ଦିଲୀପ ଯୋଶୀ (ଜେଠାଲାଲ)ଙ୍କ ଲାଇଫଷ୍ଟାଇଲ, ଇନକମ, ଘର, ବାୟୋଗ୍ରାଫି ଓ ଫ୍ଯାମିଲି

ଜେଠାଲାଲ ଯାହାଙ୍କ ଅସଲ ନାମ ଦିଲୀପ ଯୋଶୀ ଅଟେ ତାଙ୍କ ଜୀବନ ବିଷୟରେ ଆଜି ଆମେ ଆପନାଙ୍କୁ କିଛି କଥା କହିବାକୁ ଯାଉଛୁ, ତେବେ କୌଣସି ମଣିଷ ବିନା କଷ୍ଟ ବା ପରିଶ୍ରମ ଉପରକୁ ଉଠି ନଥାଏ, ତେବେ ବିନା ପରିଶ୍ରମ ସଫଳତା ପାଇଥିବା ଲୋକ ପାଖରେ ସଫଳତା ଅଧିକ ଦିନ ରହିନଥାଏ । ଆଜି ଆମେ ଆପଣଙ୍କୁ ଦିଲୀପ ଯୋଶୀଙ୍କ ସମ୍ପତ୍ତି ଓ ଘର ପରିବାର ବିଷୟରେ ବହୁତ କିଛି କହିବାକୁ ଯାଉଛୁ ।

ଜେଠାଲାଲ ତାରକ ମେହତା କା ଉଲ୍ଟା ଚଷମାରେ ଅଭିନୟ କରନ୍ତି ଓ ସେ ଏହି ସିରିଏଲରେ ମୁଖ୍ୟ ଅଭିନେତା ଅଟନ୍ତି, ବର୍ତମାନ ସ୍ଥିତି ପାଇଁ ଏହି ସିରିଏଲ ବହୁତ କାମ କରିଥାଏ କାହିଁକିନା ଏହି ସିରିଏଲ ଲୋକଙ୍କୁ ନିଜ ଦୁଃଖ ଓ ଅସୁବିଧା ଭୁଲିବାରେ ସାହାଜ୍ଯ କରିଥାଏ ।

Image Courtesy: Google

ଏହି ସିରିଏଲ କାମେଡି ସିରିଏଲ ଅଟେ, ତେବେ ଦିଲୀପ ଯୋଶୀଙ୍କ ଜନ୍ମ ୨୬ ମେ ୧୯୬୮ରେ ପୋରବନ୍ଦର, ଗୁଜରାତ,ଇଣ୍ଡିଆରେ ହୋଇଥିଲା ଓ ୨୦୨୦ ଅନୁଯାଇ ଦିଲୀପଙ୍କ ବର୍ତମାନ ବୟସ ୫୨ ବର୍ଷ ଅଟେ । ଦିଲୀପ ଯୋଶୀ ଗୁଜରାତ ଗୋଟେ ସ୍କୁଲରେ ପାଠ ପାଢୀଥିଲେ ଓ ନରସୀ ମୋଞ୍ଜୀ କଲେଜ ଅଫ କମର୍ଷ ଓ ଇକୋନୋମିକ, ମୁମ୍ବାଇରେ ବୀକମ କରିଛନ୍ତି, ଦିଲୀପଙ୍କ ହାଇଟ ୫” ୫ ଅଟେ ଓ ଓଜନ ୮୦କେଜି ଅଟେ ।

Image Courtesy: Google

ଦିଲୀପ ଯୋଶୀ ପ୍ରଥମେ ଛୋଟ ରୋଲ ଦ୍ଵାରା ଆରମ୍ଭ କରିଥିଲେ ଯାହା ପରେ ତାଙ୍କୁ ବହୁତ ଗୁଡେ ଟିଭି ସିରିଏଲ ପ୍ରାପ୍ତ ହେଲା କିନ୍ତୁ ସବୁ ଛୋଟ ଛୋଟ ରୋଲ ଥିଲା – ଦାଲ ମେ କାଲା, କୋରା କାଗଜ, ଦୋ ଅର ଦୋ ପାଞ୍ଚ, ହମ ସବ ଏକ ହେ, ଯେ ଦୁନିଆ ହେ ରଙ୍ଗୀନ, ଶୁଭ ମଙ୍ଗଲ ସାବଧାନ ଏହା ସବୁ ସିରିଏଲ ଅଟନ୍ତି ଯେଉଁଥିରେ ଜେଠାଲାଲ ଛୋଟ ରୋଲ କରିଥିଲେ ।

Image Courtesy: Google

ତେବେ ଏହା ଛଡା ଜେଠାଲାଲ ବହୁତ ଫିଲ୍ମରେ କାମ କରିଛନ୍ତି ଯାହା ନାମ – ହମ ଆପକେ ହେ କନ, ଫିର ଭି ଦିଲ ହେ ହିନ୍ଦୁସ୍ତାନୀ, ଖିଲାଡ଼ି ୪୨୦, ୱାନଟୁ କା ଫୋର, ଦିଲ ହେ ତୁମହାରା, ଢୁତେ ରେହଜାଓଗେ ଏହି ସବୁ ଫିଲ୍ମରେ କାମ କରିଥିଲେ କିନ୍ତୁ ଭଲ ସଫଳତା କେଉଁଠି ପାଇନଥିଲେ, ତେବେ ଯେବେ ଠାରୁ ତାରକ ମେହତା କା ଉଲ୍ଟା ଚଷମା ଆସିଛି ଦିଲୀପ ଯୋଶୀଙ୍କ ଭାଗ୍ୟ ବଦଳି ଗଲା, ଏହି ସିରିଏଲ ୨୦୦୮ ଠାରୁ ବର୍ତମାନ ପର୍ଯ୍ୟନ୍ତ ଚାଲିଛି ଏହାର ଅର୍ଥ ଏହି ସିରିଏଲ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଛି ।

Image Courtesy: Google

ଦିଲୀପ ଯୋଶୀଙ୍କ ସ୍ତ୍ରୀ ନାମ ଜୟମାଲା ଯୋଶୀ, ଝିଅ ନାମ ନିୟତି ଯୋଶୀ ଓ ପୁଅ ନାମ ଋତ୍ଵିକ ଯୋଶୀ । ଦିଲୀପ ଯୋଶୀଙ୍କ ପାଖରେ ଦୁଇଟି କାର ଅଛି ଓ ତାଙ୍କ ନିଜର ମୁମ୍ବାଇରେ ଘର ମଧ୍ୟ ଅଛି ଏହା ଛଡା ଦିଲୀପ ଯୋଶୀ ଗୋଟେ ଏପିଷୋଡ ପାଇଁ ୧.୫ଲକ୍ଷ ଟଙ୍କା ଚାର୍ଜ କରନ୍ତି । ତେବେ ଦିଲୀପ ଯୋଶୀ ବର୍ଷକରେ ୨୯ କୋଟି ଟଙ୍କା ରୋଜଗାର କରନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *