ଚାଣକ୍ୟ ନୀତି : ଭୁଲ ରେ ବି ଏହି ତିନୋଟି ଲୋକଙ୍କୁ ସାହାଯ୍ୟ କେବେ କରନ୍ତୁ ନାହିଁ, ନଚେତ ହୋଇ ଯିବେ ବର୍ବାଦ…

ଆମେ ସମସ୍ତେ ଜାଣିଛୁ ଯେ ଆଜିକା ସମୟରେ ଧନ ଲୋକଙ୍କ ପାଇଁ କେତେ ଆବଶ୍ୟକ ଅଟେ । ଗୋଟେ ଭଲ ଜୀବନ ବିତେଇବା ପାଇଁ ଧନ ବହୁତ ଭଲ ସାଧନ ଅଟେ । ପ୍ରାୟତଃ ଲୋକ ଏହି ଧନ ପାଇଁ ବହୁତ ପରିଶ୍ରମ କରି ଥାନ୍ତି, ଆମେ ସମସ୍ତେ ବହୁତ ଏମିତି ଲୋକଙ୍କୁ ଦେଖି ଥିବୁ ଯିଏ ବହୁତ ପରିଶ୍ରମ କରନ୍ତି କିନ୍ତୁ ତା ଅନୁଯାଇ ଫଳ ପ୍ରାପ୍ତ କରନ୍ତି ନାହିଁ । ଲୋକଙ୍କୁ ବହୁତ କାର୍ଯ୍ୟ ରେ ସଫଳତା ପ୍ରାପ୍ତ ହୋଇ ଥାଏ କିନ୍ତୁ କେତେକ ଜାଗାରେ ହାର ମାନିବାକୁ ପଡି ଥାଏ ।

ଆଜି ଆମେ ଚାଣକ୍ୟଙ୍କ ଗୋଟେ ଏମିତିକା ନୀତି ବିଷୟରେ କହିବୁ ଯାହା ପରେ ଆପଣ କେବେ ଅସଫଳ ହୋଇବେ ନାହିଁ ।

ଚାଣକ୍ୟଙ୍କ କଥା ଅନୁଯାଇ କାର୍ଯ୍ୟ କଲେ ଅସଫଳ ହୋଇବେ ନାହିଁ :

– ଚାଣକ୍ୟଙ୍କ ଅନୁଯାଇ ଯେଉଁ ଲୋକ ପଶୁଙ୍କୁ ହାନି କରେ ସେହି ଲୋକକୁ ଟଙ୍କା ବା ଧନ ସାହାଯ୍ୟ କଲେ ଆପଣଙ୍କ ଧନ ହାନି ହୋଇବ, ଚାଣକ୍ୟଙ୍କ ନୀତି ଅନୁଯାଇ ଏମିତି ହେଲେ ଆପଣଙ୍କ ଧନ ହାନି ଯୋଗ ହୋଇବ ।

– ଯେଉଁ ଲୋକ ଅଧର୍ମ କାର୍ଯ୍ୟ ରେ ନିଜ ଜୀବନ ଅର୍ପିତ କରି ଥାଏ ସେହି ଲୋକ ସେବା କରିବା ଅଧର୍ମ ବା ପାପ ଅଟେ । ଏହା ସହ ଯଦି ଆପଣ ଗୋଟେ ଅଧର୍ମୀ ଲୋକ ସାହାଯ୍ୟ କରନ୍ତି ତେବେ ଦୁନିଆରେ ଏମିତି କୌଣସି ଭଗବାନ ନାହାନ୍ତି ଯିଏ ଆପଣଙ୍କୁ କ୍ଷମା କରିବେ ।

– ଚାଣକ୍ୟଙ୍କ ଅନୁଯାଇ ଯେଉଁ ଲୋକ ନିଜ ଧନ ମଦିରା, ମଦ ବା ବିଷ ବନେଇବା ପାଇଁ କରି ଥାଏ ସେହି ପରି ଲୋକଙ୍କୁ କେବେ ବି ଧାର ଉଧାର ଦବା କଥା ନୁହେଁ । ଏମିତି ଲୋକଙ୍କୁ ସାହାଯ୍ୟ କଲେ ଆପଣଙ୍କ ଜୀବନ ରେ ମଧ୍ୟ ବହୁତ କିଛି ହାନି ହୋଇ ପାରେ ସେଥିପାଇଁ ଏହି ପରି ଲୋକଙ୍କ ଠାରୁ ଦୂରେଇ ରହିବା ଉଚିତ ଅଟେ ।

ଚାଣକ୍ୟ ନୀତି ବ୍ରମାହସ୍ତ୍ର ପରି କାମ କରି ଥାଏ ଏବଂ ଯଦି ଆପଣ ଏହି ନୀତି ସଠିକ ଭାବରେ ପାଳନ କରନ୍ତି ତେବେ ଆପଣଙ୍କ ଜୀବନ ରେ କୌଣସି ପ୍ରକାର ସମସ୍ୟା ଆସିବ ନାହିଁ । ଆଜିର ଆମର ଏହି କଥା ଯଦି ଆପଣ ମାନନ୍ତି ତେବେ ଆପଣଙ୍କୁ ନିଜ ଜୀବନ ରେ କେବେ ବି ଅସଫଳତା ଦେଖିବାକୁ ମିଳିବ ନାହିଁ ।

Leave a Reply

Your email address will not be published. Required fields are marked *