ଏହି ରାସ୍ତାରେ ଥିବା ହନୁମାନଙ୍କ ମୂର୍ତ୍ତି ଭୂତଠାରୁ ଭକ୍ତମାନଙ୍କୁ ରକ୍ଷା କରିଥାଏ- ସତ୍ୟ ଘଟଣା

ସଂକଟମୋଚନ ହନୁମାନ ଜଲ୍ଦି ପ୍ରସନ୍ନ ହେଉଥିବା ଦେବତା ମାନଙ୍କ ମଧ୍ୟରେ ଏକ । କୁହାଯାଏ କି ହନୁମାନଙ୍କୁ ସତ ମନରେ ଶ୍ରଦ୍ଧା ପୂର୍ବକ ଭାବେ କରାଯିବା ପୂଜା କେବେ ହେଲେ ବେକାରରେ ଜୀବ ନାହିଁ । ଯେତବେଳେ ମଣିଷ ଚାରିପଟ ସଙ୍କଟରେ ଘେରି ଯାଇଥାଏ, ସେଥିରୁ ବାହାରିବାର ରାସ୍ତା ଖୋଜିବାରେ ସେ ବିଫଳ ହୋଇଯାନ୍ତି ତାହେଲେ ହନୁମାନଙ୍କୁ ସତ ମନରେ ଭାବିବା ବହୁତ ଫଳଦାୟୀ ହୋଇଥାଏ । ଯେଉଁ ଭକ୍ତ ହନୁମାନଙ୍କୁ ସତ ସେବା ଭାବରେ ହନୁମାନଙ୍କ ଆରଧନା କରିଥାଏ ସେ ହନୁମାନଙ୍କର ଦୟା ନିହାତି ପାଇଥାଏ । କୌଣସି ବି ବିଘନ ରେ ହନୁମାନଙ୍କର ସ୍ମରଣ ତାହାକୁ ନିର୍ବିଘ୍ନ କରିଦିଅନ୍ତି । ହନୁମାନଙ୍କୁ ପ୍ରସନ୍ନ କରିବା ବହୁତ ସହଜ ହୋଇଥାଏ । କିନ୍ତୁ କିଛି ଏମିତି ମନ୍ତ୍ର ଅଛି ,ଯାହାକୁ ଆପଣ ପ୍ରତିଦିନ ଜପ କଲେ ଆପଣଙ୍କୁ କେବେବି କୌଣସି ପ୍ରକାର ର ହାନି ହେବ ନାହିଁ ।

Image Courtesy: Google

ଆଜି ଆମେ ଆପଣଙ୍କୁ ହନୁମାନ ଭଗବାନଙ୍କ ଏମିତି ଗୋଟେ ସତ୍ୟ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦବ । ଥରେ ରମେଶ ନାମକ ଗୋଟେ ଲୋକ ନିଜ ପୁରା ପରିବାର ସହ ଗାଁକୁ ଯାଉଥିଲେ ଗାଁ ଯିବା ପାଇଁ ରାସ୍ତାରେ ରାତି ହୋଇଗଲା । ରାତିରେ ୧୨ଟା ଗୋଟେ ରେ ହଟାତରେ ଗୋଟେ ଜଙ୍ଗଲ ରାସ୍ତାରେ ଆସି ପହଞ୍ଚିଲେ କିଛି ବାଟ ଗଲା ପରେ ତାଙ୍କୁ ଗୋଟେ ଓସ୍ତ ଗଛ ତଳେ ଭଗବାନ ହନୁମାନଙ୍କ ଗୋଟେ ମୂର୍ତ୍ତି ଥିଲା ଯାହା ଉପରେ ସିନ୍ଦୁର ଲଗା ହୋଇଥିଲା ଓ ରାତିରେ ମଧ୍ୟ ମୂର୍ତ୍ତି ଚମକୁଥିଲା ।

Image Courtesy: Google

ରମେଶ ମା ଗାଡି ରଖି ଦର୍ଶନ କରିବା ପାଇଁ କହିଥିଲେ ରମେଶ ଜୋର ଜୋର ସେ ହାସିଲ ଓ କହିଲା ଏମିତି ହଜାର ମୂର୍ତ୍ତି ଦେଖା ଯିବେ କେତେ ମୂର୍ତ୍ତି ଆଗରେ ମୁଣ୍ଡିଆ ମାରିବ । ଏହା ପରେ ରମେଶ ଗାଡି ସ୍ପିଡକରି ଚଳେଇବା ଆରମ୍ଭ କଲା କିନ୍ତୁ ଘଣ୍ଟେ ଗାଡି ଚଳେଇବା ପରେ ରମେଶ ଫୁଣୀ ଆସି ସେହି ଓସ୍ତ ଗଛ ମୂଳେ ଆସି ପହଞ୍ଚିଲେ ରମେଶ ଆଶ୍ଚର୍ଯ୍ୟ ହୋଇ ଗଲା କିନ୍ତୁ ଭୁଲ ରାସ୍ତା ଭାବି ଆଉ ଥରେ ଅନ୍ୟ ରାସ୍ତାରେ ଗାଡି ଚଳେଇଲା ଯାହା ଘଣ୍ଟେ ପରେ ଆସି ସେହି ଓସ୍ତ ଗଛ ମୂଳେ ହନୁମାନ ଭଗବାନଙ୍କ ପାଖରେ ଆସି ପହଞ୍ଚିଲା ।

Image Courtesy: Google

ଏହା ଦେଖି ରମେଶ ମୁଣ୍ଡ କାମ କଲା ନାହିଁ କିନ୍ତୁ ଏହା ପରେ ତୃତୀୟ ଥର ପାଇଁ ରମେଶ ଗାଡି ଧୀରେ ଧୀରେ ଚଳେଇବା ଆରମ୍ଭ କଲା, କିଛି ବାଟ ଗଲା ପରେ ହଟାତ ଧୂଆଁ ସାମ୍ନାକୁ ଆସିଲା ଯାହାକୁ ଦେଖି ରମେଶ ଡଋ ଗଲା ଓ ଗାଡି ପଛୁଆ ବୁଲେଇ ଆସି ଭଗବାନଙ୍କ ପାଖରେ ପହଞ୍ଚିଲା ଯାହା ପରେ ପୁରା ପରିବାର ଦର୍ଶନ କଲେ ଓ ଏହା ପରେ ଜଙ୍ଗଲରେ ଗାଡି ଗଦେଇଲେ ଓ କିଛି ସମୟ ଭିତରେ ଆସି ଗାଁରେ ପହଞ୍ଚିଲେ । ଗାଁ ଲୋକଙ୍କୁ ରମେଶ ସବୁ କଥା କହିଲା ଯାହା ପରେ ଲୋକ କହିଲେ ଜଙ୍ଗଲରେ ବହୁତ ଦୁଷ୍ଟ ଶକ୍ତି ମାନଙ୍କ ବାସ ଅଛି ଯାହା ଲୋକ ରାସ୍ତା ଭୁଲି ଯାନ୍ତି ଓ ତାଙ୍କର ଶିକାର ହୁଅନ୍ତି କିନ୍ତୁ ଓସ୍ତ ଗଛ ମୂଳେ ଥିବା ଭଗବାନ ହନୁମାନଙ୍କ ମୂର୍ତ୍ତି ଲୋକଙ୍କୁ ସଠିକ ରାସ୍ତା ଦେଖାଇ ଥାଏ ।

Leave a Reply

Your email address will not be published. Required fields are marked *