ଚାଣକ୍ୟ ନୀତି : ଘରେ ପ୍ରତ୍ୟକ ଦିନ ଏହି କାମ କରିବା ଆବଶ୍ୟକ ଅଟେ

ଆଚାର୍ଯ୍ୟ ଚାଣକ୍ୟଙ୍କ ବହୁତ କଥା ଆମେ ଆପଣଙ୍କୁ କହିଛୁ ତେବେ ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତି ରେ ଏମିତିକା ବହୁତ ଜିନିଷ ବିଷୟରେ ଉଲେଖ କରିଛନ୍ତି ଯାହା ମାନବ ଜୀବନ ପାଇଁ ସୁଖକାରୀ ଏବଂ ଲାଭଦାୟ ହୋଇଥାଏ, ଚାଣକ୍ୟ ନୀତିରେ ଜୀବନ ବଞ୍ଚିବାର ସଠିକ ଭାବ କୁହାଯାଇଛି । ଚାଣକ୍ୟ ସାମାନ୍ୟ ଲୋକଙ୍କ ଜୀବନରେ ଆସୁଥିବା ଅସୁବିଧା ଏବଂ କର୍ମ ବିଷୟରେ ଲେଖିଛନ୍ତି ଏବଂ କେଉଁ କାମ କରିବା ଉଚିତ ଏବଂ କେଉଁ କାମ କରିବା ଉଚିତ ନୁହ ତାହା ମଧ୍ୟ କହିଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି କଥା ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ ଲାଜ କରିବା ଉଚିତ ନୁହ ।

Image Courtesy: Google

ରାଜନୀତି ଓ ଅର୍ଥଶାସ୍ତ୍ର ରେ ମହାନ ଜ୍ଞାନ ଚାଣକ୍ୟ ସମାଜର କଲ୍ୟାଣ ପାଇଁ କହିଛନ୍ତି । ଯାହାର ସଦୁପୋଯୋଗ କରି ବ୍ୟକ୍ତି ତା ଜୀବନରେ ସଫଳ ହୋଇ ପାରିବ । ତାଙ୍କ ଚାଣକ୍ୟ ନୀତି ଦ୍ଵାରା ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ତାଙ୍କ ସବୁ ସଫଳତା ଲାଭ କରିଥିଲେ । ଓ ଭାରତ ର ମହାନ ସମ୍ରାଟ ବନିଥିଲେ । ଚାଣକ୍ୟ ଙ୍କ ବହୁତ ଶ୍ଳୋକରେ ଏହା କୁହାଯାଇଛି କି କେମିତି ମଣିଷ ତା ଜୀବନରେ ସଫଳତା ପାଇପାରିବା ।

୧. ଯେଉଁ ମହିଳା ସକାଳେ ଉଠି ଘର ଝାଡୁ କରି ପୋଛା ମାରନ୍ତି ସେହି ଘରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ, ଏମିତି ଘରେ ଭଗବାନ ରହିବା ପସନ୍ଦ କରନ୍ତି, ତେବେ ଘର ସଫା କରି ଗାଧେଇବା ଉଚିତ ।

୨. ମୁଖ୍ୟ ଦ୍ଵାର ସବୁ ଦିନ ଗାଧେଇବା ଆଗରୁ ସଫା କରିବା ଉଚିତ ଏହା ଦ୍ଵାରା ଆପଣଙ୍କ ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରି ପାରେ ନାହିଁ ଓ ଆପଣଙ୍କ ଘର ସୁରକ୍ଷିତ ହୋଇଥାଏ ।

Image Courtesy: Google

୩. କୌଣସି ମହିଳାଙ୍କୁ ଗାଧେଇବା ପରେ ରୋଷେଇ କରିବା ଉଚିତ କାହିଁକିନା ଗଢେଇବା ପରେ ଆମ ଭିତରେ ବହୁତ ସକାରାତ୍ମକ ଊର୍ଜା ପ୍ରବାହିତ ହୋଇଥାଏ ଯାହା ଫଳ ସ୍ୱରୂପ ଆମେ କାମ ସଠିକ ଭାବରେ କରି ପାରିଥାଉ ।

୪. ସମସ୍ତଙ୍କ ଘରେ ତୁଳସୀ ଗଛ ଅଛି ତେବେ ମହିଳାଙ୍କୁ ସକାଳେ ସଞ୍ଜରେ ତୁଳସୀ ଗଛ ପୂଜା କରିବା ବହୁତ ଆବଶ୍ୟକ ଅଟେ ଏହା ଦ୍ଵାରା ଘରେ ସୁଖ ସମୃଦ୍ଧି ବାସ କରି ଥାନ୍ତି ।

୫. କୌଣସି ମହିଳାଙ୍କୁ ସନ୍ଧ୍ୟା ସମୟରେ ଚୁଟି କୁଣ୍ଡେଇବା ବା ଚୁଟି ଖୋଲିବା ଉଚିତ ନୁହ ଏହା ଦ୍ଵାରା ନକାରାତ୍ମକ ଶକ୍ତି ଆକର୍ଷିତ ହୋଇଥାନ୍ତି । ତେବେ ସୂର୍ଯ୍ୟାସ୍ତ ପରେ ମୁଣ୍ଡ କୁଣ୍ଡେଇବା ଉଚିତ ନୁହ ।

Image Courtesy: Google

୬. ଘର ମହିଳାଙ୍କୁ ଖାଇବା ଆଗରୁ ଭଗବାନଙ୍କୁ ଯାହା ଖାଉଛନ୍ତି ଆଗ ଅର୍ପିତ କରି ଖାଇବା ଉଚିତ ।

୭. ଘର ମହିଳାଙ୍କୁ ଶାନ୍ତ ଏବଂ ବୁଝିବା ର ହୋଇଥିବା ଦରକାର ନଚେତ ଘର ନଷ୍ଟ ହୋଇଯାଇଥାଏ । ମହିଳାଙ୍କୁ କେବେ କାହାକୁ ଅପଶବ୍ଦ କହିବା ଉଚିତ ନୁହ କାହିଁକିନା ସ୍ତ୍ରୀ ଘର ଲକ୍ଷ୍ମୀ ହୋଇଥାନ୍ତି ଓ ତାଙ୍କର ଏହି ଭଳି ସ୍ଵଭାବ ଘର ଲୋକଙ୍କ ପାଇଁ ଉଚିତ ନୁହ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *