୨୬ ଡିସେମ୍ବରକୁ ଏହି ବର୍ଷର ଅନ୍ତିମ ସୂର୍ଯ୍ୟ ପରାଗ, ୧୨ଟି ରାଶି ଉପରେ ପଡିବ ଖାସ ପ୍ରଭାବ

ଡିସେମ୍ବର ୨୦୧୯ ରେ ଏହି ବର୍ଷର ଅନ୍ତିମ ଖଂଡଗ୍ରାସ ସୂର୍ଯପରାଗ ହେବ । ୨୬ ଡିସେମ୍ବର ୨୦୧୯ କୁ ପରାଗ ଲାଗିବ ଓ ସବୁ ୧୨ ରାଶି ଉପରେ ଏହାର ପ୍ରଭାବ ପଡିବ । ଏହି ମାସରେ ସୂର୍ଯ୍ୟ, ମଙ୍ଗଳ, ବୁଧ ଓ ଶୁକ୍ର ରାଶି ବଦଳୁଛନ୍ତି । ଚନ୍ଦ୍ରମା ପ୍ରତି ଅଢେଇ ଦିନରେ ରାଶି ପରିବର୍ତ୍ତନ କରୁଛନ୍ତି । ଗ୍ରହ ମାନଙ୍କର ଏହି ପରିବର୍ତ୍ତନ ଓ ସୂର୍ଯ୍ୟପରାଗର ପ୍ରଭାବ ସବୁ ରାଶି ଉପରେ ଅଲଗା ଅଲଗା ପଡିବ ।

ମେଷ-

କାମରେ ସଫଳତା ମିଳିବ । ବିଜିନେସରେ ଭାବିଥିବା କାମ ମଧ୍ୟ ପୁରା ହେବ । କୋର୍ଟ କଚେରୀ କାମରେ ସଫଳତା ମିଳିପାରେ । ବିବାହିତ ଜୀବନ ସୁଖମୟ ରହିବ । ଉପାୟ- ହନୁମାନଙ୍କ ପୂଜା କରନ୍ତୁ ।

ବୃଷ-

ଆର୍ଥିକ ସ୍ଥିତି ମଜବୁତ ରହିବ । ଆତ୍ମବିଶ୍ଵାସ ବଢିବ । ବିଜିନେସରେ ବିପଦ ରହିବ କିନ୍ତୁ ସଫଳତା ପାଇବେ । ପୁରୁଣା ରୋଗରୁ ମୁକ୍ତି ମିଳିବ । ଉପାୟ- ଭଗବାନ ବିଷ୍ଣଙ୍କୁ ବସ୍ତ୍ର ଅର୍ପିତ କରନ୍ତୁ

ମିଥୁନ-

କୋର୍ଟ କଚେରୀ କାମରେ ସଫଳତା ମିଳିପାରେ । ମାସ ମଝିରେ କିଛି ଏମିତିଆ କାମ କରିବେ ଯେଉଁଥିରେ ଆପଣଙ୍କୁ ଫାଇଦା ମିଳିବ । ପୁରୁଣା ରୋଗରୁ ମୁକ୍ତି ମିଳିବ । ଉପାୟ- ॐ ଗଂ ଗଣପତଯୈ ନମ: ଏହି ମନ୍ତ୍ରକୁ ୩ଥର କହିକି ଘରୁ ବାହାରନ୍ତୁ ।

କର୍କଟ-

କାମରେ ସଫଳତା ମିଳିବ ।କୌଣସି ନେତା କିମ୍ବା ବଡ ଲୋକଙ୍କ ସହିତ ଭେଟ ହେବାରେ ପଆପଣଙ୍କୁ ଫାଇଦା ହେବ । ବୀମା, ଶେୟରରେ ବା କୌଣସି ପ୍ରକାରର ନିବେଶରେ ଆପଣ ବ୍ୟସ୍ତ ରହିବେ । ଉପାୟ- ଗଇକୁ ସବୁଜ ଛାଡ଼ ଖୁଆନ୍ତୁ ।

ସିଂହ-

ପାରିବାରିକ ବିବାଦର ସମାଧାନ ହେବ । ଉଧାର ପଇସା ମିଳିବ । ବିଜିନେସର ସ୍ଥିତି ସୁଧୁରି ଯିବ । ସମାଜରେ ସମ୍ମାନ ମିଳିବ । ଉପାୟ- ସୂର୍ଯ୍ୟଙ୍କୁ ଜଳ ଚଢାନ୍ତୁ ।

କନ୍ୟା-

ପାଟ୍ନର ସହିତ ସମ୍ବନ୍ଧରେ ସୁଧାର ହେଇଯିବ । ପରିବାର ସହିତ ସମୟ ବିତେଇବେ । ନୂଆ କାମ କରିବାକୁ ମନ ହେବ । ଉପାୟ- ଦେବୀ ମା ଲକ୍ଷ୍ମୀଙ୍କୁ କମଳ ଫୁଲ ଚଢାନ୍ତୁ ।

ତୁଳା-

ସନ୍ତାନ ପକ୍ଷରୁ ଶୁଭ ଖବର ମିଳିପାରେ । ସ୍ବାସ୍ତ ଠିକ ରହିବ । କୌଣସି ପ୍ରିୟ ସାଥି ସହିତ ମିଶିପାରିବେ । ଉପାୟ- ଶିବଳିଙ୍ଗର ଅଭିଷେକ ଗାଇର କ୍ଷୀରରେ କରନ୍ତୁ ।

ବିଛା-

ଅଫିସ ଓ ଫୀଲ୍ଡରେ କିଛି ଲୋକଙ୍କ ସାହାଯ୍ୟ ମିଳିପାରେ । ଭାବିଥିବା କାମ ପୁରା ହେବ । ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ଉପାୟ- ପିମ୍ପୁଡି ପାଇଁ ଅଟାରେ ଚିନି ମିଶେଇକି ଦିଅନ୍ତୁ ।

ଧନୁ-

ସାଙ୍ଗ ଓ ଭାଇମାନଙ୍କର ସାହାଯ୍ୟ ମିଳିବ । ଆପଣଙ୍କ କିଛି ଅଟକି ରହିଥିବା କାମ ପୁରା ହେବ ।ଜୀବନରେ କିଛି ସୁଖ ଓ ଭଲ ପରିବର୍ତ୍ତନ ଆସିବ । ଉପାୟ- ଓସ୍ତ ଗଛରେ ଜଳ ଚଢାନ୍ତୁ ଓ ଦୀପ ଲଗାନ୍ତୁ ।

ମକର-

ଧନ ଲାଭ ହେଇପାରେ । ପ୍ରତିଦିନର କାମ ପୁରା ହେବ ଓ ଫାଲତୁ ଖର୍ଚରୁ ଦୂରରେ ରହିବେ । ସନ୍ତାନଠୁ ସୁଖ ମିଳିପାରେ । ଉପାୟ- ବିବାହିତ ମହିଳାଙ୍କୁ ଲାଲ ଚୁଡି ଓ କୁକୁମ ଭେଟ ଦିଅନ୍ତୁ ।

କୁମ୍ଭ-

ଉଧାର ଦେଇଥିବା ପଇସା ପୁଣିଥରେ ମିଳିପାରେ । ନେବେଶରୁ ଫାଇଦା ମିଳିପାରେ । ଆପଣ ନିଜ କାମରୁ ଲୋକଙ୍କୁ ପ୍ରଭାବିତ କରିପାରନ୍ତି । ଉପାୟ-  ଭଗବାନ ଶ୍ରୀଗଣେଶଙ୍କୁ ଦୁବ ଅର୍ପିତ କରନ୍ତୁ

ମୀନ-

ଧନ ଲାଭ ହେଇପାରେ । ଫାଲତୁ ଖର୍ଚରୁ ମୁକ୍ତି ମିଳିବ । କିଛି ଲୋକଙ୍କ ସାହାଯ୍ୟ ମଧ୍ୟ ମିଳିବ । ଉପାୟ- ଗରିବଙ୍କୁ କବଳ ଓ ତିଳ ଦାନ କରନ୍ତୁ ।

Leave a Reply

Your email address will not be published. Required fields are marked *