ଶନିବାର ଦିନ ଏହି ୬ଟି ବସ୍ତୁ ଘରକୁ କେବେ ଭୁଲରେ ବି ଆଣନ୍ତୁ ନାହିଁ 

ଶନିବାରକୁ ଭଗବାନ ଶନିଦେବଙ୍କୁ ସମର୍ପିତ କରା ଯାଇଥାଏ । ଭଗବାନ ଶନିଦେବ ଏକମାତ୍ର ଏମିତି ଦେବତା ଅଟନ୍ତି ଯାହା କ୍ରୋଧରେ ଦେବତା ମାନେବି ଥରନ୍ତି । ଇଏ ଯାହା ଉପରେ ନିଜର ବକ୍ର ଦୃଷ୍ଟି ପକାଇଥାନ୍ତି ତାହାର ବିନାଶ ସୁଂଶ୍ଚିତ ଅଟେ । ଶନି ହେଉଛନ୍ତି ନ୍ୟାୟର ଦେବତା ବୋଲି ଜଣାଯାଏ । ନ୍ୟାୟର ନାତା ଧର୍ମରେ ପାଳନ କରନ୍ତି । ଓ ଠିକ ଏବଂ ଭୁଲ କର୍ମର ନ୍ୟାୟର ଆଧାର ହୋଇଥାଏ । କୁହାଯାଏ କି ଯିଏବି ଜାତକ ଶନିଙ୍କ ସହ ଯୋଡ଼ା ଦାନ କରିଥାନ୍ତି । ତାଙ୍କ କର୍ଜରୁ ଛାଡ ପାଇ ପାରିବେ । ଶତ୍ରୁଙ୍କ ପ୍ରତି ବିଜୟ ପ୍ରାପ୍ତ ମିଳିଥାଏ ।

Image Courtesy: Google

ଶନିଦେବଙ୍କ ପ୍ରକୋପରୁ ବଞ୍ଚିବା ପାଇଁ ଉପାୟ :

1.ସବୁ ଶନିବାର ଦିନ ନାଲି ବସ୍ତ୍ର ଧାରଣ କରିକି ହନୁମାନଙ୍କ ଆଗରେ ଠିଆ ହୁଅନ୍ତୁ । ହନୁମାନଙ୍କ ପୂଜାରେ ଶାନିଦେବ ଶାନ୍ତ ହୁଅନ୍ତି ।

2. ଯେଉଁ ଜାତକରେ ଭଗବାନ ଶନିଙ୍କ ବକ୍ର ଦୃଷ୍ଟି  ପଡ଼ିଯାଏ । ତାଙ୍କୁ ବହୁତ୍ ସମୟ ଯାଏ ରୋଗର ସାମ୍ନା କରିବାକୁ ପଡ଼ିଥାଏ । ଏହି ଜାତକ ସବୁ କାମରେ ବାଧା ବିଘ୍ନ ଉତ୍ପନ୍ନ ହୋଇଥାଏ । ଚାକିରି ସହ ଯୋଡ଼ିତ କିଛି ବାଟରେ କଠିନ ଆସିଥାଏ । ଯଦି ଶନିଦେବଙ୍କୁ ପୁଜା ବିଧି ବିଧାନ ସହ କରାଯାଏ ତେବେ ତୁରନ୍ତ ଲାଭ କାରି ହୋଇଥାଏ ।

3.ନିୟମିତ ରୁପରେ ଶନିବାର ଓ ମଙ୍ଗଳବାର ଦିନ ହନୁମାନଙ୍କୁ ଚମେଳିର ତେଲରେ ଦୀପ ଲଗାନ୍ତୁ ଯଦି ଆପଣ ଦର୍ଶନ କରନ୍ତି ତେବେ ଏଥିରେ ଆପଣକୁ ଅଧିକ ଲାଭ ମିଳିବ ।

Image Courtesy: Google

ଶନିବାର ଦିନ ଘରେ ଏହି ଜିନିଷ ଭୁଲରେ ମଧ୍ୟ ଆଣନ୍ତୁ ନାହିଁ :

1. ଶନିବାର ଦିନ ଭୁଲରେ ମଧ୍ୟ ଘରେ ଚମଡା ଜିନିଷ ଆଣି ପୂରେଇବା ଉଚିତ ନୁହ ସେଥିପାଇଁ ଜୋତା, ପର୍ସ ବା ଅନ୍ୟ ଚମଡା ଜିନିଷ ଶନିବାର ଦିନ କିଣା କିଣି କରନ୍ତୁ ନାହିଁ ।

3.ଶନିବାର ଦିନ ଘରେ ଲୁହା ଜିନିଷ ଆଣନ୍ତୁ ନାହିଁ ଏହା ଦ୍ଵାରା ଆପଣଙ୍କ ଘର ଉପରେ ଶନିଙ୍କ ସାଢେସାଥି ପଡିଥାଏ ସେଥିପାଇଁ ମନେ ରଖନ୍ତୁ ଲୁହା ଜିନିଷ ଆଣନ୍ତୁ ନାହିଁ ।

Image Courtesy: Google

4.ଶନିବାର ଦିନ କଳା କୋଇଲା ଘରକୁ ଆଣନ୍ତୁ ଏହା ଦ୍ଵାରା ଶନି ଦେବଙ୍କ ସ୍ୱରୂପ ଘରେ ଆସିଥାଏ ଓ ଆପଣଙ୍କ ବର୍ବାଦି ଆରମ୍ଭ ହୋଇଥାଏ ତେବେ ଶନିବାର ଦିନ କୌଣସି ପ୍ରକାର ଇନ୍ଧନ ଘରକୁ ଆଣିବା ଉଚିତ ନୁହ ।

5. ଶନିବାର ଦିନ ଆପଣ ଭୁଲରେ ମଧ୍ୟ କୌଣସି ପ୍ରକାର ତେଲ ଘରକୁ ଆଣିବା ଉଚିତ ନୁହ, ତେଲ ଘରକୁ ଆଣିଲେ ଆପଣଙ୍କ ଆର୍ଥିକ ସମସ୍ଯା ଆରମ୍ଭ ହୋଇଥାଏ ଯାହା ଦ୍ଵାରା ଆପଣ ଧାର କରଜରେ ବୁଡି ଥାନ୍ତି ସେଥିପାଇଁ ଶନିବାର ଦିନ ତେଲ ଆଣନ୍ତୁ ନାହିଁ ।

6. ଶନିବାର ଦିନ ଯେତେ ଆବଶ୍ୟକ ହେଲେ ମଧ୍ୟ ରାଶି କିଣିବେ ନାହିଁ, ବିଶେଷ କରି କଳା ରାଶି, ତେବେ ରାଶି ଦ୍ଵାରା ଘରେ ଦରିଦ୍ରତା ଆସିଥାଏ ଅନ୍ୟ ବାରରେ କିଣିଲେ କୌଣସି ଅସୁବିଧା ନାହିଁ କିନ୍ତୁ ଶନିବାର ଦିନ କିଣନ୍ତୁ ନାହିଁ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *