ସୁଶାନ୍ତ ପରେ ଅଭିନେତା ସମୀର ଶର୍ମା କଲେ ଆତ୍ମହତ୍ୟା ସୁଶାନ୍ତ ପରେ ସମୀର ଶର୍ମା ଯିଏ ଟିଭି ଦୁନିଆର ବହୁତ ବଡ ନା ଅଟନ୍ତି, ତାଙ୍କ ସବ ୬ ଅଗଷ୍ଟକୁ ମଲାଡ ମୁମ୍ବାଇର ତାଙ୍କ ଫ୍ଲାଟରୁ ବରାମଦ କରା ଯାଇଥିଲା, ସିକ୍ଯୁରୀଟି କହିବା ଅନୁଯାଇ ଯେତେବେଳେ ଘରୁ ଗନ୍ଧ ବାହାରିଲା ସେତେବେଳେ ପଡୋଶୀ ମାନେ ଶାମିରଙ୍କ ସ୍ତ୍ରୀକୁ ଫୋନ କରିଥିଲେ ଓ ସମୀରଙ୍କ ସ୍ତ୍ରୀ ତାଙ୍କ କୌଣସି ସାଙ୍ଗକୁ ଫୋନ କରିଥିଲେ ଯାହା ପରେ ତାଙ୍କ ସାଙ୍ଗ ଆସି କବାଟ ଭାଙ୍ଗିଥିଲେ ଓ ସମୀର ସବ ଫ୍ୟାନରେ ଲଟ୍କିଥିବାର ଦେଖିଥିଲେ ।

ଏହା ପରେ ପୋଲିସକୁ ସୂଚନା ଦିଆ ଗଲା ଓ ସବ ପୋସ୍ତମଟମ ପାଇଁ ଯାଇଥିଲା । ତେବେ ସିକ୍ଯୁରିଟି କହିବା ଅନୁଯାଇ ଘରୁ ବହୁତ ଜୋର ଦୁର୍ଗନ୍ଧ ଆସୁଥିଲା ଯାହା ପରେ ପଡୋଶୀ ମାନେ ଶାମିରଙ୍କ ସ୍ତ୍ରୀକୁ ଫୋନ କରିଥିଲେ ଓ ତାଙ୍କ ସ୍ତ୍ରୀ ସମୀର ସାଙ୍ଗକୁ ଫୋନ କରିଥିଲେ ଯାହା ପରେ ତାଙ୍କ ସ୍ତ୍ରୀ ତାଙ୍କ ସାଙ୍ଗକୁ ଫୋନ କରିଥିଲେ କିନ୍ତୁ ଖବର ଅନୁଯାଇ ତାଙ୍କ ସ୍ତ୍ରୀ ଦୁଇ ଦିନରୁ ଫୋନ କରୁଥିଲେ କିନ୍ତୁ କିଛି ଉତ୍ତର ପାଉନଥିଲେ ଯାହା ପରେ ସମୀରଙ୍କ ସ୍ତ୍ରୀ ଅସ୍ତ ବ୍ୟସ୍ତ ହୋଇଥିଲେ ଓ ତାଙ୍କ ସାଙ୍ଗଙ୍କୁ ଶୀଘ୍ର ସମୀର ଫ୍ଲାଟକୁ ଯିବା ପାଇଁ କହିଥିଲେ ଯାହା ପରେ ସାଙ୍ଗ ସମୀର ଫ୍ଲାଟକୁ ଆସି ପହଞ୍ଚିଥିଲେ,

ପୋଲିସ ଅନୁଯାଇ ବର୍ତମାନ ପର୍ଯ୍ୟନ୍ତ କୌଣସି ସୁସାଇଡ ନୋଟ ପ୍ରାପ୍ତ ହୋଇ ନାହିଁ, ତେବେ ଖବର ଅନୁଯାଇ ସମୀରଙ୍କ ପାଖରେ କାମ ଥିଲେ ସେ ଯେ ଋସ୍ତା କ୍ଯା କେହଲାତା ହେରେ ରୋଲ ପାଇଥିଲେ ଓ କାମ ଚାଲିଥିଲା କିନ୍ତୁ ଲକଡାଉନ ପାଇଁ ଶୁଟିଙ୍ଗ ବନ୍ଦ ଥିଲା । ତେବେ କ୍ୟୁକି ସାଶ ଭି କାଭି ବହୁ ଥି ଏହି ଭଳି ଭଲ ଭଲ ସିରିଏଲ ରେ କାମ କରିଥିଲେ ତେବେ ବର୍ତମାନ ପର୍ଯ୍ୟନ୍ତ ତାଙ୍କର ଆତ୍ମହତ୍ୟା କାରଣ ଜଣା ପଡି ନାହିଁ । ରିପୋର୍ଟ ଅନୁଯାଇ ସମୀର ପରିବାର ତାଙ୍କ ସହ ମଲାଡ ମୁମ୍ବାଇରେ ରହୁ ନଥିଲେ ସେ ଏକା ରହୁଥିଲେ ତେବେ ପୁନେ ତାଙ୍କର ଯିବା ଆସିବାଥିଲା ଯାହା ପାଇଁ ଏହା ଆଶଙ୍କା କରା ଯାଉଛି ଯେ ତାଙ୍କ ପରିବାର ପୁନେରେ ଥିବେ ସେଥିପାଇଁ ତାଙ୍କର ପୁନେ ଯିବା ଆସିବା ଥିଲା ।

ତେବେ ପୋଲିସ ଅନୁଯାଇ ବର୍ତମାନ ପର୍ଯ୍ୟନ୍ତ ସମୀର ପରିବାର ତରଫରୁ କୌଣସି ସମସ୍ଯା ଥିଲା କି ନାହିଁ ଏହା ବିଷୟରେ ସ୍ପଷ୍ଟ କିଛି ଜଣା ପଡି ନାହିଁ । ଖବର ଅନୁଯାଇ ସମୀରଙ୍କୁ କିଛି ବଡ ରୋଗ ଥିଲା ଯାହା ଚିକିତ୍ସା ପାଇଁ ବର୍ଷଯାକ ତାଙ୍କୁ କାମ ବନ୍ଦ କରିବାକୁ ପଡିଥିଲା କିନ୍ତୁ ଭଲ ହେଲା ପରେ ସେ ଆଉଥରେ ଅଭିନୟ ଦୁନିଆକୁ ଫେରିଥିଲେ ଓ କାମ ମଧ୍ୟ ପାଇଥିଲେ । ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ ।