ଶନିବାର 21 ଡିସେମ୍ବର 2019 – କ୍ୟାରିୟର ପାଇଁ ନୂଆ ଦିଗ ନେଇ ଆସୁଛି ଶନିବାର ଦିନ, ଏହି ୪ଟି ରାଶିଙ୍କୁ ମିଳିବ ଲାଭ

ଆଜି ଆମେ ଆପଣଙ୍କୁ ଶନିବାର ୨୧ ଡିସେମ୍ବର ରାଶିଫଳ କହିବାକୁ ଯାଉଛୁ । ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ ।

ମେଷ ରାଶି :

ମେଷ ରାଶି ଲୋକଙ୍କୁ ଶିକ୍ଷା କ୍ଷେତ୍ର ରେ ଅଧିକ ପରିଶ୍ରମ କରିବା ଉଚିତ, ଆପଣଙ୍କ ଛାଇକିରି ବା ବ୍ୟବସାୟ କ୍ଷେତ୍ର ରେ ସ୍ପର୍ଦ୍ଧା ଯୁକ୍ତ ରହିବ, ଲୋକଙ୍କୁ ଆଜି ନିବେଶ କରିବାରୁ ବଞ୍ଚିବା ଉଚିତ, ଅଳସୁଆ ଅନୁଭବ କରିବେ । ଆଜି ଆପଣ ନିଜ ଭବିଷୟ ଏବଂ ସ୍ୱାସ୍ଥ୍ୟ ପାଇଁ ଅଧିକ ଚିନ୍ତା କରିବେ, ଶରୀର ରେ ଥକାନ ଏବଂ ଅଳସ ଏବଂ ମନ ରେ ଅଶାନ୍ତି ଅନୁଭୂତି ହବ ।

ବୃଷ ରାଶି :

ବୃଷ ରାଶି ଲୋକଙ୍କୁ ଆଜି ଟିକେ ମାନସିକ ଚିନ୍ତା ରହିବ, ଏହି ରାଶି ଲୋକ ଆଜି ଯେତେ ପରିଶ୍ରମ କରିବେ ତାହା ଫଳ ପ୍ରାପ୍ତ କରିବେ।  ଆଜି ଆପଣଙ୍କ ମନ ଧାର୍ମିକ କାର୍ଯ୍ୟ ରେ ଲାଗି ରହିବ, ଆଜି ମହିଳାଙ୍କୁ ଭାବନା ଉପରେ ବିଶେଷ ଧ୍ୟାନ ରଖିବେ । କିଛି ଦିନ ଆଗରୁ ହୋଇ ଥିବା କାର୍ଯ୍ୟ ଫଳ ଆଜି ପ୍ରାପ୍ତ ହୋଇବ, ନୂଆ କାର୍ଯ୍ୟ ଆରମ୍ଭ ପାଇଁ ଆଜି ଦିନ ବହୁତ ଭଲ ଅଟେ ।

ମିଥୁନ ରାଶି :

ଆଜି ମନ କୌଣସି ପ୍ରକାର ଭୟ ପାଇଁ ଚିନ୍ତା ରେ ରହିବ, କୌଣସି ନୂଆ ଜାଗା ଟ୍ରାନ୍ସଫର ହୋଇ ପାରନ୍ତି ବା ଚାକିରି ମଧ୍ୟ ଛାଡ଼ିବା ସମୟ ଆସି ପାରେ । ଆଜି ଆପଣ ବହୁତ ପରିଶ୍ରମ କରିବେ, ଆଜି ଆପଣ କାର୍ଯ୍ୟ ମନ ଧ୍ୟାନ ଦେଇ କରିବେ । ଖରାପ ସାଙ୍ଗମାନଙ୍କ ଦ୍ଵାରା ହାନି ହୋଇ ପାରେ, ସମ୍ପର୍କ ଭଲ ହୋଇବେ ।

କର୍କଟ ରାଶି :

ବିବାହିତ ଲୋକ ଆଜି ବିବାହିତ ଜୀବନ ସୁଖ ପ୍ରାପ୍ତ କରିବେ, ଘରେ ମାଁ ବା ଅନ୍ୟ ବୁଜୁର୍ଗ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଆପଣ ଚିନ୍ତା ରେ ରହିବେ । ଆଜି ଆପଣଙ୍କ ପାଇଁ ସହଜ ଦେଖା ଯାଉ ନାହିଁ, ଆପଣ ଘର କାରଣରୁ ଚିନ୍ତା ରେ ରହିବେ । ଆଜି ଆପଣଙ୍କୁ ଆରାମ କରିବା ଆବଶ୍ୟକ ଅଟେ, ପୁରୁଣା ଟଙ୍କା ଫେରି ପାଇବେ ।

ସିଂହ ରାଶି :

ଆଜି ଆପଣଙ୍କ ପରିଶ୍ରମ ପ୍ରଶଂସା ଲୋକ କରିବେ, ପରିଶ୍ରମ ପାଇଁ ସଫଳତା ପ୍ରାପ୍ତି ହୋଇ ପାରେ । ପ୍ରତିଦ୍ବନ୍ଦୀ ଏବଂ ପ୍ରତିଯୋଗୀତା ହାନିକାରକ ହୋଇ ପାରେ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ, ବିବାହିତ ଜୀବନ ପାଇଁ ସମୟ ବହୁତ ସଠିକ ଚାଲୁଛି ।

କନ୍ୟା ରାଶି :

ଧର୍ମ କ୍ଷେତ୍ର ରେ ପରିଶ୍ରମ ଅଧିକ କରିବା ଦରକାର ଅଟେ, ଭାଇ ଭଉଣୀ ମଧ୍ୟ ରେ ଭୁଲ ବୁଝା ମଣା ହୋଇ ପାରେ । ଆଜି ଆପଣଙ୍କ ମନ ଧାର୍ମିକ କାର୍ଯ୍ୟ ପାଇଁ ଅଗ୍ରସର ରହିବ, ଏହା ସହ ଭୁଲ ବୁଝା ମଣା ପାଇଁ ଜୀବନ ଚିନ୍ତାମୟ ରହିବ ।କିଛି ଲୋକଙ୍କ ଜୀବନରେ ପ୍ରେମ ଜାଗା ନେଇ ପାରେ, ମାନସିକ ଅଶାନ୍ତି ମନକୁ ଏବଂ ସ୍ୱାସ୍ଥ୍ୟ ଚିନ୍ତା ଦେଇ ପାରେ ।

ତୁଳା ରାଶି :

ଆଜି ପରିବାର ସହ ଅଧିକ ସମୟ ବିତାନ୍ତୁ ଦିନ ଭଲ ରହିବ, ମନଇଛା କାମ କରିବା ପାଇଁ ଆପଣଙ୍କୁ ଟିକେ ଅପେକ୍ଷା କରିବାକୁ ପଡି ପାରେ । ଆର୍ଥିକ ରୂପରେ ଆପଣଙ୍କୁ କୌଣସି ନିଷ୍ପତ୍ତି ପାଇଁ ସତର୍କ ରହିବା ଉଚିତ ଅଟେ, କାମ କାର୍ଯ୍ୟ ଅସୁବିଧା ପାଇଁ ନିଜ ବୁଦ୍ଧି ଖର୍ଚ କରନ୍ତୁ । ମହିଳା ସାଙ୍ଗ ସହ ଦେଖା ହୋଇ ପାରେ ଓ ତାଙ୍କ ସାହାଜ୍ଯ ରେ ଆପଣ ଲାଭ ମଧ୍ୟ ପ୍ରାପ୍ତ କରିବେ ।

ବିଛା ରାଶି :

ଆର୍ଥିକ ସ୍ତର ରେ ହୋଇ ଥିବା ପରିବର୍ତନ ଆପଣଙ୍କ ପାଇଁ ସକାରାତ୍ମକ ରହିବ, ନିଜ କାମ ଓ ପରିବାର ସମ୍ବନ୍ଧ ମଧ୍ୟରେ ଭୁଲ ବୁଝା ମଣାରୁ ବଞ୍ଚି ରହିବା ପାଇଁ ଚେଷ୍ଟା କରନ୍ତୁ । କିଛି ଖରାପ ଖବର ପ୍ରାପ୍ତ ହୋଇ ପାରେ, ପୁରୁଣା ରୋଗ ଫୁଣୀ ଆରମ୍ଭ ହୋଇ ପାରେ । ପାଠରେ ଆପଣଙ୍କ ମନ ଲାଗିବ, ବେକାର କଥା ପାଇଁ ଆପଣଙ୍କ ଊର୍ଜା ଏବଂ ନିଜ ଶକ୍ତି ବରବାଦ କରନ୍ତୁ ନାହିଁ ଏହା ଛଡା ନିଜ ବଳ ଓ ବୁଢୀ ଭଲ ଜାଗାରେ ଖର୍ଚ କରନ୍ତୁ ।

ଧନୁ ରାଶି :

ଆଜି କୌଣସି ଯାତ୍ରା ପାଇଁ ଯାଇ ପାରନ୍ତି, ଶଶୁର ଘରୁ କିଛି ଲାଭ ଖବର ପ୍ରାପ୍ତ କରିବେ, ଘରେ ଏବଂ ବାହାରେ ପ୍ରସନ ବାତାବରଣ ରହିବ । ବ୍ୟବସାୟ ରେ ନିବେଶ କରିବା ପାଇଁ ଭଲ ସମୟ ଅଟେ, ଆର୍ଥିକ ଆୟୋଜନ ଭଲ ଭାବରେ ହୋଇବେ । ବ୍ୟବସାୟ ବଢେଇବା ପାଇଁ ପରିଶ୍ରମ ଆବଶ୍ୟକ ଅଟେ ।

ମକର ରାଶି :

ଆଜି କାରୁକାର୍ଯ୍ୟ ରେ ଅସୁବିଧା ସାମ୍ନା କରିବାକୁ ପଡି ପାରେ, ଘର ପରିବାର ରେ ସୁଖ ଶାନ୍ତି ରହିବ । ଆପଣ କୌଣସି ପୁରୁଣା ସାଙ୍ଗକୁ ଦେଖା କରି ପାରନ୍ତି, ଆପଣଙ୍କୁ ନିଜ ଧ୍ୟାନ ନିଜ ଲକ୍ଷ ଉପରେ ରଖିବା ଉଚିତ ଅଟେ । ପ୍ରେମ ପ୍ରସଙ୍ଗ ସମୟ ଅନୁକୂଳ ଅଟେ,କରିୟର ପାଇଁ ଆସା ଏବଂ ସମ୍ଭାବନା ବହଳ ଅଛି ।

କୁମ୍ଭ ରାଶି :

ପରିବାର ଏବଂ ସାଙ୍ଗମାନଙ୍କ ସହ ବହୁତ ଭଲ ସମୟ ବିତେଇବେ, ପ୍ରେମୀମାନଙ୍କ ପାଇଁ ବହୁତ ସୁଖ ସମୟ ଅଟେ । ଆଜି ଆପଣଙ୍କ ମନ ରେ କିଛି ଚିନ୍ତନ ରହିବ, କୌଣସି ପାରିବାରିକ ସମସ୍ଯା ଉଧାର ପାଇଁ ସକ୍ଷମ ହୋଇବେ । ଯାତ୍ରା, ଚାକିରି ଓ ନିବେଶ ମନ ଅନୁଯାଇ ଲାଭ ପ୍ରଦାନ କରିବେ, ଉପହାର ପ୍ରାପ୍ତ ହୋଇବ ।

ମୀନ ରାଶି :

ମାନସିକ ଚିନ୍ତା ରହିବ, ଆର୍ଥିକ ହାନି ହୋଇ ପାରେ । ଶାରୀରିକ କଷ୍ଟ ସମ୍ଭବ ଅଟେ, ବ୍ୟବସାୟ ଏବଂ ସାମାଜିକ କ୍ଷେତ୍ର ରେ ଅସୁବିଧା ହୋଇବ, ଧନକୁ ରିୟଲ ଷ୍ଟେଟ ରେ ନିବେଶ କଋ ପାରିବ । କୌଣସି ପ୍ରକାର ଅସୁବିଧା ସାମ୍ନା କରିବାକୁ ପଡି ପାରେ, କୌଣସି କଥା ପାଇଁ ପରିବାର ସମ୍ବନ୍ଧ ଖରାପ ହୋଇ ପାରେ ।

Leave a Reply

Your email address will not be published. Required fields are marked *