାନେ ଏହି ମନ୍ଦିରରେ ସାଧନା କରିବାରେ ଲିନ ରୁହନ୍ତି , ମନ୍ଦିରର ପ୍ରଧାନ ଦେବୀ ରାଜ ରାଜେଶ୍ୱରୀ ତ୍ରିପୁର ସୁନ୍ଦରୀ ଛଡା ବଂଙ୍ଗଳାମୁଖୀ ମାତା , ତାରା ମାତା , ସହ ଦତ୍ତାତ୍ରେୟ ଭୈରବ, ବଟୁକ ଭୈରବ, ଅନ୍ନପୂର୍ଣ୍ଣା ଭୈରବ, କାଳ ଭୈରବ, ଓ ମାତଙ୍ଗୀ ଭୈରବ ପ୍ରତିମା ସ୍ଥାପିତ ଅଛି , ମନ୍ଦିରରେ କାଳୀ , ତ୍ରିପୁର ଭୈରବୀ , ଧୁମାବତୀ, ତାରା ଛିନ୍ନ ମସ୍ତା, ଷୋଡଶୀ, ମାତଂଗଡି, କମଳା , ଉଗ୍ରତାରା , ଭୁବନେଶ୍ୱରୀ, ଆଦି ମହାଦେବୀଙ୍କ ପ୍ରତିମା ଅଛି , ଏହି କାରଣରୁ ତାନ୍ତ୍ରିକମାନେ ଆସ୍ଥା ନେଇକରି ଏହି ମନ୍ଦିରରେ ସାଧନା କରିଥାନ୍ତି , କୁହାଯାଏ କି ଏଠାରେ କିଏ ଜଣେ ଥିଲା ଭଳି ଶୁଭାଯାଏ ।

ରାଜ ରାଜେଶ୍ୱରୀ ତ୍ରିପୁର ସୁନ୍ଦରୀ ମନ୍ଦିର ସବୁଠାରୁ ଅନୋଖା ମାନ୍ୟତା ଅଛି କି ରାତ୍ର ସମୟରେ ସ୍ଥାପିତ ମୂର୍ତ୍ତୀରୁ କିଛି କହୁଥିବାର ଜଣାଯାଏ , ମୂର୍ତ୍ତୀଗୁଡିକ କେବେ କେବେ ଲୋକଙ୍କ ସହ କଥା ହୁଅନ୍ତି , ମଧ୍ୟ ରାତ୍ରୀରେ ଯେବେ ଲୋକେ ଏଠାକୁ ଆସିଥାନ୍ତି , ତେବେ ତାଙ୍କୁ କିଛି କହୁଥିବାର ଜଣାଯାଏ , ବୈଜ୍ଞାନିକ ମାନଙ୍କ ମତରେ କହିଛନ୍ତି କି ଏହା କୌଣସି ଭ୍ରମ ନୁହେଁ , ଏହି ମନ୍ଦିର ପରିସରରେ କିଛି ଶବ୍ଦ ହେଉଅଛି

ଏଠାକୁ ବୈଜ୍ଞାନିକର ଏକ ଟିମ୍ ଆସିଥିଲା , ସେମାନେ ରିସର୍ଚ୍ଚ କରି ଜାଣିପାରିଲେ କି ଏଠାରେ କୌଣସି ମନୁଷ୍ୟ ନାହାନ୍ତି , ଏହି କାରଣରୁ ଏଠାରେ ଶବ୍ଦ ଭ୍ରମଣ କରୁଥିଲେ , ବୈଜ୍ଞାନିଅ ମାନେ ମାନିଗଲେ କି ଏଠାରେ କିଛି ନା କିଛି ଅଦ୍ଭୁତ ଘଟିତ ହେଉଛି , ଯେଉଁଥିପାଇଁ ଏଠାରେ ଏମିତି ଅଜବ ଶବ୍ଦ ଆସୁଛି.

ଏହି ମନ୍ଦିର ୪୦୦ ବର୍ଷ ପୁରୁଣା ମନ୍ଦିର ଅଟେ , ପ୍ରସିଦ୍ଧ ତାନ୍ତ୍ରିକ ଭବାନୀ ମିଶ୍ର ପ୍ରାୟ ୪୦୦ବର୍ଷ ପୂର୍ବରୁ ଏହି ମନ୍ଦିରର ସ୍ଥାପନା କରିଥିଲେ , ସେବେଠାରୁ ତାଙ୍କ ପରିବାର ସଦସ୍ୟ ଏହି ମନ୍ଦିରର ପୂଜାରୀ ହୋଇ ଆସୁଛନ୍ତି , ତନ୍ତ୍ର ସାଧନାରୁ ଏହି ମାତାଙ୍କ ପ୍ରତିଷ୍ଠା ହୋଇଛି ।

Leave a Reply

Your email address will not be published. Required fields are marked *