ବର୍ଷ ବର୍ଷ ଧରି ରସୁଣ ଆମ ଖାଦି ରେ ଔଷଧୀୟ ଗୁଣ ଭରପୁର ଅଟେ, ପାରମ୍ପରିକ ଚିକିତ୍ସା ପଦ୍ଧତି ରେ ରସୁଣ ଉପଯୋଗ ସାମାନ୍ଯ ଥଣ୍ଡା ଜର ଏବଂ ଭାଇରଲ ସଂକ୍ରମଣ ପାଇଁ ହୋଇଥାଏ, ଗତ ଦିନ ବିଯାତନାମ ବୈଜ୍ଞାନିକ ନିଜ ଅଧ୍ୟୟନ ଦ୍ଵାରା ଏହା କହିଛନ୍ତି ଯେ ରସୁଣରେ ୯୯.୪% ଟେଲିୟ ତତ୍ଵ କରୋନା ଭାଇରସ ଠାରୁ ଲଢିବା ପାଇଁ ସାହାଜ୍ଯକାରୀ ଅଟେ, ରସୁଣ ଖାଇବା ସୁଆଦ ଏବଂ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ, ଏହା ସ୍ଵାଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ । ରସୁଣ ଦ୍ଵାରା ଆମ ଶରୀର ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ ଆୟୁର୍ବେଦ ରେ ଏହାକୁ ଚମତ୍କାରୀ ଔଷଧ ମଧ୍ୟ କୁହା ଯାଏ, କଣ ଆପଣ ଏହା ଜାଣିଛନ୍ତି ଯେ ରସୁଣ ଚା ଓଜନ କମ କରିବା ରେ ଆପଣଙ୍କୁ ସାହାଜ୍ଯ କରିଥାଏ ।
ମୋଟା ହବା :
ଓଜନ କମ କରିବା ପାଇଁ ରସୁଣ ଚା ବହୁତ ଲାଭକାରୀ କାମ କରିଥାଏ, ଏହା ଶରୀର ମେଟାବୋଲିଜିମ ବଢେଇ ଥାଏ ଏବଂ ଅଧିକ ଫ୍ୟାଟ ଧୀରେ ଧୀରେ କମ କରିବା ରେ ସାହାଜ୍ଯ କରିଥାଏ, ରସୁଣ ଚା ଏନ୍ଟିବାୟୋଟିକ ଔଷଧ ଫୁଡ ବିଷ ଠାରୁ ଲଢିବା ପାଇଁ କାର୍ଯ୍ୟକାରୀ ହୋଇଥାଏ ।
ବ୍ଲୋଡ ପ୍ରେସର କଣ୍ଟ୍ରୋଲ :
ପ୍ରାୟତଃ ଡକ୍ଟର ଲୋକଙ୍କୁ ଖାଲି ପେଟ ରସୁଣ ଖାଇବା ପାଇଁ କହିଥାନ୍ତି, ଏମିତି କରିବା ରକ୍ତ ପତଳା କରିଥାଏ, ରକ୍ତ ପତଳା ହେଲେ ଶରୀର ବ୍ଲୋଡ ସରକୁଲେସନ ସୂଚାରୁ ରୂପରେ ହୋଇଥାଏ । ଏହା ଦ୍ଵାରା ଶରୀର ବ୍ଲୋଡ ପ୍ରେଶର ସାମାନ୍ୟ ଅଟେ, ରସୁଣ ଚା ଏହାର ସମାଧାନ ସାହାଜ୍ଯ କରିଥାଏ, ଏହା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ହୋଇଥାଏ ।
ଡାଇବେଟିଜ :
ରସୁଣ ଚା ସବୁଦିନ ସେବନ କଲେ ଶରୀର ରେ କୋଲେଷ୍ଟ୍ରୋଲ ଲେବଲ କମ ହୋଇଥାଏ, ଡାଇବେଟିଜ ଭଳି ରୋଗି ଦୂର କରିଥାଏ, ରସୁଣ ରେ ଏନ୍ଟିଅକ୍ସିଡେଣ୍ଟ ହୋଇଥାଏ, ଯାହା ଶରୀରରେ ଇନସୁଲିନ ବନେଇବାରେ ସାହାଜ୍ଯ କରିଥାଏ । ରସୁଣ ଭୋଜନକୁ ବିଷାକ୍ତ କରୁଥିବା ଜୀବାଣୁ ଲଢେଇବା ପାଇଁ ସାହାଜ୍ଯ କରିଥାଏ ।
ରସୁଣ ଚା ଏମିତି ବନାନ୍ତୁ :
ସର୍ବ ପ୍ରଥମେ ଗୋଟେ ଗ୍ଳାସ ପାଣି ଫୁଟେଇ ସେଥିରେ କିଛି ଅଦା ଏବଂ ରସୁଣ ବାଟି ପକେଇ ଦିଅନ୍ତୁ ।
ଏବେ ୧୫ ମିନିଟ ଢାଙ୍କି ଏହାକୁ ଛାଡି ଦିଅନ୍ତୁ ଏବଂ ଏହା ପରେ ପାଣିକୁ ଥଣ୍ଡା କରି ଛାଣି ନିଅନ୍ତୁ ।
ଏବେ ଗୋଟେ ଚାମଚ ଲେମ୍ବୁ ରସ ପକାଇ ଦିଅନ୍ତୁ ଏବଂ ଗୋଟେ ଚାମଚ ମହୁ ମିଶାନ୍ତୁ ।
ଆପଣ ଚାହିଁଲେ ଏଥିରେ କିଛି ପୁଦିନା ପକେଇ ପାରନ୍ତି ଓ ଆପଣଙ୍କ ରସୁଣ ଚା ରେଡି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।