ଆଚାର୍ଯ୍ୟ ଚାଣକ୍ୟ ବହୁତ ବୁଦ୍ଧିମାନ ବ୍ୟକ୍ତି ଥିଲେ ସେ ନିଜ ଜ୍ଞାନ ଦ୍ଵାରା ଚନ୍ଦ୍ର ଗୁପତଙ୍କୁ ରାଜାଙ୍କ ଗଦି ଉପରେ ବସାଇଥିଲେ । ତେବେ ମଣିଷ ତା ଜୀବନରେ କିଛି ଭୁଲ ନକରୁ ଆଉ ଭଲ ଭାବରେ ଜୀବନ ଜ୍ଞାପନ କରୁ ସେଥିପାଇଁ ଆଚାର୍ଯ୍ୟ ଚାଣକ୍ୟ ଚାଣକ୍ୟ ନୀତି ନାମକ ଗୋଟେ ବହି ଲେଖିଥିଲେ ଯେଉଁଥିରେ ଆଚାର୍ଯ୍ୟ ମଣିଷକୁ ଜୀବନ୍ଷାଇଲି ବିଷୟରେ ବହୁତ ବିଶେଷ କଥା ଗୁଡିକ ମଧ୍ୟ କହିଥିଲେ ।
ସଂସାରରେ ବହୁତ ପ୍ରକାର ରୋଗ ଅଛି ବହୁତ ଭୟଙ୍କର ଭୟଙ୍କର ରୋଗ ଅଛି ଯାହାର ଚିକିତ୍ସା ବର୍ତମାନ ପର୍ଯ୍ୟନ୍ତ ବାହାରି ନାହିଁ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଭୟଙ୍କର ରୋଗ ବିଷୟରେ କହିବାକୁ ଯାଉଛୁ ଯାହା ଥରେ ମଣିଷକୁ ହେଇ ଗଲେ ଜୀବନ ସାରା କିଛି ଚିକିତ୍ସା ହେଇ ପାରେ ନାହିଁ ।
ଆଚାର୍ଯ୍ୟ ଚାଣକ୍ୟ କହିଥିଲେ ଯେ ଏହି ରୋଗ ଯେଉଁ ବ୍ୟକ୍ତିକୁ ହେଇଥାଏ ତା ଜୀବନରେ କେବେ କିଛି ସୁଖ ଆଇନଥାଏ । ଏହି ଭଳି ଲୋକ ଜୀବନ ସାରା ଦୁଃଖୀ ରୁହନ୍ତି ଆଉ ନିଜ ସହ ପୁରା ପରିବାର ଲୋକଙ୍କୁ ମଧ୍ୟ ଦୁଃଖୀ ରଖନ୍ତି । ତେବେ କଣ ଆପଣ ଏହି ରୋଗର ନାମ ଜାଣିଛନ୍ତି କି ବହୁତ ଏମିତି ଲୋକ ହୋଇଥାନ୍ତି ଯାହା ଜୀବନରେ ବହୁତ ଦୁଃଖ କଷ୍ଟ ଆସିଥାଏ କିନ୍ତୁ ସେ ତା ଠାରୁ ବାହାରି ଯାଇଥାନ୍ତି କିନ୍ତୁ ଯଦି ଜୀବନରେ ସନ୍ଦେହ ଭଳି ଭୟଙ୍କର ରୋଗ କାହାକୁ ହେଇଯାଏ ତେବେ ଏହାର କିଛି ଚିକିତ୍ସା ନଥାଏ ।
ସନ୍ଦେହ ମଣିଷକୁ ଭିତରୁ ଦୁର୍ବଳ କରିଥାଏ ଏହା ପରେ ସେ ଯାହା ନକରାତ୍ମକ ଭାବିଥାଏ ତାକୁ କେବଳ ସେଇଆ ହି ଦେଖା ଦେଇଥାଏ ଯଦି ଆପଣଙ୍କ ମନରେ ମଧ୍ୟ ଏହା ଅଛି ଯେ ସନ୍ଦେହ ଚିକିତ୍ସା ଅଛି ତେବେ ଏହି ଭୁଲ ଧାରଣାରେ ରୁହନ୍ତୁ ନାହିଁ । କାହିଁକିନା ସନ୍ଦେହ ରୋଗ ଯାହାକୁ ଥରେ ଲାଗିଲା ସେ ଜୀବନ ସାରା ଏହି ସନ୍ଦେହ ରୋଗରୁ ବାହାରି ପରେ ନାହିଁ ଆଉ ତା ଜୀବନ ସବୁ ଦିନ ପାଇଁ ନର୍କ ହୋଇଥାଏ ଏହା ଛଡା ଯେଉଁ ବ୍ୟାକଟୀନ ବିଷୟରେ ତାଙ୍କ ମନରେ ସନ୍ଦେହ ଆସିଥାଏ ସେ ବ୍ୟକ୍ତି ମଧ୍ୟ ଜୀବନ ସାରା ଖୁସି ରୁହନ୍ତି ନାହିଁ ।
ତେବେ ସନ୍ଦେହ ରୋଗ ଅଧିକାଂଶ ମହିଳାଙ୍କୁ ହୋଇଥାଏ ତେବେ ପୁରୁଷଙ୍କୁ ମଧ୍ୟ ହୋଇଥାଏ କିନ୍ତୁ ମହିଳାଙ୍କ ଅପେକ୍ଷା କମ ହୋଇଥାଏ । ତେବେ ଏହି ରୋଗରେ ମଣିଷ ବହୁତ ଲୋକଙ୍କୁ ଆଘାତ ଦେଇଥାଏ ଏହା ଛଡା ଭଲ ଭଲ ସମ୍ପର୍କ ମଧ୍ୟ ସନ୍ଦେହରେ ଖରାପ ହୋଇଥାଏ ଆଉ ବିନା କିଛି କାରଣ ବହୁତ ଲୋକଙ୍କ ମୃ-ତ୍ୟୁ ମଧ୍ୟ ହୋଇଥାଏ । ତେବେ ଏହି ଭଳି ରୋଗରୁ ବଞ୍ଚି ରହିବା ଆବଶ୍ୟକ କାହିଁକିନା ଶାରୀରିକ ରୂପରେ ଏହା କିଛି ନକଲେ ମାନସିକ ରୂପରେ ଏହା ଆପଣଙ୍କୁ ବର୍ବାଦ କରିଥାଏ ।
ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।