ସୁଶାନ୍ତ ସିଂହ ରାଜପୁତଙ୍କ ଡାଏରୀ ଖୋଲିଲା ଏହି ବଡ ରାଜ, ସୁଶାନ୍ତଙ୍କ ଡାଏରୀ ଲାଷ୍ଟ ପେଜରେ ଗୋଟେ…

ବରତମାନ ପର୍ଯ୍ୟନ୍ତ ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ସମସ୍ତଙ୍କ ପାଇଁ ଗୋଟେ ପ୍ରଶ୍ନ ଅଟେ ଯାହାର ଉତ୍ତର ସମସ୍ତେ ଜାଣିବାକୁ ଚାହୁଁଛନ୍ତି କିନ୍ତୁ ଉତ୍ତର କାହା ପାଖରେ ବି ନାହିଁ, ତେବେ ଏହା ମଝିରେ ସୁଶାନ୍ତ ସିଂହ ଡାଇରି ପୋଲିସକୁ ପ୍ରାପ୍ତ ହୋଇଛି, ତେବେ ଅଙ୍କିତା ଲୋଖଣ୍ଡେ ସୁଶାନ୍ତ ସିଂହ ଏକ୍ସ ଗର୍ଲଫ୍ରେଣ୍ଡ ନିଜ ଇଣ୍ଟରଭ୍ୟୁରେ ଏହା କହିଥିଲେ ଯେ ସୁଶାନ୍ତଙ୍କୁ ଡାଇରି ଲେଖିବା ଓ ନିଜ ଜୀବନ ବିଷୟରେ ଲେଖିବା ବହୁତ ପସନ୍ଦ ଥିଲା ଏହା ଛଡା ସୁଶାନ୍ତ ଆଗକୁ କଣ କରିବେ ତାହା ମଧ୍ୟ ସେ ଡାଇରିରେ ଲେଖୁଥିଲେ ।

ତେବେ ବର୍ତମାନ ଖବର ଅନୁଯାଇ ସୁଶାନ୍ତ ସିଂହଙ୍କ ଡାଇରି ପୋଲିସକୁ ପ୍ରାପ୍ତ ହୋଇଛି ଯେଉଁଥିରେ ସୁଶାନ୍ତ ବହୁତ କିଛି ଲେଖିଛନ୍ତି ଆମେ ଆପଣଙ୍କୁ ଏଥିରୁ କିଛି ବିଶେଷ କଥା କହିବାକୁ ଯାଉଛୁ ।

Image Courtesy: Google

୧. ସୁଶାନ୍ତ ସିଂହ ନିଜ ଡାଇରିରେ ଲେଖିଛନ୍ତି କେମିତି ସେ ନିଜ ଅଭିନୟ ସ୍କିଲ ବଢେଇ ପାରିବେ, ନିଜ ସ୍ପିକିଙ୍ଗ ଓ ଅନ୍ୟ କଥାରେ ଅପଗ୍ରେଡ଼େସନ, ଲେଙ୍ଗୁଏଜ କଲଚରରେ ମାଷ୍ଟରୀ କରିବେ । ହଲିଉଡ ବଡ ଏଜେନ୍ସି ସହ ଏଶୋଷୀଏସନ କରିବା ।

୨. ସୁଶାନ୍ତ ନିଜ ଶରୀର ଉପରେ କେମିତି ଧ୍ୟାନ ରଖିବେ କଣ କଲେ ସ୍ୱାସ୍ଥ୍ୟ ଭଲ ରହିବ ତାହା ମଧ୍ୟ ଲେଖିଥିଲେ ।

୩. ତାଙ୍କ ଅନୁଯାଇ ସେ କ୍ରିଏଟିବ ଫିଲ୍ଡ ଟପ ଲୋକଙ୍କ ସହ ସମ୍ପର୍କ ସ୍ଥାପନା ।

୪. ତେବେ ଏହା ଛଡା ସୁଶାନ୍ତ ଡାଇରି ଲାଷ୍ଟ ପେଜରେ ଗୋଟେ କୋର ଚାଟ ତିଆରି କରିଥିଲେ ଯାହା ଅନୁଯାଇ ଆସେଟ କ୍ରିଏସନ ପାଇଁ ସେ ୫୦ କୋଟି ଖରଚ ହବ ବୋଲି ଲେଖିଥିଲେ ।

୫. ସୁଶାନ୍ତ ହଲିଉଡରେ ୨୦୨୦ରେ ଯିବା କଥା ମଧ୍ୟ ଲେଖିଥିଲେ, ତେବେ ଏହି ସବୁ କାମ ମେନେଜମେଣ୍ଟ ପାଇଁ ସେ ନିଜ ଭଉଣୀ ପ୍ରିୟଙ୍କା ବିଷୟରେ ମଧ୍ୟ ଲେଖିଛନ୍ତି ।

Image Courtesy: Google

୬. ସୁଶାନ୍ତ ନିଜ ପରିବାରକୁ ବହୁତ ମନେ ପକାଉଥିଲେ ଓ ତାଙ୍କ ଠାରୁ ଦୂରେଇଲା ଭଳି ଅନୁଭବ ହେଉଛି ବୋଲି ମଧ୍ୟ ଲେଖିଥିଲେ ।

୭. ସୁଶାନ୍ତ ନିଜ ପରିବାର ପାଖକୁ ଯିବା ପାଇଁ ଇଛା କରିଥିଲେ, ସେ ଏହା ମଧ୍ୟ ଲେଖିଥିଲେ ଯେ ବହୁତ କାରଣ ପାଇଁ ପରିବାର ସମ୍ପର୍କ ଖରାପ ହେଉଛି ଏଥର କାହାକୁ କୌଣସି ଅଭିଯୋଗ ସମୟ ସୁଶାନ୍ତ ଦବାକୁ ଚାହୁଁ ନଥିଲେ । ୨୦୨୦ରେ ନିଜ ପରିବାର ଲୋକଙ୍କ ସହ ସମୟ ବିତେଇବେ ବୋଲି ନିଷ୍ପତ୍ତି ମଧ୍ୟ କରିଥିଲେ ।

୮. ସୁଶାନ୍ତ ନିଜ ଡାଇରିରେ ଏହା ମଧ୍ୟ ଲେଖିଥିଲେ, ମୋର ମୁକୁ ସହ ସମ୍ପର୍କ ବହୁତ ସ୍ଵାର୍ଥୀ ଅଟେ ମତେ ମୁକୁ ଠାରୁ ଦୂରେଇଯିବା ଉଚିତ ଅଟେ, ସୁଶାନ୍ତ ଅନୁଯାଇ ୩ଟି କଳଙ୍କ ତାଙ୍କୁ ଦୁଃଖୀ କରୁଛନ୍ତି ବୋଲି ଲେଖିଥିଲେ ।

୯. ତେବେ ଏହା ପର ପେଜରେ ସୁଶାନ୍ତ ନିଜକୁ ଦୋଷୀ ବୋଲି ଅନୁଭବ କରୁଥିଲେ ବୋଲି ଲେଖିଥିଲେ, ଓ ମିଠୁ ବିଷୟରେ କିଛି କଥା ଲେଖିଥିଲେ ।

Image Courtesy: Google

ସୁଶାନ୍ତଙ୍କ କିଛି ଭିଡିଓ ମଧ୍ୟ ଭାଇରାଲ ହୋଇଛି ଯେଉଁଥିରେ ସୁଶାନ୍ତ ସାଇନ୍ସ ଫ୍ରିକ୍ସନ ଫିଲ୍ମ ଦେଖୁଛନ୍ତି ଓ ଆଉ ଗୋଟେ ଭିଡିଓରେ ସୁଶାନ୍ତ ଗୀତ ଗାଈ ଡ୍ରାଇଭିଙ୍ଗ କରୁଥିବାର ଦେଖା ଯାଇଛନ୍ତି ।

ସୁଶାନ୍ତ ସିଂହ ବାପା କେକେ ସିଂହଙ୍କ ଦ୍ଵାରା ସୁପ୍ରିମ କୋର୍ଟରେ ସିବିଆଇ ଇନକ୍ଵାରୀ ପାଇଁ ନିବେଦନ କରା ଯାଇଛି, ତେବେ ଋଆ ଚକ୍ରବର୍ତୀ ଓକିଲ ବାରମ୍ବାର କେଶ ପଟନାରୁ ମୁମ୍ବାଇ ଟ୍ରାନ୍ସଫର ପାଇଁ ନିବେଦନ କରୁଛନ୍ତି, ଋଆ ଚକ୍ରବର୍ତୀ ଓକିଲ କହିବା ଅନୁଯାଇ ଘଟଣା ମୁମ୍ବାଇ ର ଅଟେ ଓ ମୁମ୍ବାଇରେ ତଦନ୍ତ ହବା ଉଚିତ ଅଟେ ତେବେ ଆର ସପ୍ତାହ ଏହାର ନିଷ୍ପତ୍ତି କରା ଯିବ ବୋଲି ସୁପ୍ରିମ କୋର୍ଟ ସମୟ ନିର୍ଧାରିତ କରିଛନ୍ତି । ଏହା ଉପରେ ନିଜର ମତ ନିଶ୍ଚୟ ଦିଅନ୍ତୁ, ଆଗକୁ ଏହିଭଳି ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *