ନାରୀ ମାନଙ୍କର ସବୁଠୁ ବଡ ଦୁର୍ବଳତା, ପୁରୁଷ ମାନେ ନିଶ୍ଚୟ ଦେଖନ୍ତୁ- Chanakya Niti

ବଡଲୋକଙ୍କ ଠାରୁ ଶୁଣିଥିବେ ସ୍ତ୍ରୀ ଜାତିକୁ ସ୍ଵୟଂ ବ୍ରହ୍ମାବି ବୁଝି ପାରି ନାହାନ୍ତି ମଣିଷ କଣ ବୁଝିବ । କିନ୍ତୁ ଧର୍ମ ନୀତି ଓ କୁଟ ନୀତିର ମହାନ ରାଜନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ନୀତିରେ ଏମିତି କିଛି ୫ ଟି କମଜୋରି ମହିଳା ମାନଙ୍କ ବିଷୟରେ କୁହାଜାଇଛି ।

ଯଦି ଆପଣ ଏହା ବିଷୟରେ ଜାଣିପାରିବେ ତାହେଲେ ଆପଣ ତାଙ୍କୁ ନିଜ ଆୟତରେ ରଖିପାରିବେ । ମହିଳା ମାନେ ବହୁତ ମିଛ କହିଥାନ୍ତି । ମହିଳା ମାନେ କେତେବୀ ଚେଷ୍ଟା କାଲେ ମଧ୍ୟ ମିଛ କହିବ ଛାଡି ପାରନ୍ତି ନହିଁ । ସେ ଗୋଟେ ମିଛକୁ ଲୁଚାଇବାକୁ ଯାଇ ବହୁତ ମିଛ କହିଥାନ୍ତି ।

ମହିଳା ମାନେ ବିନା ଭାବିଚିନ୍ତି କାମ କରିଥାନ୍ତି । ଏହା ତାଙ୍କ ସ୍ବଭାବରେ ଥାଏ କିଛି ପ୍ରସ୍ତୁତି କି ପୂର୍ବ ପ୍ରସ୍ତୁତି ନକରି ସେ କାମ କରିଥାନ୍ତି । ମହିଳା ମାନେ ଅଧା ସୂଚନା ଥିଲେ ମଧ୍ୟ ସେ କାମ ଆରମ୍ଭ କରିଦିଅନ୍ତି ଓ ଅଧାରେ ରହିଯାନ୍ତି ଯେତେବେଳେ ସେ ବୁଝି ପାରନ୍ତି କି ଆଉ ଏହି କାମ ହୋଇପାରିବନି । ତାପରେ ତାଙ୍କୁ ପସ୍ତାବା ହୋଇଥାଏ କି ଏହି କାମ କରିବାର ନଥିଲା ।

ମହିଳାମାନେ ନଖରା କରିବା ତାଙ୍କର ସ୍ଵଭାବ ଅଟେ । ସବୁକଥାରେ ନା କରିବା କିଏ କିଛିବି କହୁ ମନା କରିଦେବା । ମହିଳା ମାନଙ୍କୁ ଆଟେନସନ ସବୁବେଳେ ଦରକାର ହୁଏ । ଯେତେବେଳେ ତାଙ୍କୁ ଆଟେନସନ ମିଳିନଥାଏ ସେ ନଖରା କରିବା ଆରମ୍ଭ କରିଦେଇଥାନ୍ତି । ଦେଖିଥିବେ ଯେତେବେଳେ ମହିଳା ମାନଙ୍କୁ ଅଟେନସନ ମିଳିନଥାଏ ସେ ବହୁତ ରାଗିଯାଇଥାନ୍ତି । ଓ ରାଗିବାର କାରଣ ଆଉ କିଛି କହୁଥିବେ । ମହିଳା ମାନଙ୍କର ଏହି ସ୍ଵଭାବକୁ ନଜର ଅନ୍ଦାଜ କରିବା ଆବଶ୍ୟକ ।

ମହିଳା ମାନେ ବହୁତ ଆତ୍ମବିଶ୍ବାସୀ ହୋଇଥାନ୍ତି । ବହୁତ ବାର ନିଜର ଓଭର କନଫିଡେନ୍ସ ପାଇଁ ମୂର୍ଖତା ପୂର୍ଣ କାର୍ଯ୍ୟ କରିଦେଇଥାନ୍ତି । ଯେଉଁଥି ପାଇଁ ବହୁତ ପସ୍ତାଇବା ପାଇଁ ପଡିଥାଏ । ମହିଳାମାନେ ବହୁତ ଧନ ଲୋଭୀ ହୋଇଥାନ୍ତି । ସେ ସବୁ ବେଳେ ନିଜ ସହିତ ପଡୋଶୀ ମାନଙ୍କୁ ତୁଳନା କରିଥାଏ । ମୋ ପାଖରେ କିଛି ନାହିଁ କି ମୋ ସ୍ଵାମୀ ଏମିତି ।

ମହିଳାମାନଙ୍କୁ ଯେତେବି ଦେଲେ ସେ କେବେ ଶାନ୍ତି ହୋଇନଥାନ୍ତି ତାଙ୍କୁ ସବୁବେଳେ ଅଧିକ ଦରକାର ହୋଇଥାଏ । ଘରେ ସ୍ଵାମୀ ମାନେ କୁହନ୍ତି କି ଯେତିକି ଅଛି ସେତିକିରେ ଚଳ ଖୁସି ରୁହ କିନ୍ତୁ ମହିଳା ମାନଙ୍କୁ ସବୁବେଳେ ଅଧିକ ଦରକାର ହୋଇଥାଏ । ସେ କେବେ କମରେ ଚଳିପାରନ୍ତି ନାହିଁ । ଏହି ପଞ୍ଚୋଟି ଗୁଣ ବିଷୟରେ ଚାଣକ୍ୟ କହିଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *