ବାସ କରିଦିଅ ଏହି ୨ଟି କାମ, ଲୋକ ଧରିବେ ଆପଣଙ୍କ ପାଦ

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିରେ ଜୀବନର ମୂଲ୍ୟ ବିଷୟକୁ ନେଇ କେତେ ନୀତି ବିଷୟରେ କହିଛନ୍ତି । ସେ ତାଙ୍କ ନୀତି ଓ ଶାସ୍ତ୍ର ମାନେ ଚାଣକ୍ୟ ନୀତିର ୧୩ ତମ ଅଧ୍ୟାୟରେ ଲେଖା ଗୋଟେ ଶ୍ଳୋକରେ କହିଛନ୍ତି କି ମଣିଷ ନିଜର ଗୋଟେ ଅଭ୍ୟାସ କାରଣରୁ ସବୁବେଳେ ଚିନ୍ତିତ ଓ ଦୁଃଖି ରହିଥାନ୍ତି । ଏହି ଅଭ୍ୟାସ କାରଣରୁ ତାଙ୍କର କାମ ଖରାପ ହୋଇଥାଏ । ସଫଳତାର ପାହାଚ ଦୂରେଇ ଯାଇଥାଏ । ଏତିକି ନୁହଁ ତାଙ୍କ ଆଗରେ କେତେ ପ୍ରକାରର ସମସ୍ୟା ମଧ୍ୟ ଆସି ଛିଡ଼ା ହୋଇଥାଏ । ଆସନ୍ତୁ ଜାଣିବା ଏହି ନିତି ଗୁଡିକ ବିଷୟରେ, ତେବେ ଏହି ୩ଟି ନିତିରୁ ଦୁଇଟି ମଧ୍ୟ କଲେ ଆପଣ ନିଜ ଜୀବନରେ ସବୁକିଛି ପ୍ରାପ୍ତ କରିପାରିବେ ।

Image Courtesy: Google

୧. ଚାଣକ୍ୟ ନିଜ ନିତିରେ ଲୋକଙ୍କୁ ଏହା ବୁଝାଇଥିଲେ ଯେ କେବେ ବି କୌଣସି ମଣିଷ ରଙ୍ଗ ରୂପ ଓ ଉଚ୍ଚତା ଦେଖି ତାର ପ୍ରଶଂସା ବା ବିରୋଧ କରିବା ଉଚିତ ନୁହ ମଣିଷ ଜୀବନରେ ବୁଦ୍ଧି ସବୁଠାରୁ ବଡ ହତିଆର ଅଟେ, ଯାହା ପାଖରେ ପ୍ରଖର ବୁଦ୍ଧି ଅଛି ସେହି ଲୋକ ନିଜ ଜୀବନରେ ବହୁତ କିଛି ହାସିଲ କରି ପାରିବ ।

Image Courtesy: Google

ତେବେ ଥରେ ଚାଣକ୍ୟ ନଇ କୂଳେ ଯାଇଥିଲେ ତାଙ୍କ ଗୋଡରେ ଶୁଖିଲା ଘାସ ଫୁଟିଗଲା ଯାହା ପରେ ସେ ଘାସ କାଟିବାକୁ ଲାଗିଲେ କିନ୍ତୁ ଗାସ ବହୁତ ଦୂର ଦୂର ଜାଗାରେ ଥିଲା ଓ ଚାଣକ୍ୟ ଏହାକୁ ଏକୁଟିଆ କାଟି ପାରୁ ନଥିଲେ ଆର ଦିନ ଚାଣକ୍ୟ କିଛି ଧଳା ଘାସ ଉପରେ ପକାଇଲେ ସମସ୍ତେ ତାଙ୍କୁ ଦେଖି ହସିଲେ କିନ୍ତୁ ଆର ଦିନ ସବୁ ଶୁଖିଲା ଘାସ କଟି ଯାଇଥିଲା । ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ତେବେ ଚାଣକ୍ୟ କହିଲେ କାଲୀ ମୁଁ ଏହି ଘାସ ଗୁଡିକ ଉପରେ ଛେନା ପକାଉଥିଲି ଯାହା ଫଳରେ ପିଂପୁଡି ଏହି ଘାସ ଉପରେ ଆକ୍ରମଣ କଲେ ଓ ଘାସ ମତେ କାଟିବାକୁ ପଡିଲା ନାହିଁ, ତେବେ ବୁଦ୍ଧିମାନ ମଣିଷ ନିଜ କାମ ଅନ୍ୟ ଦ୍ଵାରା କରେଇଥାଏ କିନ୍ତୁ କାହାକୁ କଷ୍ଟ ଦେଇନଥାଏ ।

Image Courtesy: Google

୨. ଚାଣକ୍ୟ କହିଛନ୍ତି ଜୀବନରେ କିଛି ଏମିତି ରହସ୍ୟ ହୋଇଥାଏ ଯାହା କାହାକୁ ବି କହିବା ଉଚିତ ନୁହ, ଆପଣ କେବେ ବି ଆପଣଙ୍କ ସବୁ ରହସ୍ୟ କାହାକୁ କହିବେ ନାହିଁ ନଚେତ ପରେ କାନ୍ଦିବାକୁ ପଡିପାରେ ।

୩. ପ୍ରକୃତି ସହ ଚାଲିବା ଉଚିତ ଆଚ୍ର୍ଜ୍ଯା ଚାଣକ୍ୟ କହିଛନ୍ତି ଯେ ପ୍ରକୃତି ଏମିତି ଗୋଟେ ଭଗବାନ ଦ୍ଵାରା ରଚିତ ଜିନିଷ ଯାହାକୁ ମଣିଷ କେବେ ବଦଳି ପାରିବ ନାହିଁ କିନ୍ତୁ ମଣିଷ ହାତରେ ଗୋଟେ ଜିନିଷ ହୋଇଥାଏ ଯାହା ହେଲେ ମଧ୍ୟ ନିଜକୁ ଭାଙ୍ଗିବା ନାହିଁ ଓ ଆଗକୁ ବଢି ଚାଲିବା, ଯେଉଁ ବ୍ୟକ୍ତି ପ୍ରକୃତି ସହ ପାଦରୁ ପାଦ ମିଶାଇ ଚାଲି ନଥାଏ ତାକୁ ପ୍ରକୃତି କୋପ ସହିବାକୁ ପଡିଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *