ନକଲି କୁକୁର ଭିତରେ ଅଛି ଗୋଟେ ଅସଲି କୁକୁର, କଣ ଆପଣ ଖୋଜିପାରିବେ?

ଆଜି ଆପଣଙ୍କ ପାଇଁ ଆଣିଛୁ ଏକ ଭାଇରାଲ ଭିଡିଓ, ଆଜି ଦେଖିବା ଆପଣ କେତେ ବୁଦ୍ଧିମାନ ଅଟନ୍ତି । ବହୁତ ସରଳ ପ୍ରଶ୍ନ ଅଟେ ଏହାକୁ ଏହି ଭିଡିଓରେ ଥିବା କୁକୁର ମାନଙ୍କ ମଧ୍ୟରେ ଅସଲି କିଏ ଓ ନକଲି କିଏ ତାହା ଆପଣଙ୍କୁ କହିବାର ଅଛି। ଦେଖିବା ଅପାନ ଯାନୀ ପାରୁଛନ୍ତି କି ନାହିଁ । ଏହି ଲକଡାଉନରେ ଆପଣ ବୋର ତ ନିଶ୍ଚିନ୍ତ ହେଉଥିବେ ତେବେ ଏହି ଭିଡିଓରେ କିଛି ସମୟ ଦେଇ ଆପଣ ନିଜର ମନୋରଞ୍ଜନ କରିପାରିବେ ।

ସୋସିଆଲ ମିଡିଆରେ ଗୋଟେ କୁକୁରର ଭିଡିଓ ବହୁତ ଜୋରରେ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜବରଦସ୍ତ ଅଭିନୟ କରିଛି । ଦେଖିକି ଲାଗିବକି ଏହା ଗୋଟିଏ ଷ୍ଟାଚୁ ଅଟେ, କିନ୍ତୁ ଯେବେ ଭିଡିଓ ପ୍ଲେ କରିକି ଦେଖିବେ ତ ଆଶ୍ଚର୍ଯ୍ୟ ହୋଇଯିବେ ।

Image Courtesy: Google

ଶନିବାର ଦିନ, ଜାପାନର ଗୋଟେ ମୂର୍ତ୍ତିକାର ଯିଏ ପଶୁ ପକ୍ଷୀଙ୍କର କାଠରେ ମୂର୍ତ୍ତି ବନାନ୍ତି, ମିଓ ହାସିମୋଟୋର ପାଳିତ କୁକୁର ଟ୍ସକିର ଗୋଟେ ଭୋଦେୟ ସେୟାର କରିଥିଲେ, ଯେଉଁଥିରେ ସେ ମୂର୍ତି ପାଖକୁ ଯାଇ ମୁର୍ତୀ ଭଳି ଠିଆ ହୋଇଛି । ହାସିମୋଟୋ ତାର ଟ୍ବିଟରରେ ତାର କାର୍ଯ୍ୟ କ୍ଷେତ୍ରର ଗୋଟେ ଝଲକ ଦେଇଛନ୍ତି । ଯେଉଁଠି ବିଲେଇ, କୁକୁର, ଠେକୁଆ ଓ ମେଣ୍ଢାର ମୂର୍ତି ସହିତ କନ୍ଧରେ କାନ୍ଧ ମିଳାଇ ଠିଆ ହୋଇଥିଲା । ସିଏ ଏମିତି ଚୁପ ହୋଇ ଠିଆ ହୋଇଥିଲାଜେ ଦେଖିଲା ବେଳା ଜାଣିପାରିବ ନାହିଙ୍କି ତା ଭିତରେ ଗୋଟେ ଅସଲି ପଶୁ ଅଛି ।

Image Courtesy: Google

ଏହି ଭିଡିଓକୁ ୮ ଅଗଷ୍ଟରେ ସେୟାର କରଯାଇଥିଲା, ତାର ଏବେ ପର୍ଯ୍ୟନ୍ତ ୬ ମିଲିୟନ ଭ୍ୟୁଜ ହୋଇସାରିଲାଣି । ଏହା ସହିତ ୫ଲକ୍ଷରୁ ବେସୀ ପସନ୍ଦ ହୋଇଛି ଓ ଲକ୍ଷରୁ ବେସୀ ରି- ଟ୍ବିଟ ହୋଇଛି । ଲୋକ କୁକୁରକୁ ବହୁତ ତାରିଫ କରିଛନ୍ତି ।

ଜଣେ ୟୁଜର୍ସ ଲେଖିଛନ୍ତି, ମୂର୍ତି ଗୁଡିକ କେତେ ଅସଲି ଦେଖାଯାଉଛନ୍ତି । ମୁଁ ଚିହ୍ନି ପାରୁନି କୋଉଟା ଅସଲି ଓ କୋଉଟା ନକଲି ” ।

ପୁଣି ଆଉ ଜଣେ ୟୁଜର୍ସ  ଲେଖିଛନ୍ତି,  ” ସତରେ ବହୁତ ଭଲ କାମ କରିଛନ୍ତି ଆପଣ ବହୁତ ସୁନ୍ଦର ଲାଗୁଛି ମୂର୍ତି ଗୁଡିକ ‘ ।

Image Courtesy: Google

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *