ବିଶ୍ଵାସ ହେବନି ଆପଣଙ୍କ ଦାନ୍ତ ମୋତି ଭଳି ଧଳା ହୋଇଯିବ, ବାସ୍ କରନ୍ତୁ ଏହି ଘରୋଇ ଉପାୟ- Health Tips

ଆଜିକା ସମୟରେ ଲୋକଙ୍କୁ ନିଜ ପର୍ଶନାଲିଟି ପାଇଁ ବହୁତ ଚିନ୍ତା ଲାଗି ରହିଥାଏ, ତେବେ ସ୍ମାର୍ଟ ଦେଖା ଜୀବ ପାଇଁ ଲୋକ ଭଲ ଭଲ କପଡା ପିନଧନତି, ହେଅର ଷ୍ଟାଇଲ ରଖନ୍ତି ଆଉ ବହୁତ ଜିନିଷ କରନ୍ତି । ଆଜିକା ସମୟରେ ଲୋକଙ୍କ ପଆଇନ ସୁନ୍ଦରତା ବହୁତ ମହତ୍ଵ ରଖିଥାଏ ।

ତେବେ କଣ ଆପଣ ଏହା ଜାଣିଛନ୍ତି ଯେ ଲୋକ ଆଜିକା ସମୟରେ ନିଜ ଚେହେରାକୁ ସୁନ୍ଦର କରିବା ପାଇଁ ବହୁତ ପ୍ରକାର ଉପାୟ କରନ୍ତି କିନ୍ତୁ ସବୁଠାରୁ ବଡ ସମସ୍ୟା ହେଲା ଦାନ୍ତ ଲୋକ ନିଜ ଦାନ୍ତ ସଫା କରିବା ଭୁଲି ଯାଇଥାନ୍ତି ତେବେ କଣ ଆପଣ ଏହା ଜାଣିଛନ୍ତି ଯେ ଦାନ୍ତ ଅସୁନ୍ଦର ହେଲେ ଆପଣ ଯେତେ ସ୍ମାର୍ଟ ପିନ୍ଧା ପିନ୍ଧି କଲେ ମଧ୍ୟ ବହୁତ ଖରାପ ଦେଖା ଯାଇଥାନ୍ତି । ଆଜି ଆମେ ଆପଣଙ୍କୁ ଆପଣଙ୍କ ଗୁଟକା ଖିଆ ଦାନ୍ତ ବା ଖଇନି ଖିଆ ଦାନ୍ତ ସଫା କରିବା ବିଷୟରେ କିଛି ଉପାୟ କହିବାକୁ ଯାଉଛୁ ଯାହା ବହୁତ ଲାଭକାରୀ ହବ ଥର ବ୍ୟବହାର କରିକି ଦେଖନ୍ତୁ ।

୧. ଆପଣଙ୍କୁ ଯଦି ନିଜ ଦାନ୍ତ କ୍ଷୀର ଭଳି ଧଳା କରିବାର ଅଛି ତେବେ ଆପଣଙ୍କୁ ଗୋଟେ ଛୋଟ ଗିନାରେ ଅଧା ଲେମ୍ବୁ ରସ ନବାକୁ ହବ ସେଥିରେ ଅଧା ଚାମଚ ଠାରୁ କମ ଖାଇବା ସୋଡା ନବାକୁ ହବ ଏହି ଦୁଇ ଜିନିଷକୁ ଭଲ ଭାବରେ ମିଶାଇ ବ୍ରସ ସାହାଯ୍ୟରେ ପୁରା ଦାନ୍ତ ଉପରେ ଭଲ ଭାବରେ ଲଗାନ୍ତୁ ଆଉ ତୁରନ୍ତ ଧୋଇ ଦିଅନ୍ତୁ ଦେଖିବେ ଆପଣଙ୍କ ଦାନ୍ତ ଚମକିବା ଆରମ୍ଭ ହୋଇଯିବ ।

ତେବେ କଣ ଆପଣ ଜାଣିଛନ୍ତି ଯେ ସୋଡା ଅଧିକ ବ୍ୟବହାର କରିବା ଉଚିତ ନୁହ ସେଥିପାଇଁ ଆପଣ କମ ସୋଡା ବ୍ୟବହାର କରିବେ ଆଉ ଅଧିକ ସମୟ ପାଇଁ ଦାନ୍ତ ଉପରେ ଛାଡିବେ ନାହିନ ଧୋଇ ଦେବେ । ତେବେ ଏହି ଉପାୟକୁ ଆପଣ ୧୫ ଦିନକୁ ଥରେ ବ୍ୟବହାର କରି ପାରିବେ ।

୨. ଆପଣ ମାନେ ହଳଦୀ ଦେଖିଥିବେ ତେବେ ଯେଉଁ ହଳଦୀ ଗୁଣ ଘରେ ବନା ହୋଇଥାଏ ସେହି ହଳଦୀ ଗୁଣ୍ଡ ଦ୍ଵାରା ନିଜ ଦାନ୍ତ ସଫା କରନ୍ତୁ ଦେଖିବେ ପୁରୁଣାରୁ ପୁରୁଣା ହଳଦିଆ ଦନ୍ତ ସଫା ହବାକୁ ଲାଗିବ । ତେବେ ଏହି ଉପାୟ ଆପଣ ପ୍ରତି ସପ୍ତାହ କରି ପାରିବେ ହଳଦୀରେ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ହୋଇଥାଏ ଯାହା ଆମ ଦାନ୍ତ ଅସନାକୁ ସଫା କରିଥାଏ ଆଉ ଜୀବାଣୁ ମାନଙ୍କୁ ମାରିଥାଏ ।

୩. ତେବେ ଅନ୍ୟ ଉପାୟ ଟି ହେଲା ଆପଣଙ୍କୁ ନିଜ କୋଲଗେଟ ଦ୍ଵାରା ସାମାନ୍ଯ ଦାନ୍ତ ସଫା କରିବାର ଅଛି ତା ପରେ ଆପଣଙ୍କୁ ଛୋଟ ଚା ଗଳାରେ ଅଳପ ପାଣି ପକାଇ ସେଥିରେ ଗୋଟେ ଚାମଚ ଆପଲ ସାଇଟରସ ଗୋଟେ ଚାମଚ ପକାଇବାକୁ ହବ ଏହା ପରେ ସେହି ପାଣି ଦ୍ଵାର ଦୁଇରୁ ତିନି ଥର କୁଳି କରନ୍ତୁ ଦେଖିବେ ଆପଣଙ୍କୁ ବହୁତ ଭଲ ଅନୁଭବ ହବ ଆଉ ଆପଣଙ୍କ ହଳଦିଆ ଦାନ୍ତ ସଫା ହୋଇଯିବ ।

୪. ତେବେ ଆପଣ ମାନେ କମଳା ଖାଇବାକୁ ପସନ୍ଦ କରୁଥିବେ କିନ୍ତୁ ତା ଚୋପା କଣ କରନ୍ତି ଯଦି ଫିଙ୍ଗି ଦିଅନ୍ତି ତେବେ ଏହି ଭୁଲ କରନ୍ତୁ ନାହିନ ଏହାକୁ ଶୁଖାଇ ଆପଣ ଦାନ୍ତ ସଫା କରନ୍ତୁ କେବଳ ଦୁଇ ଦିନରେ ଆପଣଙ୍କ ଦାନ୍ତ ସଫା ହୋଇଯିବ ମନେ ରଖିବେ ଥରେ କରିକି ଦେଖନ୍ତୁ ।

Leave a Reply

Your email address will not be published. Required fields are marked *