କେବେ ଓ କେମିତି ଭାରତକୁ ଆସିବ ରୁଷର କରୋନା ଟୀକା, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

ବର୍ତମାନ ଖବର ଅନୁଯାଇ ରୁଷ ଦୁନିଆର ପ୍ରଥମ ଦେଶ ଯିଏ କରୋନା ଭାଇରସ ଭ୍ୟାକ୍ସିନ ତିଆରି କରିବାର ଦାବା କରିଛନ୍ତି, ତେବେ WHO ଦ୍ଵାରା ଏହାର ପ୍ରଶିକ୍ଷଣ ସମାପ୍ତ ହୋଇଯାଇଛି ଓ ରୁଷ ନିଜ ଭ୍ୟାକ୍ସିନ ନିଜ ଦେଶବାସୀ ମାନଙ୍କୁ ଦବା ଆରମ୍ଭ ମଧ୍ୟ କରିଛନ୍ତି, ତେବେ ଏହି ଭ୍ୟାକ୍ସିନ ଭାରତ ଆସିବ କି ନାହିଁ ଏହା ଉପରେ ଆଲୋଚନା ଚାଲିଛି, ରୁଷ ପ୍ରେସିଡେନ୍ଟ କହିବା ଅନୁଯାଇ ବହୁତ ଗୁଡେ ଦେଶ ଏହି ଭ୍ୟାକ୍ସିନ ପାଇଁ ଏଡଭାନ୍ସରେ କହିଛନ୍ତି ।

Image Courtesy: Google

ରୁଷ ଫଣ୍ଡ ଆସୋସିଏସନ ଦ୍ଵାରା ଏହା ଦାବା କରା ଯାଇଛି ଯେ ୨୦ ଦେଶ ଏହି ଭ୍ୟାକ୍ସିନ ପାଇଁ ପ୍ରି ଅଡର ମଧ୍ୟ କରିଛନ୍ତି, ତେବେ ରୁଷର ଏହି ଭ୍ୟାକ୍ସିନ ଭାରତ ଆସିବ ଓ କଣ ଏହାର କଣ୍ଡିସନ ତାହା ମଧ୍ୟ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଏହା ବିଷୟରେ ଭ୍ୟାକ୍ସିନ ଆସିବ ଆଉ କେବେ ତାହା ବିଷୟରେ ଦିଲ୍ଲୀ ଏମ୍ସ ହସ୍ପିଟଲ ଡାଇରେକ୍ଟର ରନଦୀପ ଗୁଲେରିଆ ସହ ମିଡିଆ କଥା ହେଇଛନ୍ତି, ଯିଏ ଏହା ବୟାନ ଦେଇଛନ୍ତି ଯେ ଏହି ଭ୍ୟାକ୍ସିନ ଭାରତରେ ଦୁଇଟି କଣ୍ଡିସନ ସଫଳ ହେଲେ ହିଁ ଆସିବ ।

Image Courtesy: Google

୧. ଡକ୍ଟରଙ୍କ କହିବା ଅନୁଯାଇ ଯଦି ଏହି ଭ୍ୟାକ୍ସିନ ସେଫ (ସୁରକ୍ଷିତ) ହୋଇଥିବ ଏହାର ଅର୍ଥ ଯଦି ଏହାର କିଛି ସାଇଡ ଇଫେକ୍ଟ ନଥିବ ବା ଏହାକୁ ବ୍ୟବହାର କଲା ପରେ ମଣିଷ ଇମ୍ଯୁନ ଭଲ ରହିବ ତେବେ ଏହି ଭ୍ୟାକ୍ସିନ ଆସି ପାରେ ।

୨. ଯଦି ଏହି ଭ୍ୟାକ୍ସିନ ଶରୀର ଶକ୍ତି ବଢେଇଥିବ ଓ ରୋଗ ପ୍ରତିରୋଧକ କ୍ଷମତା ବଢେଇବ ତେବେ ଏହାକୁ ଆମେ ବ୍ୟବହାର କରି ପାରିବୁ ।

Image Courtesy: Google

ତେବେ ଏହି ଭ୍ୟାକ୍ସିନ ବାବଦରେ ଭାରତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଏହି କାର୍ଯ୍ୟ ଦିଆ ଯାଇଛି ଯେ ଭ୍ୟାକ୍ସିନ କ୍ଵାଲିଟି ଓ ଏହାର ଟ୍ରାନ୍ସପୋଟ ଓ ଅନ୍ୟ କଥା ଉପରେ ମିନିଷ୍ଟରୀ ଅଫ ହେଲ୍ଥ ନିଜ ଅନୁଯାଇ କାମ କରିବ, ତେବେ ସେକ୍ରେଟ୍ରୀ ହେଲ୍ଥ ମିନିଷ୍ଟର ରାଜେଶ ଭୂଷଣ ଏହା କହିଛନ୍ତି ଯେ ତାଙ୍କ ଦ୍ଵାରା କରୋନା ଭାଇରସ ଭ୍ୟାକ୍ସିନ ପାଇଁ ଗୋଟେ ଏକ୍ସପର୍ଟ ଟିମ ରେଡି କରା ଯାଇଛି ଯିଏ ଏହି ଭ୍ୟାକ୍ସିନ ଉପରେ ସ୍ଵତନ୍ତ୍ର ଭାବରେ କାମ କରିବେ, ଭ୍ୟାକ୍ସିନ କ୍ଵାଲିଟି, ଏହାର ଟ୍ରାନ୍ସପୋଟ ଏବଂ ଏହାର ସାଇଡ ଇଫେକ୍ଟ ସବୁ ବାବଦରେ ସରକାରକୁ ସୂଚନା ପ୍ରଦାନ କରିବେ, ତେବେ ହେଲ୍ଥ ମିନିଷ୍ଟରୀ ଅନୁଯାଇ ଏହି ଭ୍ୟାକ୍ସିନ ଉପରେ ସବୁ ନିସ୍ପତି ସରକାର ଦ୍ଵାରା କରା ଯିବ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *